Updated: Aug 19, 2023, 18:48 IST

ମିଥ୍ୟା ପ୍ରତିଶୃତି ଦେଇ ଯୁବତୀ କୁ ବାରମ୍ବାର ରେପ୍ କଲା ଯୁବକ ! ପରେ ଯୁବତୀ ହୋଇଗଲା ଗର୍ଭବତୀ

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ଭୁଲ ବୁଝାମଣା ପାଇଁ କେତେ ପରିବାର ଭାଙ୍ଗି ଯାଉଚି।ଯଦି ସ୍ଵାମୀ ସ୍ତ୍ରୀ ସମ୍ପର୍କ ରେ ସନ୍ଦେହ ଆସୁଛି ତେବେ ସେ ସମ୍ପର୍କ ବହୁତ କମ୍ ଦିନ ତିଷ୍ଠି ରହିଥାଏ।
Viral news
ସନ୍ଦେହ ଏପରି ଏକ ଜିନିଷ ଯାହାକି ବହୁତ ଅଳ୍ପ ସମୟ ରେ ସବୁ କିଛି ନଷ୍ଟ କରି ଦିଏ।ଏବେ ସମାଜ ରେ ପ୍ରତିଟି କ୍ଷେତ୍ର ରେ ଏସବୁ ଦେଖା ଯାଉଚି।ମହିଳା ଙ୍କ ଅନ୍ୟ ପୁରୁଷ ଙ୍କ ସହିତ ସମ୍ପର୍କ ରହିଥିବା କଥା ସନ୍ଦେହ କରି ପୁରୁଷ ମାନେ ନିଜ ପତ୍ନୀ ଙ୍କୁ ହ-ତ୍ୟା କରୁଛନ୍ତି।ସେମାନେ ଆଗ ପଛ କିଛି ବି ଭାବୁ ନାହାନ୍ତି।
ଆଜି ଆମେ ସେହିଭଳି ଏକ ଖବର ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି ବିହାର ର ବଗହା ଜିଲ୍ଲାର କଟବା ଗାଁ ରେ।ସେଠାରେ ଅମିତ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଙ୍କୁ ପ୍ରେମ କରି ବିବାହ କରିଥିଲେ।
Viral
ବିବାହ ପରେ ସେମାନେ ବହୁତ ଖୁସି ରେ ଥିଲେ।ହେଲେ ସମୟ ଦିନ କୁ ଦିନ ବିତି ଚାଲିଲା।ସେମାନଙ୍କ ଜୀବନ କୁ ଏକ ଝଡ଼ ଭଳି ମାଡ଼ି ଆସିଥିଲା ସନ୍ଦେହ।ଅମିତ ନିଜ ପତ୍ନୀ ଙ୍କର ଅନ୍ୟ ପୁରୁଷ ସହିତ ସମ୍ପର୍କ ଅଛି ବୋଲି ସନ୍ଦେହ କଲେ।ଏହି ସନ୍ଦେହ ଯୋଗୁ ସେ ନିଜ ପତ୍ନୀ ଙ୍କୁ ମାରିବା ପାଇଁ ଚେଷ୍ଟା କଲେ।
Viral news
ଘଟଣା ଦିନ ଉଭୟ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟ ରେ ଝଗଡ଼ା ଜୋରେ ଲାଗି ଥିଲା।ଅମିତ ତାଙ୍କ ପତ୍ନୀ ଙ୍କୁ ଜୋରେ ପିଟି ଥିଲେ।ପାଖରେ ଥିବା ଏକ ଛୁରୀ ଆଣି ତାଙ୍କ ପତ୍ନୀ ଙ୍କ ବେକ କୁ କାଟି ଦେଇଥିଲେ।ଏହା ପରେ ଗ୍ରାମ ବାସୀ ମାନେ ପୋଲିସ କୁ ଖବର ଦେଇଥିଲେ।
ଓ ତାଙ୍କ ପତ୍ନୀ ଙ୍କ ବାପଘର ଲୋକ ଙ୍କୁ ଏ ବିଷୟ ରେ ଜଣାଇ ଥିଲେ।ସେମାନେ ଘଟଣା ସ୍ଥଳ ରେ ପହଞ୍ଚି ତାଙ୍କ ପତ୍ନୀ ଙ୍କୁ ଉଦ୍ଧାର କଲେ।ଏହା ପରେ ତାଙ୍କୁ ହସ୍ପିଟାଲ୍ ରେ ଭର୍ତି କରା ଗଲା।ଏବେ ସେ ସୁସ୍ଥ ଅଛନ୍ତି।
Viral
ପୋଲିସ ଅମିତ ଙ୍କୁ ଗିରଫ କରି ହାଜତ କୁ ପଠାଇ ଦେଇଛି।ମହିଳା ଙ୍କ ପରିବାର ଲୋକେ ଅମିତ ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି।ଖୁବ୍ ଶୀଘ୍ର ଅମିତ ଙ୍କୁ ଦଣ୍ଡ ଦିଆ ଯିବାର ବ୍ୟବସ୍ଥା ହେଉଚି।

Advertisement