ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଉଜ୍ ଆଙ୍କରଙ୍କୁ ତିନି ଯୁବକ ରାତି ଅଧରେ ଟେକି ନେଇଥିଲେ। ଆଉ ଏହାପରେ ଏହି ତିନି ଯୁବକ ଅଙ୍କର ଙ୍କୁ ବିଭତ୍ସ ଭାବରେ ହ-ତ୍ୟା କରିଛନ୍ତି। ଆଉ ଏହି ଯୁବତୀ ଙ୍କୁ ମନ୍ଦୀର ପଛ ପଟେ ହିଁ ପୋତି ଦେଇଥିଲେ।
ଆଙ୍କର ଙ୍କୁ ପୋତି ଉପରେ ପୋଲ ତିଆରି କରି ଦେଇଥିଲେ। ଅଭିଯୁକ୍ତ ନାମ ହେଉଛି ମଦୂଲ୍ ସାହୁ। ଯିଏକି ଏହି ଘଟଣା ପଛର ମାଷ୍ଟର ମାଇଣ୍ଡ। ଏହି ଯୁବକ ଜଣକ ହେଉଛନ୍ତି ଏତେ ଭୟଙ୍କର ଯାହା ସମ୍ପର୍କରେ ଜାଣିଲେ ଆପଣଙ୍କ ଛାତି ମଧ୍ଯ ଥରି ଉଠିବ।
ଜଣେ କି ଦୁଇ ଜଣ ନୁହେଁ ଆଜ୍ଞା ପୁରା ତିନି ଜଣ ମିଶି ଏହି ନିଉଜ ଆଙ୍କର ଙ୍କୁ ମାରି ଦେଇଛନ୍ତି। ସୂଚନା ମୁତାବକ ଏହି ଯୁବତୀ ଜଣକ ଙ୍କ ଯେତେବେଳେ ଦଶମ କ୍ଲାସ ସରିଥିଲା ସେ ଏକ ନିଉଜ୍ ଚ୍ୟାନେଲ ରେ ନିଉଜ୍ ଆଙ୍କର ଭାବରେ କାମ କରୁଥିଲେ।
ଏହି ଯୁବତୀଙ୍କ ଆଙ୍କରିଂ ମଧ୍ଯ ଏତେ ଉଚ୍ଚ କୋଟି ର ଥିଲା କି ସେ ପ୍ରତ୍ୟେକ ଲୋକଙ୍କ ଘରେ ଘରେ ବେଶ ଭଲ ଭାବରେ ପରିଚିତ ମଧ୍ଯ ହୋଇ ପାରିଥିଲେ।
ଏହାପରେ ସେ ଏକ ଜିମ୍ ଜଏନ କରିଥିଲେ ଏବଂ ଏହାପରେ ମଧ୍ୟ ଜିମ ରେ ତାଙ୍କର ସେହି ଯୁବକ ଙ୍କ ସହ ଦେଖା ସାକ୍ଷାତ ହୋଇଥିଲା। ଆଉ ସେହି ଯୁବକ ଜଣକ ମଧ୍ଯ ସେହି ଜିମ ରେ ଟ୍ରେନିଂ ଦିଅନ୍ତି ।
ତାହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ ଯେତେବେଳେ ଯୁବତୀ ଜଣକ ଜାଣିବାକୁ ପାଇଲେ କି ତାଙ୍କ ପ୍ରେମିକ ମଦୂଲ୍ ସାହୁ ଗୋଟିଏ କି ଦୁଇଟି ନୁହେଁ ବରଂ ୨୦୦ ରୁ ଅଧିକ ପ୍ରେମିକା ଅଛନ୍ତି ସେତେବେଳେ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ଲାଗିଲା।
ଆଉ ସେହି ଝଗଡ଼ା ମଧ୍ଯ ଏତେ ମାତ୍ରାରେ ଭୟଙ୍କର ହୋଇ ଗଲା ଯେ ପ୍ରେମିକ ମଦୂଲ୍ ସାହୁ ତାର ପ୍ରେମିକା କୁ ଜୀବନରୁ ମାରି ଦେଇଥିଲା। ଏହାପରେ ସେହି ନିକଟରେ ଥିବା ଭବାନୀ ମନ୍ଦୀର ପଛ ପାଖରେ ଏହି ଯୁବତୀ ଙ୍କୁ ପୋତି ଦେଇଥିଲା
ଏହି ଘଟଣା ଏବେକାର ନୁହେଁ ବରଂ ଏହି ଘଟଣା ହେଉଛି ପାଞ୍ଚ ବର୍ଷ ତଳର କଥା। ହେଲେ ଏବେ ଅଭିଯୁକ୍ତ ଧରା ପଡିଛି। ପାଞ୍ଚ ବର୍ଷ ପରେ ଏହି ଘଟଣା ପଛରେ ଥିବା ପ୍ରକୃତ ଅଭିଯୁକ୍ତ ଧରା ପଡିଛି।