Updated: Aug 14, 2023, 12:56 IST

ଚାଇନା କୁ ଧମକ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଭାରତ କୁ ଆଉ ଯଦି ନକଲି ଜିନିଷ ଦେବୁ ତାହାଲେ...

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଭାରତ ଓ ଚିନ ମଧ୍ୟରେ ଅନେକ ଦିନ ଧରି ମତଭେଦ ଜାରି ରହିଛି। ଏବେ ଦୁଇ ଦେଶ ମଧ୍ୟରେ ଆର୍ଥିକ ପରିସ୍ଥିତି ରେ ମଧ୍ଯ ଯୁଦ୍ଧ ଦେଖା ଦେଇଛି।
Chaina
ଚିନ ର ଏହା ଗର୍ବ କି ଦୁନିଆର ଅର୍ଥ ବ୍ୟବସ୍ଥା ଉପରେ କେବଳ ତାର ହିଁ ଅଧିକାର ରହିଛି। ତା ନିକଟରେ ବୈଷୟିକ ବ୍ୟାପାର ର ଖଜଣା ର ଚାବି ମଧ୍ଯ ରହିଛି। ହେଲେ ଭାରତ ବର୍ତ୍ତମାନ୍ ଚିନ ର ଏହି ଖଜଣା ର ଚାବି କୁ ଛଡାଇ ନେଇଛି।
ଏପର୍ଯ୍ୟନ୍ତ ଚିନ କୁ ସେମି କଣ୍ଡକ୍ଟର ଚିପ ର ମହାରାଜା ବୋଲି ମନା ଯାଉଥିଲା। ହେଲେ ଭାରତ ଏବେ ଏହି ମାର୍କେଟ ଉପରେ କବଜା କରିବା ଆରମ୍ଭ କରି ଦେଇଛି।ସେମି କଣ୍ଡକ୍ଟର ରେ ଭାରତର ପ୍ରବେଶ କରିବା ଚିନ ପାଇଁ କୌଣସି ପରମାଣୁ ଆକ୍ରମଣ ଠାରୁ କମ୍ ନୁହେଁ।
ଯାହା ପାଖରେ ସେମି କଣ୍ଡକ୍ଟର ଚିପ ରହିବ ସେହି ଦେଶ ହିଁ ଆଗକୁ ଯାଇ ରାଜ କରିବ।ସେମି କଣ୍ଡକ୍ଟର ଚିପ ଏକ ବହୁତ ବଡ଼ ଆର୍ଥିକ ହତିଆର ଅଟେ।
Viral
ଏକ ଛୋଟ ସେମି କଣ୍ଡକ୍ଟର ଚିପ ର ଚାହିଦା ମଧ୍ୟ ଅଧିକ ରହିଥାଏ। ସେଥିପାଇଁ ଏବେ ସାରା ଦୁନିଆ ର ସରକାର ଏହାକୁ ବନେଇବାର କ୍ଷମତା ହାସଲ କରିବା ପାଇଁ ଅର୍ବନ୍ ଡଲାର ନିବେଶ କରୁଛନ୍ତି।ସେମି କଣ୍ଡକ୍ଟର ଆମର ନିତ୍ୟ ଜୀବନକୁ ପ୍ରଭାବିତ କରିଥାଏ।
ଏହାର ବ୍ୟବହାର ସ୍ମାର୍ଟ ଫୋନ, ଟିଭି, ଫ୍ରିଜ, ଓଭେନ୍ ଏବଂ ୱାସିଂ ମେସିନ ଇତ୍ୟାଦିରେ ବ୍ୟବହାର କରାଯାଇ ଥାଏ। ସ୍ୟାଟେଲାଇଟ ସିଷ୍ଟମ ଏବଂ ୱେୟରଲେସ କମୁନି କେଶନ ,
ଏବଂ ସୋଲାର ସିଷ୍ଟମ ରେ ମଧ୍ୟ ସେମି କଣ୍ଡକ୍ଟର ଚିପ ର ବ୍ୟବହାର କରାଯାଇ ଥାଏ। ଏହା ବ୍ୟତିତ ଅଟୋ ମୋବାଇଲ କ୍ଷତ୍ର ରେ ଇଲେକ୍ଟ୍ରିକ ଏବଂ ଅଟୋ ମୋବାଇଲ ଗାଡ଼ି ଇଞ୍ଜିନ , ସେଫ୍ଟି ସିଷ୍ଟମ ଏବଂ ସେନ୍ସର ରେ ମଧ୍ୟ ଏହି ସେମି କଣ୍ଡକ୍ଟର ର ବ୍ଯବହାର କରାଯାଇ ଥାଏ।
ଚିକିତ୍ସା ସହ ଜଡ଼ିତ ଅନେକ ମେସିନ ରେ ମଧ୍ଯ ଏହାର ବ୍ୟବହାର କରାଯାଇ ଥାଏ। ଏଭଳି କି Artificial intelligence ରେ ମଧ୍ଯ ଏହାର ବ୍ୟବହାର ହେଇଥାଏ।

Advertisement