Updated: Aug 11, 2023, 11:46 IST

ଏଥର ଗରିବ ଙ୍କ ସାଥୀ ନବୀନ ବାହାର କଲେ ମୋ ଘର ଯୋଜନା, କେହି ଏବେ ଠୁ ରହିବେନି ନିରାଶ୍ରୟ ! ସବୁ ଙ୍କୁ ମିଳିବ ଘର

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶୁକ୍ରବାର ଠାରୁ ଆରମ୍ଭ ହେବ ମୋ ଘର ଯୋଜନାରେ ନାମ ପଞ୍ଜିକରଣ। ଏଥିପାଇଁ rhodisha.gov.in/moghar ୱେବସାଇଟ ରେ ଆପଣ ମାନେ ଆବେଦନ କରି ପାରିବେ।

ମୋ ସେବା କେନ୍ଦ୍ର ରେ ମଧ୍ଯ ଆପଣ ମାନେ ଆବେଦନ କରି ପାରିବେ। ଆବେଦନ ସମୟରେ ପାସପୋର୍ଟ ଫଟୋ ସହ ଆଧରକାର୍ଡ ଓ ଅନ୍ୟ ପରିଚୟ ମଧ୍ୟ ଦେବାକୁ ପଡିବ।ଏହି ଯୋଜନାରେ ନୁଆ ଘର ନିର୍ମାଣ କରି ପାରିବେ।

Viral news

ତାହା ସହ ଘର ସମ୍ପ୍ରସାରଣ , ପୁନନିର୍ମାଣ ଓ ଅଧା କାମ ସମ୍ପୁର୍ଣ୍ଣ ପାଇଁ ବ୍ୟବସ୍ଥା ରହିଛି। ଯେଉଁ ମାନଙ୍କ କଚ୍ଚା ଘର ଅଛି କିମ୍ବା ଗୋଟିଏ ବଖରା ପକ୍କା ଘର ଅଛି ସେହି ଲୋକ ଏହି ଘର ପାଇଁ ଆବେଦନ କରି ପାରିବେ।
ମାସକୁ ୨୫ ହଜାର ରୁ କମ୍ ରୋଜଗାର ଥିଲେ ସେମାନେ ମଧ୍ଯ ଏହି ଯୋଜନା ପାଇଁ ଆବେଦନ କରି ପାରିବେ। କୌଣସି ଚାରି ଚକିଆ ଯାନ ନଥିଲେ ,ପରିବାର ର କୌଣସି ସଦସ୍ୟ ସରକାରୀ ଚାକିରୀ କରି ନଥିଲେ ,PSU ରେ ଚାକିରୀ କରି ନଥିଲେ,
କିମ୍ବା ପେନସନ ଭୋଗି ହୋଇ ନଥିଲେ ସେମାନେ ଏହି ମୋ ଘର ପାଇଁ ଆବେଦନ କରି ପାରିବେ। ସବୁଠାରୁ ବଡ଼ କଥା ହେଲା ହିତାଧିକାରୀ ପୂର୍ବରୁ କୌଣସି ଗୃହ ନିର୍ମାଣ କାର୍ଯ୍ୟରେ ସହାୟତା ପାଇ ନଥିବେ।
କିମ୍ବା ଯଦିଓ ସେ ସହାୟତା ପାଇଥିବେ ତାହା ୭୦ ହଜାର ଟଙ୍କା ରୁ କମ୍ ହୋଇଥିବା ଦରକାର। ଯେଉଁ ପରିବାର ର ୫ ଏକର ରୁ କମ ଜଳ ସେଚିତ ଜମି ୧୫ ଏକର ରୁ କମ ଅଣ ଜଳ ସେଚିତ ଜମି ଥିବ ସେମାନେ ମଧ୍ୟ ଏହା ପାଇଁ ଆବେଦନ କରି ପାରିବେ।
ଚାରୋଟି ସ୍ଲାବ୍ ରେ ମଧ୍ୟ ମିଳିବ ଏହି ମୋ ଘର ଯୋଜନା ର ଋଣ।୧ ଲକ୍ଷ,୨ ଲକ୍ଷ,୧.୫ ଲକ୍ଷ ,୨ ଲକ୍ଷ ଓ ତିନି ଲକ୍ଷ । ଦଶ ବର୍ଷ ମଧ୍ୟରେ ଆପଣଙ୍କୁ ଏହି ଋଣ ଶୁଝିବା ନେଇ ବ୍ୟବସ୍ଥା ରହିଛି। ସାଧାରଣ SCST ଓ ଭିନ୍ନକ୍ଷମ ଙ୍କ ଲାଗି ସବ୍ସିଡିସବ୍ସିଡ
Viral news
ଏକ ଲକ୍ଷ ଟଙ୍କା ଋଣ ରେ ସାଧାରଣ ବର୍ଗ ପାଇଁ ୪୦ ହାଜର ଟଙ୍କା। ଏବଂ SCST ଓ ଭିନ୍ନକ୍ଷମ ଙ୍କ ପାଇଁ ୫୦ ହଜାର ଟଙ୍କାର ସବ୍ସିଡି ରହିଛି। ତେବେ ଏହି ସମ୍ପର୍କରେ ଅଧିକା ଜାଣିବାକୁ ହେଲେ ଭିଡିଓ ଟିକୁ ସଂପୂର୍ଣ୍ଣ ଦେଖନ୍ତୁ।

Advertisement