Updated: Jul 5, 2023, 17:30 IST

ଘରେ କେହି ନଥିବାର ସୁଯୋଗ ନେଇ ନିଜ ପ୍ରେମିକ କୁ ଡାକିଲା ଯୁବତୀ , ଶେଷରେ ଦୁଇଜଣ ଲିପ୍ତ ହେଲେ ଅନୈତିକ କାମ କରିବାରେ

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ସମାଜରେ ନାରୀ ମାନେ ବର୍ତ୍ତମାନ୍ ପର୍ଯ୍ୟନ୍ତ ଅବହେଳିତ ହୋଇ ଆସୁଛନ୍ତି। କାରଣ ନାରୀ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଶାରୀରିକ ଓ ମାନସିକ ଭାବରେ ନିର୍ଯାତନା ଦିଆ ଯାଉଛି।
Viral news
ଯାହାର କି ପ୍ରତିରୋଧ ସେମାନେ କରି ପାରୁ ନାହାଁନ୍ତି। ସମାଜକୁ ଆଖି ଆଗରେ ରଖା ଯାଇ ତାଙ୍କୁ ସବୁ ଦିନ ପାଇଁ ମଧ୍ୟ ଚୁପ୍ ରହିବାକୁ କୁହା ଯାଉଛି। ଯଦି ଚୁପ୍ ନରହିବେ ତେବେ ତାଙ୍କୁ ମାରିଦେବା ପାଇଁ ଧମକ ଦିଆ ଯାଉଛି।
ଆପଣ ମାନେ ଏଭଳି ଘଟଣା ସମ୍ପର୍କରେ ଅନେକ ଶୁଣିବାକୁ ପାଇଥିବେ ଏଭଳି ଘଟଣା ଏବେ ଖୁବ ଚର୍ଚ୍ଚାରେ ମଧ୍ଯ ରହୁଛି।ଅନେକ ନାରୀ ତାଙ୍କ ପ୍ରତି ଅତ୍ୟାଚାର ସହି ନପାରି ନିଜ ଜୀବନ ମଧ୍ୟ ହାରୀ ଦେଉଛନ୍ତି।
ହେଲେ ଏବେ ଆପଣଙ୍କୁ ଆମେ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣଙ୍କ ହୋସ ଉଡ଼ି ଯିବ।ଗ୍ୱାଲିଅର୍ ଠାରେ ଘଟିଥିବା ଏହି ଘଟଣା ପାଇଁ ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି।
Viral news
ଜଣେ ଗ-ର୍ଭ-ବ-ତୀ ମହିଳା ଏଭଳି କିଛି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ସେ ଗ-ର୍ଭ-ବ-ତୀ ହେବା ସତ୍ତ୍ୱେ ମଧ୍ୟ ତାଙ୍କର ଦିଅର ତାଙ୍କୁ ଦୁ-ଷ୍କ-ର୍ମ କରିଥିଲେ। ଆଉ ଯେତେବେଳେ ସେ ଏହି କଥା ତାଙ୍କର ଶାଶୁ ,
Viral
ଶଶୁର ଓ ସ୍ଵାମୀ କୁ କହିଥିଲେ ସେତେବେଳେ ସବୁ ଜାଣି ମଧ୍ୟ ସେମାନେ ମହିଳା ଜଣକୁ ଚୁପ୍ ରହିବାକୁ କହିଥିଲେ। କାରଣ ତାଙ୍କର ଦିଅର ପରିବାର ଲୋକଙ୍କୁ ହିଁ ଚଳାଉଥିଲେ ସେ ଏକୁଟିଆ ହିଁ ତାଙ୍କ ପରିବାରରେ ରୋଜଗାର କ୍ଷମ ଥିଲେ।
ଏହାପରେ ଯେତେବେଳ ମହିଳା ଜଣକ ଏହି ଘଟଣାକୁ ବିରୋଧ କରିଥିଲେ ସେତେବେଳେ ତାଙ୍କୁ ଯୌତୁକ ଜନିତ ନିର୍ଯ୍ୟାତନା ଦିଆ ଯାଇଥିଲା। ଏହାପରେ ମହିଳା ଜଣକ ଅତିଷ୍ଟ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ ଆଉ ପରିବାର ଲୋକଙ୍କ ନାମରେ ଏତଲା ପ୍ରଦାନ କରିଥିଲେ।
VIRAl news
ଆଉ ଏବେ ପୋଲିସ ମହିଳା ଙ୍କ ଏତଲା ଆଧାରରେ ତାଙ୍କର ପରିବାର ଲୋକଙ୍କୁ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାର ଏବେ ଜୋରଦାର ତଦନ୍ତ ହେବାରେ ଲାଗିଛି।

Advertisement