Updated: Aug 15, 2023, 18:03 IST

ରାଜଧାନୀ ରେ ଚାଞ୍ଚଲ୍ୟ, ଯୁବତୀ କୁ ଟେକି ନେଇ କରିଦେଲେ ବ-ଳା-ତ୍କା-ର

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କେନ୍ଦୁଝର ର ସେହି ଅମର ଯବାନ ସୁଶାନ୍ତ ଙ୍କ ସମ୍ପର୍କରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ସେ ନିଜର ଦେଶ ପାଇଁ ଜୀବନ ଦେଇ ଦେଇଛନ୍ତି।
ଆଉ ତାଙ୍କର ସ୍ତ୍ରୀ ଓ ପରିବାର ଲୋକଙ୍କୁ ଅଧା ରାସ୍ତାରେ ହାତ ଛାଡି ମଧ୍ୟ ଚାଲି ଯାଇଛନ୍ତି। ସୁଶାନ୍ତ ଓ ତାଙ୍କର ସ୍ତ୍ରୀ ପୂର୍ଣ୍ଣିମା ଉଭୟ ଉଭୟ ଙ୍କୁ ଖୁବ୍ ପ୍ରେମ କରୁଥିଲେ। ଆଉ ତାଙ୍କର ଏହି ପ୍ରେମ ସମ୍ପର୍କ ହେଉଛି ଦୀର୍ଘ ଛଅ ବର୍ଷ ଧରି।
Viral news
ତାଙ୍କର ପ୍ରେମକୁ ଛଅ ବର୍ଷ ହୋଇଥିବା ବେଳେ ତାଙ୍କର ବିବାହକୁ ମାତ୍ର ଦୁଇ ମାସ ହୋଇଥିଲା। ପୂର୍ଣ୍ଣିମା ଙ୍କ ପାଦ ରୁ ଅଳତା ଛାଡ଼ି ନାହିଁ ହେଲେ ତାଙ୍କୁ ସବୁ ଦିନ ପାଇଁ ଛାଡ଼ି ଚାଲି ଯାଇଛନ୍ତି ସୁଶାନ୍ତ। ଆଉ ତାଙ୍କ ମଥା ରୁ ମଧ୍ଯ ସବୁ ଦିନ ପାଇଁ ସୁଶାନ୍ତ ଙ୍କ ନାମରେ ସିନ୍ଦୂର ମଧ୍ୟ ଲିଭି ଯାଇଛି।
ପୂର୍ଣ୍ଣିମା, ସୁଶାନ୍ତ ଙ୍କ ବିନା ଏକ କିଭଳି ବଞ୍ଚିବେ ସେ ସମ୍ପର୍କରେ ସେ କିଛି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। ଜୁନ ୨ ତାରିଖରେ ଦୁହିଁଙ୍କର ବିବାହ ହୋଇଥିଲା।
Viral
ଆଉ ସୁଶାନ୍ତ ଙ୍କୁ ବିବାହ କରିବା ପରେ ବେଶ ଖୁସୀ ମଧ୍ୟ ଥିଲେ ପୂର୍ଣ୍ଣିମା। ବିବାହ ପରେ ମଧ୍ୟ ହନି ମୂନ୍ ଯାଇ ଥାଆନ୍ତେ ସୁଶାନ୍ତ ଏବଂ ପୂର୍ଣ୍ଣିମା। ଆଉ ସେହି ଗୁରୁବାର ଦିନ ରାତିରେ ମଧ୍ୟ ସେ ଏହି ସମ୍ପର୍କରେ କଥା ହୋଇଥିଲେ।
ହେଲେ କିଏ ଏହା ଜାଣିଥିଲା କି ସେହି ଖୁସୀ ଉପରେ କାହାର ନଜର ଲାଗି ଯିବ। ସେହି ଦିନ ପୂର୍ଣ୍ଣିମା ଉପରେ ଦୁଃଖର ପାହାଡ଼ ଛିଡି ପଡ଼ିଥିଲା। ତାଙ୍କର ସଂସାର ସବୁ ଦିନ ପାଇଁ ଛାରଖାର ହୋଇ ଗଲା।
ଆତଙ୍କବାଦୀ ଙ୍କ ସତ ଟି ଗୁଳି ସୁଶାନ୍ତ ଙ୍କ ଛାତି ରେ ଆସି ବାଜିଥିଲା। ଆଉ ତାହାପରେ ସୁଶାନ୍ତ ସବୁ ଦିନ ପାଇଁ ଚିର ନିନ୍ଦ୍ରାରେ ସୋଇ ପଡିଥିଲେ।
Viral
ପୂର୍ଣ୍ଣିମା ଙ୍କ ଗ-ର୍ଭରେ ଏବେ ସୁଶାନ୍ତ ଙ୍କ ସନ୍ତାନ ମଧ୍ୟ ବଢୁଛି ଆଉ ସେ ସୁଶାନ୍ତ ଙ୍କ ବିନା ସେହି ସନ୍ତାନ କୁ କିଭଳି ଭାବରେ ବଡ଼ କରିବେ ସେହି ସମ୍ପର୍କରେ ସେ କିଛି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। ପିଲାଟି ଦୁନିଆକୁ ଆସିବା ଆଗରୁ ହିଁ ବାପ ଛେଉଣ୍ଡ ହୋଇ ଯାଇଛି।

Advertisement