Updated: Sep 3, 2023, 13:05 IST

କେଡେ ଯତନ ରେ ମୋ ସ୍ତ୍ରୀ କୁ ଘରେ ପୋଷି ରଖିଥିଲି, ହେଲେ ସେ OYO ଯାଇ ନଷ୍ଟ ହୋଇ ଫେରିଲା

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଘଟଣା ଦେଖିବାକୁ ମିଳିଛି କି ସ୍ତ୍ରୀ ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଥିବା ବେଳେ ସେ ଟ୍ରେନ୍ ରେ ଯିବା ଆସିବା ମଧ୍ୟ କରନ୍ତି। ଆଉ ସେହି ଟ୍ରେନ୍ ରେ ଏକ ସାଙ୍ଗ ସହ ସେ ଦେଖା କରନ୍ତି।
Viral
ସାଙ୍ଗ ଜଣକ କହିଥିଲେ କି ସେ ମଣିଷ ପଣିଆ ଦୃଷ୍ଟି ରୁ ମହିଳା ଜଣକୁ ସାହଯ୍ୟ କରୁଥିଲେ। ରାତି ହୋଇ ଯାଇଥିବାରୁ ସେ ମହିଳା ଜଣକ ନିକଟରେ ରହିଥିଲେ। ହେଲେ ସେ ଓୟେଓ ଯାଇ ନାହାଁନ୍ତି।
ଜଟଣୀ ରେ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ ଙ୍କ ସହ ଦେଖା ହୋଇଥିଲା ଏକ ସ୍ୱାମୀ ସ୍ତ୍ରୀ ଙ୍କର। ଦେଖା ହେବା ପରେ ସ୍ତ୍ରୀ ଓ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ ମଧ୍ୟରେ ନମ୍ବର୍ ଦିଆ ନିଆ ହୋଇ ଯାଇଥିଲେ।
ଏହାପରେ ଦୁହିଁଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଗଢି ଉଠିଥିଲା। ଏପଟେ ସ୍ୱାମୀ ମଧ୍ୟ ଭୁବନେଶ୍ୱର ରେ ଚାକିରୀ କରୁଥିଲେ। ଆଉ ସ୍ତ୍ରୀ ମଧ୍ୟ ଚାକିରୀ କରୁଥିଲେ। ମାତ୍ର ସମୟ ଅଲଗା ହୋଇ ଥିବାରୁ ସ୍ତ୍ରୀ ଟ୍ରେନ୍ ରେ ଏକା ଯାଉଥିଲେ ଆଉ ଚିତ୍ତ ରଞ୍ଜନ ସେହି ଟ୍ରେନ୍ ରେ ଆସୁ ଥିଲେ।
Viral
ଏପଟେ ସ୍ୱାମୀ ସହ ମଧ୍ୟ ଭଲ ସମ୍ପର୍କ ରହିଥିଲା ଚିତ୍ତ ରଞ୍ଜନ ଙ୍କର। ଚିତ୍ତ ରଞ୍ଜନ ଙ୍କୁ ନିଜର ସାନ ଭାଇ ଭଳି ସ୍ୱାମୀ ଜଣକ ଦେଖୁ ଥିଲେ। ହେଲେ ଏବେ ସ୍ୱାମୀ ଆଣିଛନ୍ତି ଏଭଳି ଅଭିଯୋଗ।
ସନ୍ଦେହ କରିଛନ୍ତି କି ତାଙ୍କର ସ୍ତ୍ରୀ ଓ ଚିତ୍ତ ରଞ୍ଜନ ମିଶି ଓୟେଓ ଯାଉଛନ୍ତି ଆଉ ସ୍ୱାମୀ ଜଣକୁ ସେ ବୋକା ବନାଉ ଛନ୍ତି। ଯାହାକୁ ନେଇ ସ୍ତ୍ରୀ ଙ୍କୁ ସନ୍ଦେହ କଲାପରେ ସ୍ତ୍ରୀ ଓ ଚିତ୍ତ ରଞ୍ଜନ ମିଶି ସ୍ୱାମୀ ଙ୍କୁ ମୁଥା ମାରି ମୁହଁ ଫୁଲେଇ ଦେଇଛନ୍ତି।
Viral
ଆଉ ଏହାକୁ ମଧ୍ୟ ସ୍ୱାମୀ ଜଣକ ଦେଖାଇଛନ୍ତି। ହେଲେ ସ୍ତ୍ରୀ କିଛି ଭିନ୍ନ ଅଭିଯୋଗ କରିଛନ୍ତି ସେ କହିଛନ୍ତି କି ନବମ ଶ୍ରେଣୀ ରେ ପାଠ ପଢ଼ୁଥିବା ସମୟରେ ତାଙ୍କୁ ମେଡିସିନ ଦେଇ ତାଙ୍କର ସ୍ୱାମୀ ବାହା ହୋଇ ଯାଇଥିଲେ।
ଏବେ ଏହି ଘଟଣା ପଛରେ କେତେ ସତ ରହିଛି ଆଉ କେତେ ମିଛ ରହିଛି ତାହା ଏହି ଘଟଣାର ତଦନ୍ତ ପରେ ହିଁ ଜଣା ପଡ଼ିବ। ତେବେ ଆପଣଙ୍କୁ ଏହି ଘଟଣା କୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement