Sep 2, 2023, 20:57 IST

ମାଳିକା ବଚ୍ଚନର ମିଳିଲା ସଫା ସଫା ପ୍ରମାଣ ଦେଖନ୍ତୁ କଣ ହେଲା ଯେ ସାରା ରାଜ୍ୟ ଭୟଭୀତ !

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତ ୨ ରୁ ୩ ମାସ ଧରି ଓଡିଶାରେ କୁମ୍ଭୀର ମାନଙ୍କର ପାଦୁର୍ଭାବ ବଢି ବଢି ଯିବାରେ ଲାଗିଛି। ନଦୀ କୂଳିଆ ଲୋକମାନେ ରାତିରେ ଟିକେ ଶାନ୍ତିରେ ରହି ମଧ୍ୟ ପାରୁନାହିଁ। କାରଣ କେତେବେଳେ ନଦୀ ଉପରକୁ ବାହାରି କୁମ୍ଭୀର କାଳେ ଘରେ ପଶିଯିବ।
ତେବେ ଜଣେ କି ୨ ଜଣ ନୁହନ୍ତି। ବରଂ ଏହି କିଛି ମାସ ମଧ୍ୟ ୫ ରୁ ୬ ଜଣ ଲୋକଙ୍କର ଜୀବନ କୁମ୍ଭୀର ମୁହଁରେ ଯାଇଛି। ତେଣୁ ପ୍ରତ୍ଯେକଟି ମୂହୁର୍ତ୍ତରେ ଲୋକଙ୍କୁ କୁମ୍ଭୀର ପ୍ରତି ଭୟ ରହୁଛି। 
Crocodile
ତେବେ ବନ୍ଧୁଗଣ ଗତ ୧୬ ତାରିଖରେ ଯାଜପୁର ଜିଲ୍ଲା ବିରୁପା ନଦୀରୁ ଆସିଥିବା ଲୋମଟାଙ୍କୁରା ଭିଡିଓ ଦେଖି ପ୍ରାୟ ସମସ୍ତେ ଭ-ୟ-ଭୀ-ତ ହୋଇଯାଇଥିଲେ। ଜୋସ୍ନା ନାମକ ଜଣେ ଜୀବିତ ମହିଳାଙ୍କୁ କୁମ୍ଭୀର କିଭଳି ଛଟପଟ କରି ଚୋବାଇ ଚୋବାଇ ଖାଉଥିଲା ତାହା ସେହି ଭିଡିଓରେ ସ୍ପଷ୍ଟ ଦେଖି ହେଉଥିଲା।
ଉକ୍ତ ମହିଳାଙ୍କ ଅଧିକାଂଶ ଭାଗ କୁମ୍ଭୀର ଖାଇଦେଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଏଭଳି ଦୃଶ୍ୟର ଭ-ୟ ମନରୁ ଯାଇନଥିବା ନଥିବା ବେଳେ ପୁଣି ଆଜି ଦେଖା ଦେଇଛି ଆଉ ଏକ ଅଭାବନୀୟ ଘଟଣା। 
ଆଜି ବ୍ରାହ୍ମଣୀ ନଦୀ କୂଳରୁ ପୁଅ ସାମ୍ନାରେ ବାପାଙ୍କୁ ଟାଣି ନେଇଛି କୁମ୍ଭୀର। ବାପାଙ୍କୁ ର-କ୍ଷା କରିବା ପାଇଁ ପୁଅ ଡଙ୍ଗା ଆହୁଲାରେ କୁମ୍ଭୀରକୁ ଆ-କ୍ର-ମ-ଣ କରିଥିଲେ ମଧ୍ୟ କୁମ୍ଭୀର ମୁହଁରୁ ବାପାଙ୍କୁ ରକ୍ଷା କରି ପାରି ନାହାନ୍ତି।
ଦୁଇମାସ ଭିତରେ 5 ଜଣଙ୍କୁ କୁମ୍ଭୀର ମା-ରିଦେଇଥିବା ଦେଖିବାକୁ ମିଳିଛି। ତେବେ ବନ୍ଧୁଗଣ କୁମ୍ଭୀରକୁ ନେଇ ଲୋକଙ୍କୁ ମନରେ ଆତଙ୍କ ଖେଳି ଯାଇଛି। ଏହାକୁ ନେଇ ଲୋକ ମାନେ ଭୟଭୀତ ହୋଇପଡିଛନ୍ତି। 
ଯେତେବେଳେ କୁମ୍ଭୀର ନଦୀ କୂଳରେ ଗୋରୁ ଗାଇଙ୍କୁ ଦେଖା ଦେଉଛି ତ କେତେବେଳେ ନଦୀ କୂଳରେ ମଣିଷ ମାନଙ୍କୁ ଦେଖା ଦେଉଛି। ତେବେ ମାଳିକା ର କଥା ଏବେ ଧିରେ ଧିରେ ସତ ହେଉଛି।
ମାଳିକା ରେ ଲେଖା ଅଛି ବଉଳା କୁମ୍ଭୀର ସବୁ ଏକାଠି ହେବେ ଆଉ ସବୁଆଡେ ଆତଙ୍କ ଖେଳାଇବେ। ତେବେ ସତକୁ ସତ କୁମ୍ଭୀର ରାଜ୍ୟର ସବୁ ଜିଲ୍ଲାରେ ରାଜ କରୁଛି। ତେବେ ଆଗକୁ କୁମ୍ଭୀର ଆଉ କାହାକୁ ଖାଇବ ଲୋକେ ଭାବି ଭାବି ଏବେ ଚିନ୍ତାରେ

Advertisement