Updated: Aug 19, 2023, 16:57 IST

ଅର୍ଜୁନ କୁ ବୁଢ଼ୀ ବୟସ ରେ ଟିକେ ବି ଖୁସି ଦେଇ ପାରୁ ନାହାଁନ୍ତି ମଲାଇକା, ଅର୍ଜୁନ ମତେ ଶୋଇବାକୁ ଦେଉନି

VIRAl news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମଲାଇକା ଅରୋରା ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବଲିଉଡ ରେ ଜଣେ ଭଲ ଅଭିନେତ୍ରୀ ରୂପେ ପରିଚିତ।ତାଙ୍କୁ ଏବେ ୫୦ ବର୍ଷ ହୋଇ ଥିଲେ ବି ତାଙ୍କ ଶରୀର ଉପରେ ତାଙ୍କ ବୟସ ର ଛାପ କୌଣସି ପ୍ରଭାବ ପକାଇ ପାରି ନାହିଁ।ସେ ଏବେବି ଦେଖିବାକୁ ବହୁତ ସୁନ୍ଦର।
Viral news
ସେ ସଲମାନ୍ ଖାଁ ଙ୍କ ଭାଇ ଠାରୁ ଅଲଗା ହେବା ପରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ପରେ ତାଙ୍କ ଜୀବନ କୁ ଆସି ଥିଲେ ଅର୍ଜୁନ କପୁର।ଲୋକ ମାନେ ତାଙ୍କ ଯୋଡି କୁ ଖୁବ୍ ପସନ୍ଦ କରୁଛନ୍ତି।ସୋସିଆଲ ମିଡିଆରେ ତାଙ୍କ ବିଷୟରେ ସବୁବେଳେ ଚର୍ଚ୍ଚା ଲାଗି ରହୁଛି।
ମଲାଇକା ଅରୋରା ଦୀର୍ଘ ୬ ବର୍ଷ ହେଲାଣି ଅର୍ଜୁନ କପୁର ଙ୍କ ସହିତ ସମ୍ପର୍କ ରେ ରହିଛନ୍ତି।ଏହି ସମୟ ମଧ୍ୟରେ ତାଙ୍କୁ ଲୋକ ଙ୍କ ଠାରୁ ବହୁତ କଥା ଶୁଣି ବାକୁ ମିଳିଚି।ହେଲେ ସେମାନଙ୍କ ସଂପର୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନାହିଁ।ସେମାନେ ପରସ୍ପର କୁ ଖୁବ୍ ଭଲ ପାଆନ୍ତି।
Viral news
ଓ ଆଗକୁ ବିବାହ କରିବେ ବୋଲି ଶୁଣା ଯାଉଚି।ହେଲେ ବର୍ତ୍ତମାନ ସମୟ ରେ ଏମାନଙ୍କ ବିଷୟ ରେ ଅନ୍ୟ ଏକ ଖବର ଶୁଣା ଯାଉଚି।କୁହା ଯାଉଛି ଯେ ଅର୍ଜୁନ କପୁର ଓ ମଲାଇକା ଅରୋରା ପରସ୍ପର ଠାରୁ ଅଲଗା ହୋଇ ସାରିଛନ୍ତି।ସେଥିପାଇଁ ଉଭୟ ବହୁତ ଦୁଃଖ ରେ ଅଛନ୍ତି।
ମଲାଇକା ଏହା ପୂର୍ବ ରୁ ନିଜ ପ୍ରଥମ ପ୍ରେମ ଠାରୁ ଦୂରେଇ ରହି ବହୁତ କଷ୍ଟ ରେ ଥିଲେ।ଏବେ ପୁଣି ଥରେ ତାଙ୍କ ଜୀବନ କୁ ଦୁଃଖ କଷ୍ଟ ଆସିଚି।କିନ୍ତୁ ସେ ଅର୍ଜୁନ କପୁର ଙ୍କ ଠାରୁ ଅଲଗା ହେବା କଥା କେତେଦୂର ସତ ତାହା ଏ ଯାଏଁ ଜଣା ପଡି ନାହିଁ।
Viral news
ନିକଟ ରେ ଅର୍ଜୁନ କପୁର ଫିଲ୍ମ ରେ ବିରତି ନେଇ ବାହାର ଦେଶ କୁ ବୁଲିବାକୁ ଯାଇ ଥିଲେ।ସେ ଯେତେବେଳେ ବି କୁଆଡେ ବୁଲିବାକୁ ଯାଆନ୍ତି ମଲାଇକା ଙ୍କୁ ସାଙ୍ଗ ରେ ନେଇ କି ଯାଆନ୍ତି।ହେଲେ ଏବେ ସେ ଏକୁଟିଆ ଯାଇଥିଲେ।ଯେଉଁଥିପାଇଁ ଲୋକ ଙ୍କ ମନ ରେ ସନ୍ଦେହ ହେଉଚି।ସେ ତାଙ୍କ ଫଟୋ ଓ ଭିଡିଓ ରେ ମଧ୍ୟ ଅନେକ ଦୁଃଖଦ କଥା ଲେଖୁଛନ୍ତି।
ଯେଉଁଥିପାଇଁ ଲୋକ ମାନେ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଛନ୍ତି ବୋଲି କହିଛନ୍ତି।ଏହା ତାଙ୍କ ପ୍ରଶଂସକ ମାନଙ୍କୁ ବହୁତ କଷ୍ଟ ଦେଇଛି।ସମସ୍ତେ ଚାହୁଁ ଛନ୍ତି କି ସେମାନେ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ।

Advertisement