ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଘଟିଲା ଟ୍ରେନ୍ନ ଦୁ-ର୍ଘ-ଟ-ଣା ଯାତ୍ରୀବାହୀ ଟ୍ରେନ ହେଲା ଲାଇନଚ୍ୟୁତ। କରମଣ୍ଡଲ ଦୁ-ର୍ଘ-ଟ-ଣା ପରେ ଏବେ ହଜାରା ଏକ୍ସପ୍ରେସ୍ସ ନେଇଗଲା ଜୀବନ।
ବନ୍ଧୁଗଣ କରମଣ୍ଡଳ ଟ୍ରେନ ଦୁ-ର୍ଘ-ଟ-ଣା-ରେ ଦୁଇଟି ସୁପର୍ ଫାଷ୍ଟ ଓ ଗୋଟିଏ ମାଲ୍ଗାଡ଼ି ମଧ୍ୟରେ ଦୁ-ର୍ଘ-ଟ-ଣା ହୋଇଥିଲା। ଏହି ଦୁ-ର୍ଘ-ଟ-ଣା-ରେ ୨୩୮ ଜଣଙ୍କ ମୃ-ତ୍ୟୁ ହୋଇଛି। ଏବଂ ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।
ତେବେ ବନ୍ଧୁଗଣ କରମଣ୍ଡଳ ଟ୍ରେନ ଦୁ-ର୍ଘ-ଟ-ଣାକୁ ଲୋକେ ଏଯାଏ ଭୁଲି ନ ଥିବା ବେଳେ ଦେଖିବାକୁ ମିଳିଛି ଏକ ଭୟଙ୍କର ଦୁ-ର୍ଘ-ଟ-ଣା। ଯେଉଁଥିରେ ଲୋକେ ମାନେ ପ୍ରାଣବିକଳରେ ଜୀବନକୁ ବଞ୍ଚାଇବା ପାଇଁ ଡାକୁଛନ୍ତି।
ତେବେ ପାକିସ୍ତାନରେ ଘଟିଛି ଏଭଳି ଭୟଙ୍କର ଦୁ-ର୍ଘ-ଟ-ଣା। ତେବେ ବନ୍ଧୁଗଣ ଦୁ-ର୍ଘ-ଟ-ଣାରେ ୩୦ ଜଣଙ୍କ ମୃ-ତ୍ୟୁ ହୋଇଥିବା ବେଳେ ୮୦ରୁ ଅଧିକ ଆହତ ହୋଇଥିବା ଖବର ରହିଛି। ମୃ-ତ-କ-ଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଶାହଜାଦପୁର ଏବଂ ନଓ୍ଵାବଶାହ ମଧ୍ୟବର୍ତ୍ତୀ ସହାରା ରେଳ ଷ୍ଟେସନ ନିକଟରେ ଘଟିଛି।
କରାଚିରୁ ରାଓ୍ଵଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସ୍ର ୮ଟି ବଗି ଲାଇନ୍ଚ୍ୟୁତ ହୋଇଛି। ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଟ୍ରେନ୍ରେ ବହୁ ସଂଖ୍ୟାରେ ଯାତ୍ରୀ ଥିଲେ। ଆହତ ଯାତ୍ରୀମାନଙ୍କୁ ନଓ୍ଵାବଶାହର ପିପୁଲ୍ସ ମେଡିକାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କିନ୍ତୁ ଟ୍ରେନ୍ ଲାଇନ୍ଚ୍ୟୁତ ହେବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ବନ୍ଧୁଗଣ ଦୁର୍ଘଟଣା ପରେ ଆଖାପାଖ ହସ୍ପିଟାଲଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଦିଆଯାଇଛି।
ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ୭ରୁ ୮ଟି ବଗି ରେଳଧାରଣାରୁ ଲାଇନ୍ଚ୍ୟୁତ ହୋଇ ଓଲଟି ପଡ଼ିଛି। ଏହି ସଂଖ୍ୟା ଆହୁରି ମଧ୍ୟ ବଢ଼ିପାରେ। ସେପଟେ ଦୁ-ର୍ଘ-ଟ-ଣା ଯୋଗୁ ଅପ୍ ଟ୍ରାକ୍ରେ ଯାତାୟାତ ବନ୍ଦ ରହିଛି।