ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ

ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି।
ଭୋଳାନାଥଙ୍କ ଜାଗର ଯାତ୍ରା ସମସ୍ତ ଶୈବ ପୀଠ ଚଳଚଞ୍ଚଳ। ଏହି ଅବସରରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ବିଭିନ୍ନ ମନ୍ଦିରର ଦର୍ଶନ ସହ ଯାଇ ତରକେରା ମନ୍ଦିରରେ ପହଞ୍ଚି ବାବା ଙ୍କ ଦର୍ଶନ ନିମନ୍ତେ ଯାଇଥିଲେ। ସାରଦା ପ୍ରସାଦ ନାୟକ , ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ଏକ ଜଣାଶୁଣା ଚେହେରା। ଏବେ ରାଉରକେଲାରୁ ସେ ବିଧାୟକ ଅଛନ୍ତି।

ଏହି ସମୟରେ ଏକ ହାୱବା ଦ୍ରୁତ ଗତିରେ ଆସି ଡିଭାଡରକୁ ପିଟି ମନ୍ଦିର ସମ୍ମୁଖରେ ଠିଆ ହୋଇଥିବା ମନ୍ତ୍ରୀଙ୍କ ଗାଡିକୁ ଧକ୍କା ଦେଇଥିଲା। ମାତ୍ର ଗାଡିରେ ମନ୍ତ୍ରୀ ମହୋଦୟ ନଥିଲେ। ଗାଡିର ଡ୍ରାଇଭିଂ ସିଟରେ ବସିଥିବା ରାକେଶଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଥିଲା।
ମିଳିଥିବା ସୂଚନା ଅନୁସାରେ ଆଜି ଭୋଳାନାଥ ଙ୍କ ଜାଗର ଯାତ୍ରା ସମସ୍ତ ଶୈବ ପୀଠ ଚଳଚଞ୍ଚଳ। ଏହି ଅବସରରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ବିଭିନ୍ନ ମନ୍ଦିରର ଦର୍ଶନ ସହ ଯାଇ ତରକେରା ମନ୍ଦିର ରେ ପହଞ୍ଚି ବାବା ଙ୍କ ଦର୍ଶନ ନିମନ୍ତେ ଯାଇଥିଲେ। ଏହି ସମୟରେ ଏକ ହାଓ୍ବ।
ଦ୍ରୁତଗତିରେ ଆସି ଡିଭାଡରକୁ ପିଟି ମନ୍ଦିର ସମ୍ମୁଖରେ ଠିଆ ହୋଇଥିବା ମନ୍ତ୍ରୀଙ୍କ ଗାଡିକୁ ଧକ୍କା ଦେଇଥିଲା। ମାତ୍ର ଗାଡିରେ ମନ୍ତ୍ରୀ ମହୋଦୟ ନଥିଲେ। ଗାଡିର ଡ୍ରାଇଭିଂ ସିଟରେ ବସିଥିବା ରାକେଶଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିଲା ମହାପ୍ରଭୁ ଭୋଳାନାଥଙ୍କ ଅଶେଷ କରୁଣାରୁ ସମସ୍ତେ ସୁରକ୍ଷିତ ଅଛନ୍ତି।
ଅନେକ ଭକ୍ତ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ସମସ୍ତେ ସୁରକ୍ଷିତ। ସେଠାରେ ହାଇ ଟେନସନ୍ ଲାଇନ୍ ପାଇଁ ରାସ୍ତା କୁ ଡାଇଭର୍ଟ କରାଯାଇଛି। ଦୀର୍ଘ ଦିନରୁ ଏପରି ଅବସ୍ଥା ରେ ରହିଥିବାରୁ ଆଜି ର ଦୁର୍ଘଟଣା ଏନଏଚ୍ କର୍ତ୍ତୃପକ୍ଷ ଙ୍କ ଆଡ଼କୁ ଆଙ୍ଗୁଠି ଉଠିଛି।