Updated: Aug 31, 2023, 10:32 IST

ଘରେ ଟିଉସନ୍ ପଢ଼େଇବାକୁ ଆସିଥିବା ମାଷ୍ଟର ଯୁବତୀ ସହ କଲା ଖରାପ କାମ ! ଜୋର୍ ଜବରଦସ୍ତି ରଖିଲା ଶାରୀରିକ ସମ୍ପର୍କ

Viral

ନମସ୍କାର ପାଠକ ବନ୍ଧୁ।ଆପଣ ସମସ୍ତେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଦିଅର ଭାଉଜ ପ୍ରେମ କୁ ନେଇ ଏବେ ଚାରି ଆଡ଼େ ପ୍ରଚାର ହେଉଛି।ଭାଉଜ ହେଉଛି ମାଆ ସମାନ ହେଲେ ଦିଅର ମାନେ ସେହି ଭାଉଜ ଙ୍କ ସହିତ ଖରାପ କାମ କରିବାକୁ ପଛାଉ ନାହାନ୍ତି।
Viral
ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ର ଅଲବର୍ ଜିଲ୍ଲା ରେ।ସେଠାରେ ଜଣେ ଲୋକ କୁ ଦୁ-ଷ୍କ-ର୍ମ କରା ଯାଇଛି। ଦିଅର ନିଜ ଭାଉଜ କୁ ଜୋର୍ ଜବରଦସ୍ତି ରେ ବ-ଳ-ତ୍କା-ର କରିଛି।ଭାଉଜ ଏହାକୁ ନ କରିବା ପାଇଁ କହିଥିଲେ ହେଲେ ସେ ଶୁଣି ନ ଥିଲେ।
ସୂଚନା ଅନୁସାରେ ଆଲବାର ଜିଲ୍ଲାରେ ଜଣେ ମହିଳା ୨୦୧୯ ମସିହା ରେ ବିବାହ କରି ଥିଲେ।ବିବାହ ପରେ ତାଙ୍କର ଝିଅ ଟି ଏ ଅଛି।ହଟାତ ଦିନେ ଭାଊଜ କପା ଖେତ କୁ ଯାଇଥିଲେ।ସେଠାରେ କାମ କରୁଥିବା ବେଳେ ତାଙ୍କ ଦିଅର ଆସି ଭାଉଜ ଙ୍କୁ ଜୋର୍ ଜବରଦସ୍ତି ଦୁ-ଷ୍କ-ର୍ମ କଲା।
ଏହାକୁ ମହିଳା ଜଣକ ଆସି ଘରେ କହିଲେ।ଶାଶୁ ଶ୍ୱଶୁର ଏ କଥା କାହାକୁ ନ କହିବା ପାଇଁ କହିଲେ।ଗାଁ ରେ ଏକ ସଭା ବସିଲା ଗାଁ ର ମୁଖିଆ ମାନେ କହିଲେ ତୁ ବିଶ ଖାଇ ମରିଯା। ତୁ ଏକଥା କାହାକୁ କହିବୁ ନାହିଁ।ଏହି ପରି ଭାବେ ମହିଳା ଙ୍କ ଉପରେ ଜୋର୍ କରା ଗଲା ତୁ କହିବୁ ନାହିଁ ଏ କଥା
Viral
ଏହା ପରେ ମହିଳା ଙ୍କ ସ୍ଵାମୀ ଥାନା ରେ ଏ ବିଷୟ ରେ ଜଣାଇଲେ।କିନ୍ତୁ ଏ ପଟେ ମହିଳା ଜଣକ ବିଶ ପିଇ ଦେଇ ଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ଏକ ମେଡିକାଲ୍ ରେ ଭର୍ତି କରା ଗଲା।ସେଠାରେ ସେ ୧୨ ଦିନ ରହିବା ପରେ ନିଜ ଜୀବନ ହାରି ଦେଲେ।ଏହାକୁ ନେଇ ଏବେ ଗାଁ ରେ ଜୋରେ ଚର୍ଚ୍ଚା ହେଉଚି।ଏ ବିଷୟ ରେ ମହିଳା ଙ୍କ ସ୍ଵାମୀ ଥାନା ରେ ଅଭିଯୋଗ କରିଛନ୍ତି।ଏହା ଛଡା ମହିଳା ଙ୍କ ବାପା ଘର ଲୋକ ମଧ୍ୟ ଝିଅ ଉପରେ ଯୌତୁକ ନିର୍ଯାତନା ଓ ବଳତ୍କାର ହୋଇଥିବା ସୂଚନା ଦେଇଛନ୍ତି।
ଏହା ପରେ ପୋଲିସ ଅଭିଯୁକ୍ତ ଦିଅର ଙ୍କୁ ଧରି ଦେଇଚି।କିନ୍ତୁ ମହିଳାଙ୍କ। ଶାଶୁ ଶ୍ବଶୁର ଫେରାର ଅଛନ୍ତି।ଖୁବ୍ ଶୀଘ୍ର ସେମାନଙ୍କୁ ମଧ୍ୟ ଧରା ଯାଇ ହାଜତ ରେ ପୁରା ଯିବ ବୋଲି ସୂଚନା ମିଳୁଚି।

Advertisement