ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସି ଯାଇଛି ଉତ୍ତମ ସରକାରୀ ପେନସନ ଯୋଜନା। ଆପଣ ମାତ୍ର ୨୦୦ ଟଙ୍କା ନିବେଶ କରି ଉଠାଇ ପାରିବେ ଲାଭ। ଆଉ ଏହା ଦ୍ବାରା ଆପଣ ମାସକୁ ପାଇ ପାରିବେ ୫୦,୦୦୦ ଟଙ୍କା ପେନସନ।

National pension system ଯୋଜନା ହେଉଛି ଏକ ସରକାରୀ ସମ୍ପର୍କିତ ପେନସନ ଯୋଜନା। ଏଥିରେ ଜଣେ ବ୍ୟକ୍ତି ଅବସର ପରେ ସଞ୍ଚୟ କରି ପାରିବ।
ଆଉ ସେହି ସମୟରେ ଯେତେବେଳେ ତାଙ୍କର କୌଣସି କାମ ନଥାଏ ସେତେବେଳେ ସେ ମାସରେ ନିୟମିତ ଭାବରେ ପେନସନ ମଧ୍ୟ ପାଇ ପାରିବେ।National pension system ଯୋଜନା ମାଧ୍ୟମରେ ଅବସର ପ୍ରାପ୍ତ ହେବା ପରେ ପେନସନ ପାଇବା ପାଇଁ ପ୍ରତିଦିନ ୨୦୦ ଟଙ୍କା ବିନିଯୋଗ କରି ପାରିବେ।

ଏଥି ସହ ସେ ମାସକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପାଇ ପାରିବେ। ଆଉ ଏହି ସ୍କୀମ ପାଇଁ ଆବେଦନ କରିବାକୁ ଏହି National pension system ର ସାଇଟ୍ କୁ ପରିଦର୍ଶନ କରିବେ।
ଆଉ ସେହି ସାଇଟ୍ କୁ ଯିବା ପରେ NPS ଆକାଉଣ୍ଟ ପାଇଁ ପଞ୍ଜୀକରଣ କରିବା ନିହାତି ଆବଶ୍ୟକ ଅଟେ। ଏହି ଯୋଜନାରେ ଥିବା ବିନିଯୋଗ ବିକଳ୍ପ ପ୍ରୟୋଗ କରି ଏହି ଯୋଜନାରେ ସେମାନେ ବିନିଯୋଗ କରି ପାରିବେ।
ଏହା ଦୁଇ ପ୍ରକାରର ବିନିଯୋଗ ବିକଳ୍ପ ପ୍ରଦାନ କରିଥାଏ। ପ୍ରଥମ ପର୍ଯ୍ୟାୟ ବିକଳ୍ପ ଓ ଦ୍ଵିତୀୟ ପର୍ଯ୍ୟାୟ ବିକଳ୍ପ। ଦ୍ଵିତୀୟ ପର୍ଯ୍ୟାୟ ବିକଳ୍ପ ହେଉଛି ଏକ ସ୍ବେଚ୍ଛାସେବୀ ଆକାଉଣ୍ଟ ଯାହାକି ଲୋକ ମାନେ ପ୍ରଥମ ପର୍ଯ୍ୟାୟ ବିକଳ୍ପ ସହ ଖୋଲି ପାରିବେ।
ଏହା ଯେ କୌଣସି ସମୟରେ ତାଙ୍କର ପାଣ୍ଠି ପ୍ରତ୍ୟାହାର ପାଇଁ ଅନୁମୋଦନ ପ୍ରଦାନ କରିଥାଏ। ସେମାନେ ବାର୍ଷିକ ୫୦ ହଜାର ପର୍ଯ୍ୟନ୍ତ ଟିକସ ମଧ୍ଯ ଦାବି କରି ପାରିବେ।

୨୫ ବର୍ଷ ବୟସରୁ ବିନିଯୋଗ କଲେ ୬୦ ବର୍ଷ ପରେ ମାସକୁ ପାଖାପାଖି ୫୦ ହଜାର ଟଙ୍କା ପେନସନ ପାଇ ପାରିବେ। ଏହି ଯୋଜନା ମଧ୍ୟ ବେଶ ଲାଭ ଦାୟକ ହେବ ବୋଲି କୁହା ଯାଇଛି। ତେବେ ଆପଣ ଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।