Updated: Mar 23, 2024, 17:14 IST

ଆଜିକାଲି ଦୁନିଆରେ ଚାଲିଥିବା ଘଟଣାକୁ ନେଇ ମୁଁହ ଖୋଲିଲେ ଯୁବତୀ ଦେଖନ୍ତୁ କଣ କହିଲେ

Virsl

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଜାଣି ପାରୁଛନ୍ତି ।
ଏବେ ଜଣେ ଅଭିନେତ୍ରୀ ଯାହାଙ୍କ ନାମ ହେଉଛି ପିହୁ ସେ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି । ସେ କହିଛନ୍ତି, ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ଫିଲ୍ମ୍ ମିଳିବା ପୂର୍ବରୁ ଯେଉଁମାନଙ୍କର ନାମ ଅଛି ତାଙ୍କୁ ପ୍ରଥମେ ସୁଯୋଗ ମିଳିଥାଏ ।
Viral
ଫିଲ୍ମ୍ ଇଣ୍ଡଷ୍ଟ୍ରିର ଗୋଟିଏ ଖରାପ କଥା କି ଫ୍ରେସରମାନଙ୍କୁ ସୁଯୋଗ ମିଳେ ନାହିଁ । ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମରେ ଅଧିକ ଫୋଲୋଇଂ ଥିଲେ କିମ୍ବା ଅନ୍ୟ କୌଣସିଥିରେ ଟ୍ୟାଲେଣ୍ଟ ଥିଲେ ତାଙ୍କୁ ଅଭିନେତ୍ରୀ ଭାବରେ ନିଆ ଯାଇଥାଏ ।
ଅଭିନେତ୍ରୀ ପିହୁ ସବୁ ପ୍ରକାରର ଫିଲ୍ମ୍ ଦେଖନ୍ତି । ଆଉ ଆଗରୁ ଅନେକ ଫିଲ୍ମ୍ କପି ହୋଇଥାଏ ଆଉ ଏବେ ଏହାର ପରିମାଣ କମି ସାରିଲାଣି । ସମସ୍ତେ ତାଙ୍କୁ ଅନେକ କଥା କହିଥାନ୍ତି । ଆଉ ତାଙ୍କୁ ଲୋକମାନେ କହିଥାନ୍ତି କି କାହିଁକି ପୀହୁ ଏଭଳି କହୁଛନ୍ତି ।
Viral
ସେ ଗୋଟିଏ ଫିଲ୍ମ୍ ବିଷୟରେ କହିଛନ୍ତି । ଆଉ ଏହି ଫିଲ୍ମ୍ ବହୁତ ଭଲ ହୋଇଛି ବୋଲି ସେ କହିଛନ୍ତି । ତାଙ୍କୁ କେହି ଜଣେ କିଛି କଥା କହିଛନ୍ତି ଆଉ ଏହା ଠିକ୍ ନୁହେଁ । ସେ କହୁ କହୁ ଅନେକ କଥା କହି ଦେଇଛନ୍ତି ।
ଫିଲ୍ମ୍ ଦେଖୁ ନାହାଁନ୍ତି ବୋଲି ସେ କହିଛନ୍ତି ଆଉ ଲୋକମାନେ ଫିଲ୍ମ୍ ଦେଖିବାକୁ ନଆସି ଅନେକ ପ୍ରକାରର କମେଣ୍ଟ ଦେଇଥାନ୍ତି । ଅନେକ ଲୋକ ଅନେକ କଥା କହିଛନ୍ତି । ଓଡ଼ିଶା ଦର୍ଶକ ଯଦି ଅଭିନେତ୍ରୀଙ୍କୁ ଭଲ ପାଉଥିବେ ସେମାନେ ତାଙ୍କ ବିଷୟରେ ବୁଝି ପାରିବେ । କେବେ ସେମିତି ହୁଏନାହିଁ ଯାହା ପାଇଁ ପବ୍ଲିକ ହୁଏ ।
ଓଡ଼ିଆ ଦର୍ଶକମାନଙ୍କର ମାନସିକତା ରହିଯାଇଛି କି କପି କରାଯାଉଛି । ଆଉ ଯେଉଁ ଦର୍ଶକମାନେ ଫିଲ୍ମ୍ ଦେଖୁଛନ୍ତି ସେମାନେ ଜାଣିପାରିବେ ଏହା କପି ହେଉଛି ନା ନାହିଁ ।
ବର୍ତ୍ତମାନ ଫିଲ୍ମ୍ ଜଗତ ବଦଳି ଯାଇଛି ଆଉ ଅନେକ ପରିବର୍ତ୍ତନ ହୋଇଛି । ପ୍ରକୃତରେ କଣ ଘଟଣା ତାହା ଦର୍ଶକମାନେ ଜାଣିପାରିବେ । ଆଉ ଏହି ଫିଲ୍ମ୍ ଓଡ଼ିଆ ଭାଷାରେ ହୋଇଛି । ସେଥିପାଇଁ ଏହାକୁ ବୈକଟ କରାଯିବ ନାହିଁ । ଆଉ ଲୋକମାନେ ଭାବୁଛନ୍ତି କି ଜଣଙ୍କ ପାଖରେ ରାତିରେ ସମୟ ବିତାଇଲେ ଫିଲ୍ମ୍ ମିଳିବ ତାହା ନୁହେଁ । ଏଭଳି ଅନେକ କଥା ଅଭିନେତ୍ରୀ ଜଣକ କହିଛନ୍ତି ।

Advertisement