Updated: Sep 2, 2023, 17:27 IST

ଶେଷରେ ମଣିଷ ମୁଣ୍ଡ ଲହୁଣିରେ ଭାଜି ଖାଇଲା ପିଟର ଦେଖନ୍ତୁ ଆସିଲା ସାମ୍ନାକୁ ଛାତି ଥରାଇ ଦେଲା ଭଳି ଖବର

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସବୁଦିନ କିଛି ନା କିଛି ଅଜବ ଖବର ବିଷୟ ରେ ଶୁଣି ଥିବେ।ଏମିତି ଅନେକ ଖବର ଅଛି ଯାହାକୁ ଆପଣ ମାନେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ।ଆମେ ଆଜି ସେହିଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।
ଯାହାକୁ ଶୁଣିଲେ ଆପଣ ଙ୍କ ଲୋମ ଟାଙ୍କୁରି ଉଠିବ।ଆପଣ ଙ୍କ ଆଖିରୁ ଲୁହ ଆସିଯିବ। କେବେ ଶୁଣି ଛନ୍ତି କି ମଣିଷ ମାଂସ ମଣିଷ ଖାଇବା କଥା।ତାହା ପୁଣି ତେଲ କଢେଇ ରେ ଭାଜି।ମଣିଷ ର ଖପୁରୀ କାଢି ତାହାକୁ ଲହୁଣୀ ରେ ଭାଜି ଖାଉଥିଲା ଅନ୍ୟ ଜଣେ ମଣିଷ।ସେଥିରେ ତାକୁ କୌଣସି ପ୍ରକାର ଡର ମଧ୍ୟ ଲାଗୁ ନ ଥିଲା।
Viral
ଏହି ଘଟଣା ଭାରତ ରେ ନୁହଁ।ଲଣ୍ଡନ ରେ ଘଟିଛି।ପିଟର ନାମକ ଜଣେ ବ୍ୟକ୍ତି ଅନେକ ଝିଅ ଙ୍କୁ ନେଇ ହାତୁଡି ରେ ତାଙ୍କ ମୁଣ୍ଡ କୁ ପିଟି ଦେଉଥିଲା।ଏହା ପରେ ତାଙ୍କ ଶରୀର କୁ ଫୋପାଡି ଦେଉଥିଲା।ତାଙ୍କ ମୁଣ୍ଡ କୁ ଫଟେଇ ସେ ସେଥିରୁ ଖପୁରୀ କାଢି ଦେଉଥିଲା।ତାହା କୁ ଆଣି ରୋଷେଇ ଘରେ ଭଲ ଭାବେ ଧୋଇ ରଖିଥିଲା।
ଏହା ପରେ ଗ୍ୟାସ ବସେଇ ଲହୁଣୀ ପକେଇ ସେଥିରେ ମଣିଷ ମୁଣ୍ଡ ର ମାଂସ କୁ ଭାଜି ଖାଉଥିଲା।ସେ ଏହି ପରି ଅନେକ ଝିଅ ଙ୍କ ସହିତ କରିଥିଲା।ଏହା ପରେ ଦିନେ ତାଙ୍କ ସ୍ଵିକୁରିଟି ଗାର୍ଡ ଏହାକୁ ଦେଖି ଦେଇଥିଲା।ଏହାକୁ ସେ ସମସ୍ତ ଙ୍କ ପାଖରେ କହିଦେଲା।
ପିଟର ବିୟନ୍ କିଏ।ଏହି କଥା ସମସ୍ତେ ଜାଣି ବାକୁ ଇଛା କଲେ।ଓ ଲଣ୍ଡନ ରେ ଲୋକ ମାନେ ଭୟଭୀତ ହୋଇ ଗଲେ।ଯେତେବେଳେ ଏସବୁ ଜାଣିଲେ।ଜଣେ ଭାରତୀୟ ମହିଳା ଲଣ୍ଡନ ରେ ଏକ ବସ୍ତ୍ରାଳୟ ଖୋଲି ଥିଲେ।ସେଠାରେ ପିଟର କାମ କରୁଥିଲେ।ସେହି ଭାରତୀୟ ମହିଳା ନିଶା ଦେଖିବାକୁ ବହୁତ ସୁନ୍ଦର।
Viral
ସେଥିପାଇଁ ପିଟର ତାଙ୍କୁ ସବୁବେଳେ ଦେଖୁଥିଲେ।ଏହା ପରେ ନିଶା ତାଙ୍କୁ ଥରେ ପଚାରିଲେ ସେ କାହିଁକି ଏମିତି ଦେଖୁଛନ୍ତି।ଏହାର ଉତ୍ତର ରେ ସେ କିଛି କହି ନ ଥିଲେ।ଏହା ପରେ ପରେ ତାଙ୍କ ଦୋକାନ ରୁ ପିଟର ଅନେକ ଜିନିଷ ଚୋରି କଲେ।
ନିଶା ତାଙ୍କୁ ଦୋକାନ ରୁ ବାହାର କରିଦେଲେ।ଏହା ପରେ ପିଟର ର ରାଗ ବଢିବାରେ ଲାଗିଲା।ସେ ନିଶା ଙ୍କ ଦୋକାନ ରେ ପଶି ନିଶା ଙ୍କ ମୁଣ୍ଡ କୁ ହାତୁଡୀ ରେ ବାଡେଇ ତାଙ୍କ ମସ୍ତିଷ୍କ ବାହାର କରି ଭାଜି ଖାଇଲେ।ଏହାକୁ ନିଶା ଙ୍କ ସାନ ଭାଇ ଦେଖି ଘରେ ଜଣାଇଲେ।
ଏହା ପରେ ତାଙ୍କୁ ପୋଲିସ ଗିରଫ କରି ରଖିଥିଲା।କିନ୍ତୁ ତାଙ୍କ ମାନସିକ ରୋଗ ଭଲ ହେବା ପରେ ପୋଲିସ ପୁଣି ତାଙ୍କୁ ଛାଡି ଦେଇଥିଲା।ସେହି ସମୟ ରେ ପିଟର ବାହାର କୁ ଆସି ତାଙ୍କ ସାଙ୍ଗ ଙ୍କୁ ମାରି ତାଙ୍କ ମୁଣ୍ଡ କୁ ଖାଇ ଯାଇଥିଲେ।ପୋଲିସ ପୁଣି ତାଙ୍କୁ ଧରି ହାଜତ ରେ ଭର୍ତି କଲେ।ପିଟର ଙ୍କୁ ଏହା ପରେ ଆଜୀବନ ଦଣ୍ଡ ଦିଆ ଗଲା।ସେ ଏବେ ମଧ୍ୟ ଜେଲ ରେ ଅଛନ୍ତି ବୋଲି ଶୁଣା ଯାଉଚି।

Advertisement