Updated: Aug 19, 2023, 13:33 IST

କଲେଜ ଛାତ୍ରୀ ଙ୍କ ହଷ୍ଟେଲ ରେ ପଶି ଏମିତି କିଛି କରୁଛନ୍ତି ମଦ୍ୟପ ଯୁବକ

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନ୍ଧାର ରାତି ର ସୁଯୋଗ ନେଇ ଲେଡିଜ୍ ହଷ୍ଟେଲ ଭିତରେ ପଶୁଛନ୍ତି ଯୁବକ। ଝିଅ ମାନେ ସୋଇଥିବା ସମୟରେ ହଷ୍ଟେଲ ଭିତରକୁ ପଶୁଛନ୍ତି ଯୁବକ ମାନେ। କବାଟ ଝରକା ବାଡେଇ ସେମାନେ ବାହାରକୁ ମଧ୍ୟ ଡାକୁଛନ୍ତି।
ହଷ୍ଟେଲ ଭିତରେ କ୍ୟାମେରା ଲାଗିଥିଲେ ଶୁଦ୍ଧା ସେମାନେ ହଷ୍ଟେଲ କରେଣ୍ଟ କାଟି ଚାରିଆଡ଼େ ଅନ୍ଧାର କରି ଦେଉଛନ୍ତି। ଆଉ ସେହି ଅନ୍ଧାରର ସୁଯୋଗ ନେଇ ହଇରାଣ କରୁଛନ୍ତି ଅସାମାଜିକ ଯୁବକ ମାନେ।
Viral video
ରାତି ହେବା ମାତ୍ରେ କଲେଜ୍ ର ଛାତ୍ରୀ ନିବାସ ମଧ୍ୟରେ ପଶୁ ଛନ୍ତି ମାଳମାଳ ଯୁବକ। ହଷ୍ଟେଲ ଭିତରେ ଛାତ୍ରୀ ମାନେ ସୋଇଥିବା ସମୟ ରେ ଏହି ରୁମ୍ ରୁ ସେ ରୁମ୍ କୁ ଯାଇ ଯୁବକ ମାନେ କବାଟ ଖୋଲିବାକୁ ଚେଷ୍ଟା କରୁଛନ୍ତି।
ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ର ବହୁ ଚର୍ଚ୍ଚିତ ଏସଭିଏମ ଛାତ୍ରୀ ନିବାସ ପରିସର ରେ। ସୁଚନା ମୁତାବକ ଛାତ୍ରୀ ନିବାସ ମଧ୍ୟରେ କିଛି ଅସାମାଜିକ ଯୁବକ ମାନେ ପଶି ଆତଙ୍କ ସୃଷ୍ଟି କରୁଛନ୍ତି।
Viral video
ଛାତ୍ରୀ ମାନେ ଏହା ଅଭିଯୋଗ କରିଛନ୍ତି କି ସେମାନେ ମଧ୍ଯ ହଷ୍ଟେଲ ରେ ଥିବା ବେଳେ ବାହାର ପଟୁ ମଧ୍ୟ କବାଟ ବନ୍ଦ୍ କରି ଦେଉଛନ୍ତି। ତ ପୁଣି କେତେବେଳେ ତାଙ୍କର କବାଟ ଝରକା ବାଡେଇ ତାଙ୍କୁ ହଇରାଣ କରୁଛନ୍ତି।
ଯାହାକୁ ନେଇ ଏବେ ଛାତ୍ରୀ ମାନେ ଭୟରେ ଥିବା ବେଳେ ନିଜ ଜୀବନ ପ୍ରତି ବିପଦ ଥିବାର ସୁଚନା ଦେଇଛନ୍ତି। ଏହି ଛାତ୍ରୀ ନିବାସରେ ପ୍ରାୟ ଏକ ଶହ ରୁ ଅଧିକା ଛାତ୍ରୀ ମାନେ ମଧ୍ୟ ରହୁଛନ୍ତି।
Viral
ଆଉ ଏଭଳି ପରିସ୍ଥିତି ରେ କିଭଳି ଭାବରେ ଏହି ଅସାମାଜିକ ଯୁବକ ମାନେ ହଷ୍ଟେଲ ଭିତରକୁ ପ୍ରବେଶ କରୁଛନ୍ତି ଏନେଇ ଏବେ ପ୍ରଶ୍ନ କରିଛନ୍ତି ଛାତ୍ରୀ ମାନେ। ଆଉ ସେମାନେ ଏବେ ଖୁବ୍ ଚିନ୍ତା ରେ ମଧ୍ୟ ଅଛନ୍ତି।
କାରଣ ଏଭଳି ଘଟଣା ପ୍ରାୟତଃ ସାତ ଦିନ ହେବ ଘଟିବାରେ ଲାଗିଛି। ଯାହାକୁ କି ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ନିନ୍ଦା ମଧ୍ୟ କରା ଯାଉଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement