Updated: Aug 17, 2023, 13:52 IST

ନିର୍ବାଚନ ରେ ଠିଆ ହେବାକୁ ଯାଉଛନ୍ତି ଅକ୍ଷୟ କୁମାର, କହିଲେ ମୋଦୀ ଙ୍କ ପରେ ଆପଣ ମାନେ ମତେ ପ୍ରଧାନମନ୍ତ୍ରୀ କରିବେ କି

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନଙ୍କୁ ଜଣା ଥିବ ଯେ ଭାରତୀୟ ରାଜନୀତି ରେ ସବୁବେଳେ ଅଭିନେତା ମାନେ ପ୍ରବେଶ କରି ଥାନ୍ତି।ସେ ଜୟା ବଚ୍ଚନ ହୁଅନ୍ତୁ କି ମିଥୁନ ଚକ୍ରବର୍ତ୍ତୀ।ଏମାନେ ଯେଉଁ ଦଳ ପକ୍ଷରୁ ନିର୍ବାଚନ ଲଢନ୍ତି ସେହି ଦଳ ପ୍ରାୟ ନିର୍ବାଚନ ଜିତି ଥାଏ।
Modi ji
ଆଉ ଏବେ ଏକ ନୂଆ ଖବର ଶୁଣିବାକୁ ମିଳୁଚି କି ଖୁବ୍ ଶୀଘ୍ର ବଲିଉଡ ଅଭିନେତା ଅକ୍ଷୟ କୁମାର ଭାରତୀୟ ଜନତା ପାର୍ଟି ତରଫ ରୁ ୨୦୨୪ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।ଯାହାକୁ ଶୁଣି ଅକ୍ଷୟ କୁମାର ଙ୍କ ପ୍ରଶଂସକ ମାନେ ବହୁତ ଖୁସି ଅଛନ୍ତି।ତାଙ୍କର ଭାରତ ର ବର୍ତ୍ତମାନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହିତ ଭଲ ସମ୍ପର୍କ ରହିଛି।
ସେଥିପାଇଁ ଲୋକ ମାନେ କହୁଛନ୍ତି କି ସେ ରାଜନୀତି ରେ ଯୋଗ ଦେବେ ବୋଲି।କହିଦେବାକୁ ଚାହିବୁ ଯେ ବଲିଉଡ ଅଭିନେତା ଅକ୍ଷୟ କୁମାର ମୁଖ୍ୟତଃ କାନାଡା ର ମୂଳ ନିବାସୀ ଥିଲେ।ସେ ରାଜେଶ ଖାନ୍ନା ଙ୍କ ଝିଅ କୁ ବିବାହ କରିବା ପରେ ଭାରତରେ ରହିବାକୁ ରହିବାକୁ ଲାଗିଲେ।
ଆଉ ଏବେ ତାଙ୍କୁ ଭାରତ ର ନାଗରିକତା ପ୍ରଦାନ କରା ଯାଇଛି।ଏହାକୁ ନେଇ ଅକ୍ଷୟ କୁମାର ବହୁତ ଖୁସି ଅଛନ୍ତି।ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ପୋଷ୍ଟ ମଧ୍ୟ ସେୟାର କରୁଛନ୍ତି।
Viral
ସେଥିରେ ସେ କହିଛନ୍ତି କି ତାଙ୍କ ହୃଦୟ ଓ ତାଙ୍କ ନାଗରିକତା ଦୁଇଟା ଯାକ ଭାରତୀୟ।ସେ ଭାରତ ରେ ଅନେକ ବର୍ଷ ହେଲାଣି ରହୁଛନ୍ତି।ଓ ଆଗକୁ ମଧ୍ୟ ରହିବେ।ସେ ଭାରତ କୁ ବହୁତ ଭଲ ପାଆନ୍ତି।
ହେଲେ ଏହା ପରେ ତାଙ୍କ ଫ୍ୟାନ ମାନେ ଭାବୁଛନ୍ତି କି ସେ ୨୦୨୪ ରେ ନିର୍ବାଚନ ଲଢ଼ିବେ ବୋଲି।କିନ୍ତୁ ଯେତେବେଳେ ତାଙ୍କୁ ଏ ବିଷୟ ରେ ପଚରା ଯାଇଥିଲା ସେ କହି ଥିଲେ କି ମୋର ରାଜନୀତି ରେ ପ୍ରବେଶ କରିବା ପାଇଁ କୌଣସି ପ୍ରକାର ଇଛା ନାହିଁ।ମୁଁ ମୋର ଆଗକୁ ଫିଲ୍ମ ନିର୍ମାଣ କରିବି।ଓ ମୁଁ ଏହି ଫିଲ୍ମ ଦୁନିଆ ରେ ଠିକ୍ ଅଛି।
ଏ କଥା ଶୁଣିବା ପରେ ତାଙ୍କ ଫ୍ୟାନ ମାନେ ଆଶ୍ଚର୍ଯ୍ୟ ହୋଇଥିଲେ।୨୦୧୫ ମସିହା ରେ ସେ ମୋଦୀ ଙ୍କ ସହିତ ଏକ ସାକ୍ଷାତକାର କରିଥିଲେ।ଏଥିରେ ସେ ମୋଦୀ ଙ୍କୁ ରାଜନୀତି ବିଷୟରେ ଅନେକ ପ୍ରଶ୍ନ ପଚାରି ଥିଲେ।ଓ ମୋଦୀ ତାଙ୍କ ପ୍ରଶ୍ନ ର ସବୁ ଉତ୍ତର ଦେଇଥିଲେ।

Advertisement