Updated: Mar 6, 2024, 21:12 IST

ଛାତ୍ରର ପରୀକ୍ଷା ଖାତା ଦେଖି ଭୋ ଭୋ ହେଇ କାନ୍ଦିଲେ ସାର ଦେଖନ୍ତୁ ଏମିତି କଣ ଲେଖିଥିଲେ ଛାତ୍ର - Exclusive

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
Viral
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। 
ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। ବିହାର ଅଞ୍ଚଳରେ ଦେଖିବାକୁ ମିଳିଥିଲା ଜଣେ ଛାତ୍ର ପରୀକ୍ଷାରେ ପାଠ ନଲେଖି ନିଜ ସମସ୍ୟା ବିଷୟରେ ଲେଖିଥିଲେ।
Viral
ଆଉ ମାଷ୍ଟର ଜଣେ ଛାତ୍ରଙ୍କ ପ୍ରଶ୍ନ ଉତ୍ତର ଖାତା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଉ ତା'ପରେ ଅନ୍ୟ ସାର ମାନଙ୍କୁ ସେହି ପ୍ରଶ୍ନ ଉତ୍ତର ଖାତାଟିକୁ ଦେଖେଇ ଥିଲେ। ଛାତ୍ର ଜଣକ ସାରଙ୍କୁ ନିବେଦନ କରିଥିଲେ ଭଲ ମାର୍କ ଦେବା ପାଇଁ। 
କାରଣ ଛାତ୍ରଙ୍କ ବାପାର ଦେହ ଖରାପଥିଲା ଆଉ ଛାତ୍ରଟିର ମଧ୍ୟ ଦେହ ଖରାପ ଥିଲା ତଥାପି ବି ସେ ପରୀକ୍ଷା ଦେଇଥିଲେ। ଏତେ କ୍ଷମା ପ୍ରାର୍ଥନା ପରେ ଶେଷରେ ଛାତ୍ର ଜଣଙ୍କ ଲେଖିଛନ୍ତି ସାର ଦୟାକରି ଭକ ମାର୍କ ଟିକେ ଦେବେ "ମୋ ପରିସ୍ଥିତି ବହୁତ ଖରାପ"।
ବିହାର ବୋର୍ଡ ଛାତ୍ର ମାନଙ୍କ ଖାତା ଦେଖିଛି। ଆଉ ଖାତା ଦେଖା ସମୟରେ ଜଣେ ଛାତ୍ରଙ୍କ ଖାତା ଦେଖି ଶିକ୍ଷକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Advertisement