Updated: Aug 20, 2023, 11:14 IST

ମାଳିକା ରେ ଲେଖା ଅଛି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଏଥର ହେବେ ପରିବର୍ତ୍ତନ ! ଜଣେ ପ୍ରଭାବ ଶାଳୀ ବ୍ୟକ୍ତିତ୍ଵ ଆସିବେ କ୍ଷମତା କୁ !!!

VIRAL

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଗରୁ କେହି ହେଲେ ମଧ୍ଯ ଏହି ଅଚ୍ୟୁତ ନନ୍ଦ ମାଳିକା କୁ ବିଶ୍ବାସ କରୁ ନଥିଲେ। ମାତ୍ର ଏବେ ଦିନକୁ ଦିନ ଏହି ମାଳିକା ସତ୍ୟ ହେବା କାରଣରୁ ଲୋକ ମାନେ ଏହା ଉପରେ ବିଶ୍ବାସ କରିଲେଣି।
ଆଜ୍ଞା ହଁ ଏବେ ସାରା ଓଡ଼ିଶାରେ ନୁହେଁ ବରଂ ସାରା ଭାରତବାସୀ ମାନେ ମଧ୍ୟ ଏହି ମାଳିକା କୁ ଧୀରେ ଧୀରେ ବିଶ୍ବାସ କରିବାରେ ଲାଗି ପଡିଛନ୍ତି। ଆଜ୍ଞା ହଁ ଆମେ ଆପଣଙ୍କୁ ଏବେ ସେହି ମାଳିକା ସମ୍ପର୍କରେ କହିବାକୁ ଯାଉଛୁ।
Viral news
କଳିଯୁଗ ଯେତେବେଳେ ଶେଷ ହେବ ସେ ସମୟ ବେଳକୁ ରାଜନୀତି ନଥିବ ଆଉ ସେହି ସମୟରେ ମଧ୍ୟ ମନ୍ତ୍ରୀ ମାନେ ହିଁ କୂଟନୀତି କରିବେ। ଆଉ ସେହି ସମୟ ମଧ୍ୟ ଏବେ ଚାଲିଛି।
ଆଉ ଲୋକ ମାନେ ନିଜ ବ୍ୟବସାୟ କୁ ଛାଡ଼ି ଅନ୍ୟ ର ବ୍ୟବସାୟ କୁ ଧରିବେ କାରଣ ସେ ବ୍ୟବସାୟରେ ଯେପରି ତାଙ୍କୁ ଅଧିକା କିଛି ମିଳିବ। ବେପାର ଦର ଏବେ ଯେଭଳି ଭାବରେ ହୁହୁ ହୋଇ ବଢ଼ିବାକୁ ଲାଗୁଛି ଲୋକ ମାନେ ଏବେ ବ୍ୟାପାରରେ ମଧ୍ଯ ଶାନ୍ତି ନାହାଁନ୍ତି।
Viral
ସେମାନେ ତାଙ୍କର ଲାଭ ଯାହା କରିବା କଥା ସେସବୁ ସେମାନେ ମଧ୍ୟ କିଛି କରି ପାରୁ ନାହାଁନ୍ତି। ମହାପୁରୁଷ ଯାହା ଲେଖିଥିଲେ ତାହା ମଧ୍ୟ ଘଟି ଚାଲିଛି ଆଉ ଦିନକୁ ଦିନ ଏସବୁ ମଧ୍ୟ ସତ୍ୟ ହେବାରେ ଲାଗିଛି। ବର୍ତ୍ତମାନ ସମୟରେ ଯୁବପିଢୀ ମାନେ ମଧ୍ୟ ଠାକୁରଙ୍କୁ ଚିହ୍ନୁ ନାହାଁନ୍ତି ସେମାନେ କହୁଛନ୍ତି କି ଠାକୁର ନାହାଁନ୍ତି।
Viral news
ଠାକୁର କଣ? ପ୍ରଥମେ ତ ତାଙ୍କ ପକ୍ଷରେ ଆଗେ ନିଜକୁ ଚିହ୍ନିବା ବହୁତ ଜରୁରୀ ଅଟେ। ଜୀବ ଜଗତରେ ସବୁ ଜାଗାରେ ଭଗବାନ ବିଦ୍ୟମାନ ଅଛନ୍ତି।
ଏଭଳି ରାଜନୀତି କୁ ନେଇ ମଧ୍ୟ ଅନେକ କଥା କୁହା ଯାଉଛି। ଆଗକୁ କେହି ମଧ୍ୟ ଏକଥା ମାନନ୍ତୁ କି ନ ମାନନ୍ତୁ ମାତ୍ର ଦିନକୁ ଦିନ ଏହି ମାଳିକା ବଚନ ସତ୍ୟ ପ୍ରତୀତ ହେବାରେ ଲାଗିଛି। ଏଭଳି ଅନେକ କଥା ମଧ୍ଯ ମାଳିକା ରେ ଉଲ୍ଲେଖ କରାଯାଇଛି ଯାହାକି ଏବେ ମଧ୍ଯ ଲୁକାୟୀତ ଭାବରେ ରହିଛି।
ତେବେ ଆପଣ ଏହି ଭିଡିଓ କୁ ସଂପୂର୍ଣ୍ଣ ଭାବରେ ଦେଖି ପାରିଲେ ହିଁ ମାଳିକା ସମ୍ପର୍କରେ ଅନେକ କଥା ଜାଣି ପାରିବେ। ଆଉ ଏହାପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ମଧ୍ୟ ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement