Updated: Mar 4, 2024, 11:39 IST

ଆରେ ସେ ଝିଅ ମିଛ ବାହାଘର ସାର୍ଟିଫିକେଟ ଦେଇଛି... ଅଯଥା ରେ ମୋ ବାହାଘରକୁ ବନ୍ଦ କରିଦେଲା ପୋଲିସ୍...

Viral

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ବ୍ୟକ୍ତିଙ୍କ ର ବାହାଘର ହେଉଥିବା ସମୟରେ ରମା ନାମକ ଜଣେ ମହିଳା ତାଙ୍କର ପ୍ରଥମ ସ୍ତ୍ରୀ ବୋଲି ନିଜକୁ ଦାବି କରିଥିଲେ।
ବିବାହ କରୁଥିବା ବ୍ୟକ୍ତିଙ୍କ ନାମ ହେଉଛି ଜିତେନ୍ଦ୍ର ସ୍ୱାଇଁ। ଜିତେନ୍ଦ୍ର ବାରମ୍ବାର କହୁଥିଲେ ଯେ ସେ ଏହି ମହିଳାଙ୍କୁ ଜାଣି ନାହାଁନ୍ତି ଏବଂ ତାଙ୍କୁ କୋର୍ଟ ମ୍ୟାରେଜ ମଧ୍ୟ କରି ନାହାଁନ୍ତି।
Viral
ଓକିଲ ମିଛ ପ୍ରମାଣପତ୍ର ନେଇ ମ୍ୟାରେଜ ସାର୍ଟିଫିକେଟ ବାହାର କରିଥିବା କଥା ମଧ୍ୟ କୁହାଯାଇଥିଲା।କିନ୍ତୁ ସେତେବେଳେ ଜିତେନ୍ଦ୍ର ସ୍ୱାଇଁ ଙ୍କ କଥା କେହି କିଛି ଶୁଣି ନଥିଲେ।
ଓଲଟା ବିବାହ ବେଦୀ ରୁ ଜିତେନ୍ଦ୍ର ଙ୍କୁ ପୋଲିସ ଉଠାଇ ନେଇଥିଲେ।ଜିତେନ୍ଦ୍ର ସ୍ୱାଇଁ ଙ୍କ ଘର କାମାକ୍ଷା ନଗର ରେ ହୋଇଥିବା ବେଳେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ୨୦୦୯ ମସିହା ରେ ସେ କୋଲକାତା ଯାଇଥିଲେ।
Viral
ସେଠାରେ ଜିତେନ୍ଦ୍ର ଙ୍କ ସହିତ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା।ପରେ ପରିବାର ଲୋକଙ୍କ ଉପସ୍ଥିତି ରେ ବିବାହ ହୋଇଥିଲା ଏବଂ ଏହାପରେ କୋର୍ଟ ମ୍ୟାରେଜ ହୋଇଥିଲା।ଯାହା ସବୁ କିଛି ମହିଳାଙ୍କ ପ୍ରି ପ୍ଲାନ୍ ଥିଲା।
ଏପରିକି ମହିଳା ଜଣଙ୍କ ବାରମ୍ବାର କହିଥିଲେ ଯେ ୧୩ ବର୍ଷର ବିବାହ ମଧ୍ୟରେ ସେ ଯେତେ ଥର ଗ-ର୍ଭ-ବ-ତୀ ହେଉଥିଲେ ସେତେବେଳେ ଏହାକୁ ନଷ୍ଟ କରି ଦିଆ ଯାଉଥିଲା।
ବାହାଘର ପରେ ସେଠାରେ ସେ ଚାରି ବର୍ଷ ଧରି ରମା ଙ୍କ ସହିତ ରହିଥିଲେ।କିନ୍ତୁ ମଝିରେ ମଝିରେ ବାହାନା କରି ଭୁବନେଶ୍ୱର ଆସୁଥିଲେ ଏବଂ ଆଉ ପରିବାର ଲୋକଙ୍କୁ ଦେଖା କରୁଥିଲେ।ହେଲେ ରମା ଙ୍କୁ ଭୁବନେଶ୍ୱର ଆଣୁ ନଥିଲେ।
ତେଣୁ ରମା ଙ୍କ ମନରେ ସନ୍ଦେହ ହେବାରୁ ସେ ବିବାହ ବେଦୀ ପାଖରେ ପହଞ୍ଚିଲେ ଆଉ ବାହାଘର କୁ ଭାଙ୍ଗି ଦେଇଥିଲେ।
କିନ୍ତୁ ଏବେ ପୋଲିସ ଜାଣିବାକୁ ପାଇଛି ଯେ ରମା ତିଆରି କରିଥିବା ମ୍ୟାରେଜ ସାର୍ଟିଫିକେଟ ହେଉଛି ସମ୍ପୂର୍ଣ୍ଣ ମିଥ୍ୟା ତଥ୍ୟ ଆଉ ମିଥ୍ୟା ପ୍ରମାଣ ପତ୍ର ରେ ଜଡିତ।ଏହା ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement