ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଆଜିର ଦିନ ଭାରତ ବାସି ଙ୍କ ପାଇଁ ଗୌରବ ର ଦିନ।କାରଣ ଆଜି ସନ୍ଧ୍ୟା ୬.୦୪ ମିନିଟ ରେ ଭାରତ ର ଅନେକ ଦିନ ରୁ ରହିଥିବା ଆଶା ପୂର୍ଣ୍ଣ ହୋଇଛି।ଭାରତ ତାର ପ୍ରଥମ ପାଦ ଚନ୍ଦ୍ର ରେ ରଖିଛି।
କୋଟି କୋଟି ଭାରତୀୟ ମାନଙ୍କ ର ସ୍ବପ୍ନ ଆଜି ପୁରଣ ହୋଇଛି।ଇସ୍ରୋ ଦ୍ୱାରା ଚନ୍ଦ୍ର ଯାନ ୩ ଆଜି ଜହ୍ନ ରେ ଅବତରଣ କରିଛି।ଯାହାକୁ କି ସମସ୍ତେ ଅନେକ ଦିନ ଧରି ଅପେକ୍ଷା କରି ରଖିଥିଲେ।ଏବେ ସାରା ବିଶ୍ଵ ରେ ଭାରତୀୟ ମାନଙ୍କ ର ନାମ ରହିଛି।ଏହି ଯାନ ଟି କେବଳ ୬୩୦ କୋଟି ଟଙ୍କା ରେ ତିଆରି କରା ଯାଇଥିଲା।
ଦୀର୍ଘ ଦିନ ହେଲାଣି ଭାରତ ବାସୀ ଏହି ସମୟ କୁ ଅପେକ୍ଷା କରି ରହିଥିଲେ।ଏମିତି କିଛି ଦେଶ ନାହିଁ ଯିଏ କି ଏତେ କମ୍ ଟଙ୍କା ରେ ଚନ୍ଦ୍ର ଯାନ ୩ କରି ପାରିଛି।ଆଜି ଭାରତ ଦେଶ ବିଦେଶ ରେ ପରିଚିତ ହୋଇଛି।କେବଳ ସେତିକି ନୁହେଁ।
ଭାରତୀୟ ମହାକାଶ ସଂସ୍ଥା ଏହା ପୂର୍ବରୁ ଚନ୍ଦ୍ର ଯାନ ୨ ମଧ୍ୟ ଚନ୍ଦ୍ର କୁ ପଠା ଯାଇଥିଲା।କିନ୍ତୁ ସେ ସମୟ ରେ ଏହା କୌଣସି ସଫଳତା ପାଇ ପାରି ନ ଥିଲା।ସେତେବେଳେ ଇସ୍ରୋ ର ଅଧ୍ୟକ୍ଷ ମାନେ ବହୁତ କାନ୍ଦି ଥିଲେ।ସେମାନଙ୍କୁ ଭାରତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ବୁଝାଇଲେ।
ତାଙ୍କର ପରିଶ୍ରମ ର ଫଳ ଆଜି ତାଙ୍କୁ ମିଳିଛି।ମାତ୍ର ୬୩୦ କୋଟି ଟଙ୍କା ରେ ସେମାନେ ଆଜି ଏତେ ବଡ ଚନ୍ଦ୍ର ଯାନ ତିନି କୁ ତିଆରି କରିଛନ୍ତି।ଏହା ଜହ୍ନ ର ଦକ୍ଷିଣ ଦିଗ ରେ ଅବତରଣ କରିଛି।ଏହା ପୂର୍ବରୁ କୌଣସି ଦେଶ ଚନ୍ଦ୍ର ର ଦକ୍ଷିଣ ଦିଗ କୁ ଯାଇ ପାରି ନାହାନ୍ତି।
ଭାରତ ହେଉଚି ଏହି କାମ କରିବାରେ ପ୍ରଥମ।ଏଥିରେ ଥିବା ବିକ୍ରମ ଚନ୍ଦ୍ର ରେ ରହି ସବୁ ପ୍ରକାର ସୂଚନା ଦେବ।ଏହି ଯାନ ଟି ଅବତରଣ ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଉପସ୍ଥିତ ଥିଲେ।ତ୍ରିରଙ୍ଗା ପତାକା କୁ ଧରି ମୋଦୀ ଙ୍କ ଆଖି ରୁ ଲୁହ ଆସି ଯାଇଥିଲା।ସେ କହିଥିଲେ କି ମୁ ଆଜି ସାରା ଭାରତ ବର୍ଷ କୁ ଶୁଭେଛା ଜଣାଉଛି।
ଏବେ ଚନ୍ଦ୍ର ଯାନ ଟି କିଛି ଦିନ ପାଇଁ ଚନ୍ଦ୍ର ପୃଷ୍ଠ ରେ ରହିବ।ସେଠାରେ ସବୁ ପ୍ରକାର ଖବର ଯୋଗାଡ କରି ସେ ପୁଣି ଭାରତ କୁ ଫେରି ଆସିବ।ଏବେ ଦେଖିବାକୁ ବାକି ରହିଲା କେବେ ଚନ୍ଦ୍ର ଯାନ ୩ ଭାରତ କୁ ଫେରିବ।