Updated: Mar 25, 2024, 16:51 IST

ପୁଅ ବାହାଘର ବେଳେ ନିଜ ଜଙ୍ଘ କାଟି ମାଂ-ସ ରେ ଚପଲ ଉପହାର ଦେଲା ପୁଅ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ - VIRAl VIDEO

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କଳିଯୁଗରେ ଏଭଳି ଖବର ଆପଣମାନେ କେବେ ଆଗରୁ ଶୁଣି ନଥିବେ ।
Viral
ଏହି ଖବର ଶୁଣିଲା ପରେ ବା ଏହି ଘଟଣା ଦେଖିବା ପରେ ସମସ୍ତେ କହିବେ କି ଏଭଳି ପୁଅ ସମସ୍ତଙ୍କୁ ଦରକାର । ଏଭଳି ପୁଅ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି । ପୂର୍ବ କାଳରେ ଶ୍ରବଣକୁମାର ତାଙ୍କ ବାପାମାଆଙ୍କୁ ଅନେକ ଭଲ ପାଉଥିଲେ ।
ଆଉ ଏହି ବିଷୟରେ ଆପଣମାନେ ଅନେକ କଥା ଶୁଣିବା ସହ ଅନେକ ଖବର ଦେଖିଥିବେ ମଧ୍ୟ । ସେଥିପାଇଁ ସମସ୍ତ ବାପା ମା ଶ୍ରବଣକୁମାର ଭଳି ପୁଅ ଚାହିଁ ଥାଆନ୍ତି । କିନ୍ତୁ ଏହି ଯୁଗରେ ବହୁତ କମ୍ ଲୋକଙ୍କ ଭାଗ୍ୟରେ ଏହା ମିଳିଥାଏ ।
ଏବେ ଜଣେ ପୁଅ ତାର ମା ପାଇଁ ଅନେକ କିଛି କରିଛି । ଏହି ପୁଅ ହେଉଛି ସମସ୍ତଙ୍କ ପାଇଁ ଏକ ଉଦାହରଣ । ଏହି ପୁଅକୁ ଶ୍ରବଣକୁମାର ସହ ତୁଳନା କରାଯାଇଛି । ଏହି ପୁଅ ହେଉଛି କଳିଯୁଗର ଶ୍ରବଣକୁମାର । ପୁଅ ମାକୁ ଉପହାର ଦେଇଛି । 
Viral
ଆଉ ଏହି ଉପହାର ଦେଖି ମାଆ ଜଣକ କାନ୍ଦି ପକାଇଛି । ପୁଅ ଜଣକ ନିଜ ମାଂସ କାଟି ତାର ମାଆ ପାଇଁ ଚପଲ ତିଆରି କରିଛି । ମାଆ ଗୋଟିଏ ପୁଅ ପାଇଁ କଣ ତାହା କେବଳ ତାର ପୁଅ ଜାଣିଛି ।
ଆଜିକାଲି ଦୁନିଆରେ ଅନେକ ପୁଅ ଅଛନ୍ତି ଯିଏ ତାର ବାପା ମାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଇ ଆସୁଛନ୍ତି । ଏହି ଯୁଗରେ ଏଭଳି ପୁଅ ମିଳିବା ସତରେ ଭାଗ୍ୟ ବୋଲି କୁହାଯାଇଛି । ଏହି ପୁଅ ଜଣକ ତାର ଜଂଘରୁ ମାଂସ କାଟି ତାର ମାଆ ପାଇଁ ଚପଲ ତିଆରି କରିଛି । ଏହାକୁ ଦେଖି କାନ୍ଦି ପକାଉଛି ମାଆ । 
ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜ୍ୟର ଉଜ୍ଜୟିନୀ ଅଞ୍ଚଳରେ । ଉଜ୍ଜୟିନୀ ଅଞ୍ଚଳର ମହାକାଳ ନଗରର ଜଣେ ଯୁବକ ଏଭଳି କାମ କରିଛନ୍ତି ।
ଏହି ଯୁବକ ଜଣକର ନାମ ହେଉଛି ରୌଣ କୁଜର । ସେ ଅପରାଧୀ ଥିଲେ ଆଉ ରାମାୟଣ ପଢ଼ିବା ପରେ ସେ ଏଭଳି ହୋଇଛନ୍ତି । ଏହାକୁ ନେଇ ଏବେ ସବୁଠି ତାଙ୍କୁ ପ୍ରଂଶସା କରାଯାଇଛି । ତାଙ୍କ ନାଁରେ ଅନେକ ମାମଲା ରୁଜୁ ହୋଇଛି । ଏବେ ଏହି ଯୁବକଙ୍କ କାମକୁ ନେଇ ଚର୍ଚ୍ଚା ହେଉଛି । ଏଭଳି ଉପହାର ଦେଖିବା ପରେ ମାଆ ଜଣକ ଭାବବିହ୍ୱଳ ହୋଇ ପଡ଼ିଥିଲେ ।

Advertisement