Updated: Aug 30, 2023, 18:46 IST

ଆଉ ୧୫ ଦିନରେ ଚାଲିଯିବ ପ୍ରଜ୍ଞାନ ଜୀବନ ! ଦେଖନ୍ତୁ ଆସିଲା ଆଶ୍ଚର୍ୟ୍ଯ ଜନକ ଖବର

VIRAl

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଗତ ବୁଧବାର ଦିନ ଭାରତ ପଠାଇ ଥିବା ଚନ୍ଦ୍ର ଯାନ ୩ ସଫଳତା ର ସହିତ ଚନ୍ଦ୍ର ରେ ପହଞ୍ଚିଛି।ସେହି ଲ୍ୟାଣ୍ଡର ର ନାମ ହେଉଚି ବିକ୍ରମ।ଭାରତ ପ୍ରଥମ ଥର ପାଇଁ ଚନ୍ଦ୍ର ଯାନ କୁ ଚନ୍ଦ୍ର ର ଦକ୍ଷିଣ ମେରୁ ନିକଟ କୁ ପଠାଇଛି।ଏଭଳି ଆଗରୁ କେହି ବି କରି ନାହାନ୍ତି।
Viral
ଏହା କରି ଭାରତ ତାର ଇତିହାସ ସୃଷ୍ଟି କରିଛି।ଏହାକୁ ଲୋକ ମାନେ ବହୁତ ଉତ୍ସୁକତା ର ସହିତ ଅପେକ୍ଷା କରି ରହିଥିଲେ।ଶେଷ ରେ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଏହି କାମ କରିବାରେ ସଫଳ ହୋଇଥିଲେ।ଏହା ପରେ ଭାରତ କୁ ବିଭିନ୍ନ ଦେଶ ପାଖରୁ ଶୁଭେଚ୍ଛା ର ସୁଅ ଛୁଟି ଆସି ଥିଲା।
ସୂଚନା ଅନୁସାରେ ଗତ ବୁଧବାର ଦିନ ଲ୍ୟାଣ୍ଡର ବିକ୍ରମ ରୁ ଚନ୍ଦ୍ର ପୃଷ୍ଠ ରୁ ରୋଭର ପ୍ରଜ୍ଞାନ କୁ ଓହ୍ଲାଇ ଥିଲା।ରୋଭାର ବିକ୍ରମ ଆଖି ରେ ଦୁଇ ଟି କ୍ୟାମେରା ଲାଗିଛି।
ଯାହା ଦ୍ୱାରା ସେ ଚନ୍ଦ୍ର ପୃଷ୍ଠ ରେ କଣ ସେ ବିଷୟ ରେ ସମସ୍ତ ସୂଚନା ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ କୁ ମିଳି ପାରିବ।ଚନ୍ଦ୍ର ଦକ୍ଷିଣ ମେରୁ ଖାଲ ଢିପ ରେ ପରିପୂର୍ଣ୍ଣ।ଏତେ ଦିନ ଭିତରେ ରୋଭର୍ ପ୍ରଜ୍ଞାନ ୮ ମିଟର ବାଟ ଯାଇ ସାରିଲାଣି।ସେ ସେଠାରେ ଜଳ ର ସନ୍ଧାନ କରୁଛି।ଏହା ସହିତ ସେଠାରେ ଜୀବନ ଯାପନ ସମ୍ଭବ କି ନୁହେଁ ତା ବିଷୟ ରେ ପରୀକ୍ଷା କରିଛି।
Viral
ରୋଭର୍ ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠ ରେ ୧୪ ଦିନ ରହିବ।ସେଠାରେ ସେ ବିଭିନ୍ନ ଜିନିଷ ର ସନ୍ଧାନ କରି ପୁଣି ପୃଥିବୀ ପୃଷ୍ଠ କୁ ଫେରି ଆସିବ।ଏହି କିଛି ଦିନ ତଳେ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଏକ ଭିଡିଓ ଚନ୍ଦ୍ର ପୃଷ୍ଠ ର ଏକ ଭିଡିଓ ଅପଲୋଡ଼ କରିଥିଲା।ଏହି ଭିଡିଓ ଟି ବହୁତ କମ୍ ସମୟ ମଧ୍ୟରେ ଭାଇରାଲ ହେବାକୁ ଆରମ୍ଭ କରି ଥିଲା।ଭାରତ ର ଲୋକ ମାନେ ଜଣେ ଅନ୍ୟ ଜଣ କୁ ସେୟାର ମଧ୍ୟ କରିଥିଲେ।
ସୂଚନା ଅନୁସାରେ ରୋଭାର୍ ପ୍ରଜ୍ଞାନ ଏହି ଭିଡିଓ ରେ ତଳ କୁ ଓହ୍ଲାଇବା ପାଇଁ ଲ୍ୟାଣ୍ଡର ବିକ୍ରମ ଠାରୁ ପରାମର୍ଶ ମାଗୁଛି।ଲ୍ୟାଣ୍ଡର ବିକ୍ରମ ପରାମର୍ଶ ଦେବା ପରେ ବିକ୍ରମ ତଳ କୁ ଯାଇ ପ୍ରଥମେ ଖୁସି ରେ ଘୁରି ବୁଲିଲା।ଯାହାକୁ ଦେଖି ଲୋକ ମାନେ ବହୁତ ଖୁସି ହୋଇ ଥିଲେ। ଏଥିପାଇଁ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି।

Advertisement