ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ। ଅସମ୍ଭବ ଘଟଣା ସବୁ ସାମ୍ନା କୁ ଆସୁଛି।ଲୋକ ମାନେ କିଛି ନ ବୁଝି ପାପ କରି ଚାଲିଛନ୍ତି।ନିଜର ଲୋକ ମାନଙ୍କ ସହିତ ଖରାପ କାମ କରୁଛନ୍ତି।
ମା ନିଜ ପିଲାଙ୍କୁ ସବୁ ବେଳେ ନିଜ କାନି ପଣତ ରେ ଘୋଡାଇ ରଖେ।ପୁଅ କୁ ସବୁ ବିପଦ ରୁ ରକ୍ଷା କରେ।ତାର କେବଳ ଗୋଟିଏ ଇଛା ଥାଏ।ତାର ବୃଦ୍ଧା ଅବସ୍ଥା ରେ ତା ପୁଅ ତାକୁ ସାହା ହେବ।ହେଲେ ଏ କଳିଯୁଗ ରେ ସବୁ କିଛି ଓଲଟା ହେଉଚି।ପୁଅ ସୁରକ୍ଷା ଦେବା ବଦଳ ରେ ମା କୁ ଜୀବନ ରୁ ମାରି ଦେଉଚି।ପୁଅ ହିଁ ହେଉଚି ତା ପାଇଁ କାଳ।
ଆମେ ଆଜି ଆପଣ ମାନଙ୍କୁ ସେହି ଭଳି କିଛି ଘଟଣା ବିଷୟ ରେ କହିବାକୁ ଯାଉଛୁ।ଯାହାକି ହାଇଦ୍ରାବାଦ ଠାରେ ଘଟିଛି।ଏଠାରେ ଜଣେ ବୃଦ୍ଧା ତା ପୁଅ ସହିତ ରହୁଥିଲା।ପୁଅ ବାରମ୍ବାର କହୁଥିଲା ମୋ ପାଇଁ ତୁ ଝିଅ ଦେଖ।ମୁ ବାହା ହେବି।
ମୁ ଆଉ ରହି ପାରୁନି।ତୁ ଯା କରୁଚୁ କର।ହେଲେ ଝିଅ ଦେଖ ମୋ ପାଇଁ।ବୃଦ୍ଧା ଜଣକ ବି ନିଜ ପୁଅ ପାଇଁ ଉପଯୁକ୍ତ ଝିଅ ଟି ଖୋଜୁଥିଲା।ମାଟ୍ରି ମନି ସାଇଡ ରେ ସେ ତାଙ୍କ ପୁଅ ଫଟୋ କୁ ଅପଲୋଡ଼ କଲେ।ଗୋଟିଏ ଆକାଉଣ୍ଟ ମଧ୍ୟ ଖୋଲିଲେ।ହେଲେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଉପଯୁକ୍ତ ଝିଅ ମିଳିଲେ ନାହିଁ।
ଏହା ପରେ ଗତ ବୁଧବାର ଦିନ ରାତିରେ ମା ପୁଅ ଙ୍କ ଭିତରେ ଏହି ଝିଅ ଖୋଜିବା କୁ ନେଇ ଜୋର୍ ରେ ଝଗଡ଼ା ହେଲା। କଣ ପାଇଁ ତୁ ଝିଅ ଜଲଦି ମୋ ପାଇଁ ଖୋଜୁନୁ ବୋଲି ପୁଅ ମା କୁ ପ୍ରଶ୍ନ କରିଥିଲା।ହେଲେ ଏତେ ଜଲଦି ଝିଅ କୋଉଠୁ ମିଳିବ ବୋଲି ମା କହିଥିଲେ।ଟିକେ ସମୟ ଦେ ମୁ ଝିଅ ଖୋଜିଦେବି ବୋଲି କହିଥିଲେ।
ହେଲେ କଥା କୁ ପୁଅ ଶୁଣି ନ ଥିଲେ।ଶେଷ ରେ ସେ ନିଜ ମା କୁ ତାର ସାଙ୍ଗ ମାନଙ୍କ ସହିତ ମିଶି ପଥର ରେ ଛେଚି ହ-ତ୍ୟା କରିଥିଲା। ଯାହାକି ଏବେ ସେ ଅଞ୍ଚଳ ରେ ଦୁଃଖ ର ବିଷୟ ପାଲଟି ଯାଇଛି।ଲୋକ ମାନେ କହୁଛନ୍ତି କି ଏଭଳି ପୁଅ ଜନ୍ମ ହେବା ଅପେକ୍ଷା ମରିଯିବା ଭଲ।
ଏହା ପରେ ପୁଅ ତା ମାଆ ର ଗୋଡ ଓ ବେକ କୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା।ସାଙ୍ଗେ ସାଙ୍ଗେ ସମସ୍ତେ ପୋଲିସ କୁ ଖବର ଦେଇଥିଲେ।ପୋଲିସ ଆସି ଘଟଣା ସ୍ଥଳ ରେ ପହଞ୍ଚି ଥିଲା।ଦୋଷୀ ଙ୍କୁ ଦଣ୍ଡ ଦେବା ପାଇଁ ଥାନା କୁ ନେଇଥିଲା।ଏହା ପରେ ସେହି ମହିଳା ଙ୍କ ଝିଅ ପୋଲିସ ଙ୍କ ଆଗରେ ସବୁ କିଛି କହିଥିଲା।ତା ର କହିବା ଅନୁଯାୟୀ ତା ଭାଇ ବିବାହ କରିବା ପାଇଁ ପାଗଳ ଭଳି ହୋଇଥିଲା।ସେଥିପାଇଁ ସେ ତା ମାଆ ଙ୍କୁ ମାରି ଦେଇଛି।