ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ସମାଜ ରେ ଏବେ କିଭଳି ଘଟଣା ମାନ ଘଟୁଛି।ପ୍ରତି ଟି କ୍ଷେତ୍ର ରେ ଏବେ ନାରୀ ମାନଙ୍କ ସହିତ ଅନେକ ଖରାପ କାମ କରା ଯାଉଛି।ନାରୀ ମାନେ ପୁରୁଷ ମାନଙ୍କ ଠାରୁ ସବୁବେଳେ ଅତ୍ୟାଚାର ର ଶିକାର ହେଉଛନ୍ତି।
ଜଣେ ମହିଳା ଆଙ୍କର ଙ୍କୁ ତିନି ଜଣ ପୁରୁଷ ହ-ତ୍ୟା କରିଛନ୍ତି।ଆଙ୍କର ଙ୍କୁ ମାରିବା ପରେ ତାଙ୍କୁ ଏକ ସ୍ଥାନ ରେ ପୋତି ଦେଇଥିଲେ।ଓ ଏବେ ଏହା ଉପରେ ଏକ ପୋଲ ତିଆରି କରା ଯାଇଅଛି।ଆମେ ଆପଣଙ୍କୁ ଏହି ଘଟଣା ପଛରେ ଲୁଚି ରହିଥିବା ରହସ୍ୟ ବିଷୟ ରେ କହିବାକୁ ଯାଉଛୁ।

ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।ଏହି ଘଟଣା ଟି ଦୀର୍ଘ ପାଞ୍ଚ ବର୍ଷ ତଳେ ଛତିଶଗଡ଼ ଠାରେ ଘଟିଥିଲା।ଏବେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି।ମୁଖ୍ୟ ଅଭିଯୁକ୍ତ ମଦୁର ସାହୁ ଘଟଣା ବିଷୟ ରେ ସବୁ କିଛି ସତ ସତ ମାନି ଯାଇଛି।
ସୂଚନା ଅନୁସାରେ ସଲମା ସୁଲତାର ନାମୀ ଝିଅ ଦଶମ ପାସ କରିବା ପରେ ଏକ ନ୍ୟୁଜ ଚ୍ୟାନେଲ ରେ ଆଙ୍କର ଭାବେ କାମ କରିଥିଲେ।ସେତେବେଳେ ତାଙ୍କ ପରିବାର ର ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା।ସେଥିପାଇଁ ସେ ଏକ ନ୍ୟୁଜ୍ ଚ୍ୟାନେଲ ରେ କାମ କରିଥିଲେ।ଓ ଖୁବ୍ ଭଲ କାମ ମଧ୍ୟ କରିଥିଲେ।

ଏହାର କିଛି ଦିନ ପରେ ସେ ଏକ ଜିମ୍ ରେ ଜଏନ କରନ୍ତି।ସେଠାରେ ଥିବା ଜଣେ ବ୍ୟକ୍ତି ଙ୍କ ସହିତ ତାଙ୍କ ର ପରିଚୟ ହେଲା।ସେହି ବ୍ୟକ୍ତି ଜଣକ ନାମ ହେଲା ମଦୂର ସାହୁ।ଧୀରେ ଧୀରେ ସେମାନେ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।

ହେଲେ ସଲାମା ପରେ ମଦୁର ଙ୍କ ବିଷୟ ରେ ଅନେକ କଥା ଜାଣିଲେ। ମଦୁର ସାହୁ ଙ୍କ ର ଅନେକ ଝିଅ ଙ୍କ ସହିତ ସମ୍ପର୍କ ରହିଛି।ଏହା ପରେ ଦୁହିଁଙ୍କ ଭିତରେ ଜୋରେ ଝଗଡ଼ା ହେଲା।ଝଗଡ଼ା ଟି ହ-ତ୍ୟା ର ରୂପ ନେଲା। ମଦୁର ସାହୁ ସେ ଅଞ୍ଚଳ ର ଭୈରବୀ ଦେବୀ ଙ୍କ ମନ୍ଦିର ପଛ ପଟେ ସଲମା ଙ୍କୁ ହତ୍ୟା କରି ମାଟି ରେ ପୋତି ଦେଇ ଥିଲା।
ବର୍ତ୍ତମାନ ସମୟ ରେ ସେଠାରେ ଏକ ବହୁତ ବଡ ପୋଲ ନିର୍ମାଣ କରା ଯାଇଛି।ଦୀର୍ଘ ପାଞ୍ଚ ବର୍ଷ ପରେ ପୋଲିସ କୁ ଏ ବିଷୟ ରେ ସନ୍ଧାନ ମିଳି ପାରିଛି। ମଦୁର ସାହୁ ଓ ତାଙ୍କର ଦୁଇ ଜଣ ସାଙ୍ଗ ଙ୍କୁ ପୋଲିସ ଗିରଫ କରିଛି।ଓ ଏହା ପରେ ମଦୁର ସାହୁ ସବୁ କିଛି ସତ ସତ ମାନି ଯାଇଚି।ସେ କିପରି ସଲମା ଙ୍କୁ ହତ୍ୟା କରିଛି ସବୁ କିଛି କହିଲା।ଏହା ପରେ ତାକୁ ପୋଲିସ କୋର୍ଟ ଚାଲାଣ କରିଛି।