Updated: Mar 16, 2024, 21:32 IST

ଧାଇଁଲେ ଲୋକେ ବୋମା ମାଡ଼ରେ ଉଡିଗଲା ଦୋକାନ ଦେଖନ୍ତୁ ଏହି ଭୟଙ୍କର ଦୃ-ଶ୍ୟ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇଯିବେ ।
ସତରେ ଏହି ଘଟଣା ଆପଣଙ୍କୁ ଅନେକ କିଛି ଜଣାଇବ । ଦୋକାନ ଉପରକୁ ଜଣେ ବ୍ୟକ୍ତି ବୋମା ମାଡ଼ କରିଥିବା ସନ୍ଦେହ କରାଯାଉଛି । ଏହି ଖବର ଏବେ ଆପଣ ଜାଣିପାରିବେ ।
ହଠାତ୍ ୱାର୍କସପ୍ ଭିତରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଥରେ ନୁହେଁ ବରଂ ଦୁଇ ଦୁଇଥର ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । କେହି କିଛି ବୁଝିବା ଆଗରୁ ଫୁଟି ଯାଇଥିଲା ବୋମା । ୱାର୍କସପରେ କର୍ମଚାରୀ ମଧ୍ୟ ଥିଲେ । ଆଉ ସେମାନେ କୌଣସି କାମ କରୁଥିଲେ । ସିସିଟିଭି ଫୁଟେଜରେ ଏହି ବୋମା ମାଡର ଦୃଶ୍ୟ ଆପଣମାନେ ଦେଖିପାରିବେ ।
Virsl
ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ ରେକର୍ଡ ହୋଇଛି । ଆପଣମାନେ ଏହି ଭିଡିଓରେ ଦେଖିପାରିବେ କି ଜଣେ ଯୁବକ ସେହି ଦୋକାନକୁ ଆସିଥିଲେ ।
ସେହି ୱାର୍କସପ୍ ଉପରକୁ ଏହି ଯୁବକ ଜଣକ ଗୋଟିଏ ପରେ ଗୋଟିଏ ବୋମା ଫିଙ୍ଗି ଚାଲିଲେ । ଏହିସବୁ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ଯାହା ଆପଣମାନେ ଦେଖି ପାରୁଛନ୍ତି । ଏହି ଯୁବକ ଜଣକ ଉପରେ ବାକି ଟଙ୍କା ଥିଲା ।
ଆଉ ଏହାପରେ ୱାର୍କସପ୍ ମାଲିକ ଜଣକ ତାଙ୍କୁ ବାକି ଟଙ୍କା ମାଗିଥିଲେ କିନ୍ତୁ ଏହି ଯୁବକ ଜଣକ ବାକି ଟଙ୍କା ଦେଇ ନଥିଲେ ଆଉ ୱାର୍କସପ୍ ମାଲିକଙ୍କ ସହିତ ଝଗଡ଼ା କରିଥିଲେ । ଆଉ ଏବେ ଏହି ଯୁବକ ଜଣକ ଏହି କାଣ୍ଡ ଭିଆଇଛନ୍ତି ବୋଲି ସନ୍ଦେହ କରାଯାଉଛି ।
ଏହି ଯୁବକ ଜଣକ ଏକାସାଙ୍ଗରେ ଦୁଇ ଦୁଇଟି ବୋମା ୱାର୍କସପ୍ ଉପରକୁ ଫିଙ୍ଗିଛି । ସଦର ମୁଖ୍ୟ ଚିକିତ୍ସାଳୟକୁ ଗୁରୁତର କର୍ମଚାରୀଙ୍କୁ ଚିକିତ୍ସା ପାଇଁ ପଠା ଯାଇଛି ।
ପୁରୀ କୋଣାର୍କ ବେଡବାଙ୍କ ପେଣ୍ଟକଣ୍ଟା ବେଡାଇଙ୍ଗ ଥାନା ଅଧୀନ ପାଣି ପ୍ୟାକେଜିଂ ପାଖ ଏକ ୱାର୍କସପରେ ଏଭଳି ଘଟଣା ଘଟିଛି । ଗୋପାଳପୁର ଅଞ୍ଚଳରେ ରହୁଥିବା କାହ୍ନା ନାମକ ଯୁବକ ଏଭଳି କାମ କରିଛନ୍ତି ବୋଲି କହିଛନ୍ତି ପୋଲିସ । 
କାହ୍ନା କହିଛନ୍ତି ତାଙ୍କର ଦାଦା ସେହି ୱାର୍କସପରେ କାମ କରୁଥିଲେ । ସେଠାରେ ତାଙ୍କର ଦାଦାଙ୍କର କିଛି ଟଙ୍କା ବାକି ଥିଲା । ଆଉ ସେ ସେଠାକୁ ବାଇକ୍ ଠିକ୍ କରିବାକୁ ଆସିଥିଲେ । ଏହାପରେ ତାଙ୍କୁ ୱାର୍କସପ୍ ମାଲିକ ଟଙ୍କା ମାଗୁଥିଲେ । ଏହାପରେ ଏହି ସବୁ ଘଟିଛି ବୋଲି ଜଣାପଡିଛି । ଏବେ ଏହାକୁ ନେଇ ତଦନ୍ତ ଚାଲିଛି । ତଦନ୍ତ ପରେ ସତ କଣ ସାମ୍ନାକୁ ଆସିବ ।

Advertisement