Updated: Aug 25, 2023, 10:43 IST

ଆସିଲା ବଡ ଦୁଃଖ ଖବର ଦେଖନ୍ତୁ କାହା ପାଇଁ ଏମିତି କଲେ ମହିଳା SI ସବୁଆଡେ ଚାଞ୍ଚଲ୍ୟ

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ଜଣେ ପୋଲିସ ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ଏକ ଖରାପ ବାର୍ତ୍ତା ଅଟେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ । SI ମ୍ୟାଡାମ୍ ଜଣକ କରିଛନ୍ତି ଏହି କାମ ।
Viral
କାହା ସହ ଫୋନରେ କଥା ହେଉଥିଲେ SI ମ୍ୟାଡାମ୍ ? ଆଉ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ? କାହା ସହ କଥା ହୋଇ ଚିଲାଉଥିଲେ SI ମ୍ୟାଡାମ୍ ? ଫୋନରେ ଥିବା ସେହି ପୁରୁଷ ଜଣକ କଣ ଏଭଳି କହୁଥିଲେ ଯେଉଁଥିପାଇଁ ବିଶ ପିଇଦେଲେ ପୋଲିସ SI ମ୍ୟାଡାମ୍ ?
ଏବେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଉ ଏହି ଖବରକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । କାରଣ କଣ ଆଉ ଜଣେ ପୋଲିସ ହୋଇ ଏଭଳି କାମ ସେ କାହିଁକି କରିଲେ ଏହାକୁ ନେଇ ଏବେ କଥା ଆସୁଛି । 
Viral
ସୂଚନା ମିଳିଛି କି SI ମ୍ୟାଡାମଙ୍କ ଫୋନ କଲରେ ଜଣେ ପୁରୁଷ ପୋଲିସ ବାବୁ ଥିଲେ । ଭଡାଘରେ ରହୁଥିଲେ SI କାଜୋଲ ବାଗ ମ୍ୟାଡାମ୍ । ଆଉ ସେଠାରେ ସେ ବିଷ ପିଇ ଦେଇଛନ୍ତି । ରାତି ୧ଟା ସମୟରେ ଏହି ଘଟଣା ଘଟିଥିଲା ।
ଆଉ ତାଙ୍କ ପଡୋଶୀ ଏହି ବିଷୟରେ ଗଣମାଧ୍ୟମ ଆଗରେ କହିଛନ୍ତି । ସେ ଫୋନରେ କଥା ହୋଇ ପାଟି ତୁଣ୍ଡ କରିଥିଲେ । ଏହାପରେ ମଶା ମରା ତେଲକୁ ସେ ପିଇ ଦେଇଥିଲେ । ସେ ବଲାଙ୍ଗୀର ଜିଲ୍ଲା ଗୋପବନ୍ଧୁ ନଗର ସ୍ଥିତ ଭଡାଘରେ ରହୁଥିଲେ । 
ଆଉ ସେଠାରେ ସେ ଏଭଳି କାମ କରିଛନ୍ତି । ସେ ମଶା ମରା ତେଲକୁ ପିଇବା ପରେ ଜଣେ ପୋଲିସ ବାବୁ କାଜୋଲଙ୍କୁ ସ୍ଥାନୀୟ ମେଡିକାଲ ଆଣିଥିଲେ । ଆଉ ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଅନ୍ୟ ଏକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । SI ମ୍ୟାଡାମ ଏଭଳି ବିଶ ପିଇବାର କାରଣ ପ୍ରେମ ବୋଲି ଜଣାପଡିଛି ।
ଆଉ ମହିଳା ଜଣକ ଜଣେ ପୋଲିସଙ୍କୁ ପ୍ରେମ କରି ଏଭଳି କାମ କରିଥିଲେ ବୋଲି ସୂଚନା ମିଳୁଛି । ଆଉ ଏବେ ପ୍ରଶ୍ନ ଆସୁଛି କି ଏହି ପୁରୁଷ ପୋଲିସ ଜଣକ ଏଭଳି କଣ କହିଲେ ଯେଉଁଥିପାଇଁ SI ମ୍ୟାଡାମ୍ ଏଭଳି ଚରମ ନିଷ୍ପତ୍ତି ନେଇଗଲେ ?

Advertisement