ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଚାଣକ୍ୟ ଙ୍କ ନୀତି ବିଷୟ ରେ ଭଲ ଭାବେ ଜାଣି ଥିବେ।ତାଙ୍କୁ ଅର୍ଥ ଶାସ୍ତ୍ର ର ଜନକ ବୋଲି କୁହା ଯାଏ।ପୁରାତନ ଯୁଗ ରେ ଚାଣକ୍ୟ ଙ୍କୁ ଲୋକ ମାନେ ବହୁତ ମାନୁ ଥିଲେ।ଆଧୁନିକ ଯୁଗ ରେ ଲୋକ ମାନେ ତାଙ୍କର ଏହି ନୀତି କୁ ନିଜ ଦୈନନ୍ଦିନ ଜୀବନ ରେ ବ୍ୟବହାର କରୁଛନ୍ତି।
ଲୋକ ମାନେ ତାଙ୍କ ପ୍ରତି ଟି କଥା ରେ ଚାଣକ୍ୟ ନୀତି ର ପ୍ରୟୋଗ କରୁଛନ୍ତି।ଆଜି ଏହା କୁ କିଏ ବା ନ ଜାଣେ।ଲୋକ ମାନେ ଏହି ନୀତି କୁ ବହୁତ ପସନ୍ଦ ମଧ୍ୟ କରନ୍ତି।ସେ ତାଙ୍କ ନୀତି ରେ ମହିଳା ମାନଙ୍କ ବ୍ୟବହାର ଉପରେ ବେଶୀ ଗୁରୁତ୍ଵ ଦେଇଛନ୍ତି।

ମହିଳା ମାନେ କିପରି ସ୍ଵଭାବ ର ହୋଇ ଥାନ୍ତି ସେ କହିଛନ୍ତି।ଚାଣକ୍ୟ ନୀତି ଆପଣ ଙ୍କୁ ଜୀବନ ରେ କିଛି ବି ହାସଲ କରିବା ପାଇଁ ପ୍ରେରଣା ଯୋଗାଇ ଥାଏ।ଆପଣ ଜୀବନ ରେ ସବୁବେଳେ ସଫଳତା ପାଇବେ।ଯଦି ଆପଣ ଏହି ନୀତି କୁ ସବୁଦିନ ପଢ଼ିବେ।
ଏଗୁଡ଼ିକ ସଂସ୍କୃତ ଭାଷା ରେ ଲେଖା ଯାଇଚି।କିନ୍ତୁ ହିନ୍ଦୀ ଭାଷା ରେ ଅନୁବାଦ ମଧ୍ୟ କରା ଯାଇଚି ଯାହାକୁ ଆପଣ ସହଜ ରେ ପଢ଼ି ପାରିବେ।ଏହାକୁ ଆପଣ ସବୁଦିନ ପଢ଼ିଲେ ଏଥିରୁ ଅନେକ କିଛି ଶିଖି ପାରିବେ।ଏଥିରେ ମୁଖ୍ୟତଃ ମହିଳା ଙ୍କ ବ୍ୟବହାର ସମ୍ପର୍କ ରେ କୁହା ଯାଇଛି।

ଚାଣକ୍ୟ ଙ୍କ ମତ ଅନୁସାରେ ପୁରୁଷ ଙ୍କ ତୁଳନା ରେ ମହିଳା ଙ୍କୁ ଅଧିକ ଭୋକ ଲାଗି ଥାଏ।ମହିଳା ମାନେ ଦିନ ସାରା ଘରେ କାମ କରି ଥାଆନ୍ତି।ପୁରୁଷ ମାନେ ବି କାମ କରନ୍ତି।ହେଲେ ମହିଳା ଙ୍କ ଖାଦ୍ୟ ହଜମ ଶକ୍ତି ବେଶୀ ।
ସେଥିପାଇଁ ତାଙ୍କୁ ଅଧିକ ଭୋକ ଲାଗି ଥାଏ।ଅନ୍ୟ ପଟେ ପୁରୁଷ ଙ୍କ ତୁଳନା ରେ ମହିଳା ଙ୍କ ପାଖରେ ଲାଜ ବେଶୀ ଦେଖା ଯାଏ।ସେମାନେ କୌଣସି ବ୍ୟକ୍ତି ଙ୍କ ସହିତ ଜଲଦି ମିଶି ପାରନ୍ତି।ସେ ଲାଜ କରି ଥାଆନ୍ତି।ତାଙ୍କ ପାଖରେ ପୁରୁଷ ଙ୍କ ଅପେକ୍ଷା ଚାରି ଗୁଣା ଲାଜ ରହିଥାଏ।କୌଣସି କାମ କୁ ସେ ସାହାସ ର ସହିତ କରିବାକୁ ଆଗେ ଇ ଆସନ୍ତି।

ତାଙ୍କ ପାଖରେ ଛଅ ଗୁଣା ସାହାସ ରହି ଥାଏ।ସେ ସାହାସ ର ସହିତ ଯେ କୌଣସି କାମ କୁ କରିବା ପାଇଁ ଚେଷ୍ଟା କରନ୍ତି।ସେଥିପାଇଁ ମହିଳା ମାନଙ୍କୁ ଭଗବାନ ଙ୍କ ପ୍ରତିମୂର୍ତ୍ତି ବୋଲି କୁହା ଯାଇଛି।ଚାଣକ୍ୟ ଙ୍କ ଏହି ନୀତି କୁ ସବୁବେଳେ ମନେ ରଖିବା ଉଚିତ।