Updated: Mar 14, 2024, 19:50 IST

ଛାତ୍ରୀ ପରୀକ୍ଷା ହଲରେ ଲେଖିଲେ ଏମିତି କଥା ଶୁଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ କଣ ଲେଖିଲେ ଛାତ୍ରୀ ଜଣଙ୍କ - Exclusive

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ସାରା ଭାରତ ବର୍ଷରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସାରିଯାଇଛି ଆପଣ ମାନେ ତ ଜାଣିଥିବେ। ଏହାରି ଭିତରେ କିଛି ଛାତ୍ରଙ୍କ ପରୀକ୍ଷା ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 
Viral
ପରୀକ୍ଷାରେ କେମିତି କପି ନହେବ ବୋର୍ଡ ମଧ୍ୟ ସମସ୍ତ ପ୍ରକାର ପଦକ୍ଷେପ ନେଉଛି। କିଛିଦିନ ପରେ ଫଳାଫଳ ମଧ୍ୟ ଆସିବ। ପିଲାମାନେ ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଆଡମିଶନ୍‌ ମଧ୍ୟ କରିବେ।
କିନ୍ତୁ ଏହାରି ଭିତରେ କିଛି ଛାତ୍ରଙ୍କ ପରୀକ୍ଷା ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାରଣ ପରୀକ୍ଷା ଖାତାରେ ପାଠ ବଦଳରେ ପିଲା ମାନେ ଲେଖୁଛନ୍ତି ଅଜବ କାହାଣୀ। ଅନେକ ଥର ଛାତ୍ରମାନେ ବୋର୍ଡ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଜାଣି ମଧ୍ୟ ପିଲା ମାନେ ଭଲରେ ପାଠ ପଢନ୍ତି ନାହିଁ। 
Viral video
ଯାହାଫଳରେ ଅନେକ ପିଲା ପରୀକ୍ଷାରେ ଫେଲ୍‌ ମଧ୍ୟ ହୁଅନ୍ତି। ଏମିତି କିଛି ପିଲା ଅଛନ୍ତି ପରୀକ୍ଷା ପେପ୍‌ରରେ ଟଙ୍କା ରଖି ଏପରି ଜିନିଷ ଲେଖନ୍ତି ଯାହା ଶିକ୍ଷକମାନେ ପଢିବା ପରେ ଚକିତ ହୋଇଯାଆନ୍ତି।
ନିକଟରେ ସମ୍ବଲପୁରର ଜଣେ ମହିଳା ଶିକ୍ଷକ ସୋସିଆଲ ମିଡିଆରେ ଦୁଇଟି କପି ପୋଷ୍ଟ କରିଥିଲେ। ଏଥିରେ ଜଣେ ଛାତ୍ର ଶିକ୍ଷକମାନଙ୍କୁ ପରୀକ୍ଷା ପେପ୍‌ରରେ ଉତ୍ତର ଦେବା ପରିବର୍ତ୍ତେ ଭାବପ୍ରବଣ ଭାବରେ କିଛି ଲେଖି ପାସ୍ କରିବାକୁ ଅନୁରୋଧ କରିଛନ୍ତି। ଯାହାକୁ ପଢି ଶିକ୍ଷକଜଣକ ମଧ୍ୟ ଚକିତ ହୋଇଯାଇଥିଲେ। ଜଣେ ଛାତ୍ରୀ ଦ୍ୱାଦଶ ଶ୍ରେଣୀର ପାଠ ପଢୁଥିଲେ। 
ଇଂରାଜୀ ପରୀକ୍ଷାରେ ସେ ଅନୁଭବ କଲେ ଯେ ତାଙ୍କ ପରୀକ୍ଷା ପେପର୍‌ ଭଲ ହୋଇନାହିଁ। ଏହି କାରଣରୁ, ସେ ଏକ ପ୍ରବନ୍ଧ ପରିବର୍ତ୍ତେ ଅଜବ କାହାଣୀ ଲେଖି ନିଜକୁ ପାସ୍ କରିବାକୁ ଅନୁରୋଧ କରିଥିଲେ।
ଛାତ୍ରୀ ଜଣଙ୍କ ଲେଖିଛନ୍ତି ଯେ ଯଦି ସେ ଫେଲ୍‌ ହୁଅନ୍ତି, ତେବେ ତାଙ୍କ ବାପା ମା’ ତାଙ୍କୁ ଆଉ ପାଠ ପଢିବାକୁ ଅନୁମତି ଦେବେ ନାହିଁ। ତାଙ୍କୁ ବାହା କରିଦେବେ। ତେଣୁ ତାଙ୍କୁ ପାସ୍‌ କରିଦେବାକୁ ଛାତ୍ର ଜଣକ ଲେଖିଛନ୍ତି। ଏହିପରି ଜିନିଷ ପରୀକ୍ଷା ଖାତାରେ ଲେଖିବା ସାଧାରଣ କଥା ହୋଇଗଲାଣି।

Advertisement