Updated: Mar 11, 2024, 19:37 IST

ରାତି ଅଧରେ ମହିଳାଙ୍କ ସହ ହେଲା ଏମିତି ସତ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Viral
ଏହି ଘଟଣା ହେଉଛି ଜଣେ ମହିଳାଙ୍କ ସହିତ ୧୦ ଜଣ ଯୁବକ ଖରାପ ବ୍ୟବହାର କରିଛନ୍ତି । ଗୋଟିଏ ଗାଁର ୧୦ ଜଣ ଯୁବକ ଏଭଳି ନିର୍ଲଜ୍ଜ କାମ କରିଛନ୍ତି ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ଏହି ୧୦ ଜଣ ଯୁବକ ମହିଳାଙ୍କ ସହିତ ଖରାପ ବ୍ୟବହାର କରିବା ସହିତ ତାଙ୍କ ବ୍ଲାଉଜ ଚିରି ଦେଇଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି । ଏହାସହ ଏହି ମହିଳା ଜଣଙ୍କର ସ୍ବାମୀଙ୍କୁ ମଧ୍ୟ ମାଡ ମାରିଛନ୍ତି ।
ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ଏକ ଗାଁ ରେ ଏଭଳି ଘଟଣା ଘଟିଛି । ଏହି ଗାଁର ଜଣେ ବ୍ୟକ୍ତିଙ୍କର ଘରର ଜରି ପାଲ ଚିରି ଯାଇଥିଲା ଆଉ ସେ ଦୀପକ ରାଉତଙ୍କୁ ଦାୟୀ କରିଥିଲେ । ଏନେଇ ଗାଁକୁ ଗୁଣିଆ ମଧ୍ୟ ଆସିଥିଲେ । 
Viral
ଏହି ଗୁଣିଆ ଜଣକ ନଖ ଦର୍ପଣ ସାହାଯ୍ୟରେ କହିଥିଲେ ଦୀପକ ରାଉତ ଏବଂ ତାଙ୍କ ସ୍ତ୍ରୀ ଏହି ଜରି ପାଲ ଚିରିବାର କାରଣ ବୋଲି କହିଥିଲେ । ଦୀପକ ରାଉତ କହିଛନ୍ତି ସେ ଜରି ପାଲ ଚିରି ନାହାଁନ୍ତି । ଆଉ ଏହି କଥାକୁ ସେମାନେ ବିଶ୍ବାସ କରିଲେ ନାହିଁ ।
ଏହି ଘଟଣାକୁ ନେଇ ୧୦ ଜଣ ଯୁବକ ସେହି ମହିଳାଙ୍କ ଘରକୁ ପଶି ଯାଇଥିଲେ ଆଉ ଏହାପରେ ତାଙ୍କ ସହିତ ଏଭଳି କାମ କରିଥିଲେ । ଏହି ମହିଳାଙ୍କ ସହିତ ଏବଂ ତାଙ୍କ ସ୍ଵାମୀ ସହିତ ଖରାପ ବ୍ୟବହାର କରିଥିଲେ ।
ଖରାପ ବ୍ୟବହାର କରି ତାଙ୍କ ବ୍ଲାଉଜ ଚିରି ଦେଇଥିବା ନେଇ ଅଭିଯୋଗ ଆଣିଥିଲେ ସେହି ମହିଳା ଏବଂ ତାଙ୍କ ସ୍ଵାମୀ । ଗୋଟିଏ କୋଠରୀ ଭିତରେ ମହିଳା ଏବଂ ତାଙ୍କ ସ୍ଵାମୀଙ୍କୁ ପୁରାଇ ଦେଇଥିଲେ ଆଉ ତାଙ୍କ ଉପରେ ଆକ୍ରମଣ କରିଥିଲେ 
ଏବେ ଏହି ଦମ୍ପତିଙ୍କ ସହିତ ଏଭଳି ଘଟିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଗୁଣିଆ ଆଉ ନଖ ଦର୍ପଣ ଭଳି ଅନ୍ଧ ବିଶ୍ୱାସକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି। ଏବେ ସେମାନେ ନ୍ୟାୟ ଦାବି କରିଛନ୍ତି ।

Advertisement