ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟିବା ରେ ଲାଗିଛି। ଦିନକୁ ଦିନ ଆମ ସମାଜ ଏତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି କି ଲୋକ ମାନେ ଏହାକୁ ଖୁବ୍ ନିନ୍ଦା ମଧ୍ୟ କରୁଛନ୍ତି।
ଆଜିକାଲି ସମସ୍ତେ ମଧ୍ୟ ଅନେକ ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁ ମାନେ କି ନିଜ ଖୁସୀ ପାଇଁ ଅନ୍ୟ ଜଣଙ୍କ କ୍ଷତି କରିବାକୁ ମଧ୍ଯ ପ୍ରସ୍ତୁତ ଅଛନ୍ତି।
ତେବେ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହା ସମ୍ପର୍କରେ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଜଣେ ମହିଳା ଙ୍କ ସହ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଘଟି ଯାଇଛି ଯାହା କି ଏବେ ଚାରି ଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏନେଇ ନିଜେ ମହିଳା ଜଣକ ମଧ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି ବିବାହ ପରେ ଯେତେବେଳେ ସେ ତାଙ୍କ ଶାଶୁ ଘରକୁ ଯାଇଥିଲେ ସେତେବେଳେ ସବୁ ଠିକ ଥିଲା।
ମାତ୍ର ଯେତେବେଳେ ତାଙ୍କର ସ୍ୱାମୀ ଚାକିରୀ କରିବାକୁ ବାହାରକୁ ଚାଲି ଯାଇଥିଲେ ସେତେବେଳେ ତାଙ୍କ ସହ ଏଭଳି ଘଟଣା ଘଟି ଯାଇଥିଲା ଯାହା ସମ୍ପର୍କରେ ସେ ସ୍ବପ୍ନ ରେ ମଧ୍ଯ କଳ୍ପନା କରି ନଥିଲେ।
ଆଜ୍ଞା ହଁ ତାଙ୍କର ସ୍ଵାମୀ ଚାଲି ଯିବା ପରେ ଉଭୟ ଶଶୁର ଓ ଦିଅର ମିଶି ମହିଳା ଙ୍କୁ ବ-ଳା-ତ୍କା-ର କରିଥିଲେ। ଏହାପରେ ମହିଳା ଜଣକ ଚାରି ଥର ଗ-ର୍ଭ-ବ-ତୀ ମଧ୍ୟ ହୋଇଥିଲେ। ଆଉ ଏହାପରେ ତାଙ୍କର ଗ-ର୍ଭ-ପା-ତ ମଧ୍ୟ କରାଯାଇ ଥିଲା।
ହେଲେ ଏହି ମହିଳା ଜଣକ ଆଉ ଥରେ ଯେତେବେଳେ ଗ-ର୍ଭ-ବ-ତୀ ହୋଇଥିଲେ ଏବଂ ତାଙ୍କର ସନ୍ତାନ କୁ ଜନ୍ମ ଦେଇଥିଲେ ସେତେବେଳେ ତାଙ୍କୁ ଘରୁ ମାଡ଼ ମାରି ବାହାର କରି ଦେଇଥିଲେ।
ଆଉ ଏହାପରେ ମହିଳା ଜଣକ ଶେଷରେ ପୋଲିସ ଷ୍ଟେସନ ଯାଇ ସେଠାରେ ଶଶୁର, ଭାଉଜ, ବୋହୂ, ଶାଶୂ, ସ୍ୱାମୀ ଙ୍କ ସମେତ ଅନ୍ୟ ସାତ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଆଉ ମହିଳା ଙ୍କ ବୟାନ ଅନୁସାରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।