Sep 10, 2023, 21:21 IST

ପୁରା ଗାଁ କୁ କନ୍ଦାଇ ଦେଲେ ଏହି ବୋହୂ ଦେଖନ୍ତୁ ହଠାତ୍ କଣ ହେଲା - Exclusive

Viral video

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏହି ଖବର ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଆପଣମାନେ ମଧ୍ୟ ଏହି ଖବର ଶୁଣିଲେ ମନରେ ଅନେକ କଥା ଭାବିବେ । ଏହି ଖବର ଶୁଣିଲେ କାନ୍ଦି ପକାଇବେ ।
Viral news
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ଖବର ଜାଣିପାରିବେ । ଏହି ଖବର ହେଉଛି କି ଜଣେ ଅଙ୍ଗନୱାଡ଼ି ଦିଦି ନିଜ ଜୀବନ ହାରି ଦେଇଛନ୍ତି । ଏହି ଦିଦିଙ୍କୁ ଆଜି ସମଗ୍ର ଗାଁ ଝୁରୁଛି । ଏହି ଦିଦି ଜଣକ ବହୁତ ଭଲ ଥିଲେ ।
ସେ ଏହି ଗାଁର ବୋହୂ ହେଲେ ମଧ୍ୟ ଗାଁର ଝିଅ ଭଳି ସବୁ କାମ କରନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ଏହି ଅଙ୍ଗନୱାଡ଼ି ଦିଦି ଜଣକ ସମସ୍ତଙ୍କୁ ବହୁତ ଭଲ ପାଇଥାନ୍ତି । ଆଉ ଛୋଟପିଲାଙ୍କୁ ସେ ସ୍ନେହ କରିଥାନ୍ତି 
Viral
ଏହି ଶିକ୍ଷୟତ୍ରୀ ଜଣକ ଗାଁଲୋକଙ୍କ ପାଇଁ ଅନେକ କିଛି କରିଥାନ୍ତି । ସେ ସମସ୍ତଙ୍କ ସୁଖରେ ଆଉ ଦୁଃଖରେ ଭାଗି ହୋଇଥାନ୍ତି । ଏହି ଦିଦି ଜଣଙ୍କୁ ଆଜି ମନେ ପକାଇ ପୁରା ଗାଁ କାନ୍ଦି ପକାଇଛି ।
ଏହି ଦିଦି ଜଣକ ଅଙ୍ଗନୱାଡ଼ି ଶିକ୍ଷା କେନ୍ଦ୍ରରେ ଜୀବନ ହାରିଛନ୍ତି । ସେ ଜୀବନ ହାରିବାର କାରଣ କାମ ଏଯାଏଁ ଜଣାପଡି ନାହିଁ । ଏହି ଦିଦି ଜଣକ ଏତେ ଭଲ ଥିଲେ ଯେ ତାଙ୍କ ବିୟୋଗରେ ଆଜି ସାରା ଗାଁ ଲୋକ ତାଙ୍କୁ ଝୁରୁଛନ୍ତି । ଏବେ ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । 
ଦିଦି ଜଣଙ୍କ ନାମ ହେଉଛି ପ୍ରଜ୍ଞା ପରମିତା ଦାସ । ତାଙ୍କ ଘରଲୋକ ଏହି ଖବର ଆସିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ମହାରାଜପୁର ଗାଁରୁ । ଏହି ଗାଁରେ ଖେଳିଯାଇଛି ଶୋକର ଲହରୀ । ଘରକୁ ଫେରିବାକୁ ଡେରି ହେବାରୁ ତାଙ୍କୁ ଖୋଜିବାକୁ ବାହାରିଥିଲେ ଘରଲୋକେ ।
ଆଉ ସେମାନେ ତାଙ୍କ ଶରୀର ଅଙ୍ଗନୱାଡ଼ି କେନ୍ଦ୍ରରୁ ପାଇଲେ । ଗାଁ ଲୋକଙ୍କ ପ୍ରତି ତାଙ୍କର ବ୍ୟବହାର ବହୁତ ସୁନ୍ଦର ଥିଲା । ଏହି ଦିଦି ଜଣକ କାହିଁକି ଏତେ ବଡ ନିଷ୍ପତି ନେଇଗଲେ ସେହି କଥା ସମସ୍ତେ ଭାବୁଛନ୍ତି ।

Advertisement