Updated: Aug 27, 2023, 09:34 IST

ଆଗ ପ୍ରେମ କଲା ପରେ ଜୀବନ ନେଲା ଦେଖନ୍ତୁ ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇ ପାଇପାରୁଥିବେ। ସେଥିମଧ୍ୟରୁ କିଛି ଘଟଣା ହ-ତ୍ୟା, ଆ-ତ୍ମ-ହ-ତ୍ୟା, ଚୋ-ରି, ଡ-କା-ୟ-ତି, ଦୁ-ଷ୍କ-ର୍ମ ଆଦି ହୋଇଥାଏ।
ବନ୍ଧୁଗଣ ବର୍ତ୍ତମାନ ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତ ଦେଓ ଗାଁ ରେ। ତେବେ ବନ୍ଧୁଗଣ ଜଣେ ଯୁବତୀ ପ୍ରେମ କରି ତାଙ୍କ ପ୍ରେମିକ ସହିତ ବିଦେଶ ପଳେଇ ଯାଇଥିଲେ। 
Viral
ସେଠାରେ ଉଭୟ ବିବାହ ମଧ୍ୟ କରିଥିଲେ। କିନ୍ତୁ ପ୍ରେମିକ ବଳରାମ ଯେଉଁ ହାତରେ ପ୍ରେମିକା ମଥାରେ ସିନ୍ଦୂର ଦେଇଥିଲେ, ସେହି ହାତରେ ପ୍ରେମିକାର ହତ୍ୟା କରିଛନ୍ତି। ତେବେ ବନ୍ଧୁଗଣ ଉଭୟ ଉଭୟଙ୍କୁ ଖୁବ୍ ଭଲ ପାଉଥିଲେ। ପ୍ରାୟ ୮ ମାସ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।
ଯାହାଫଳରେ ପ୍ରେମିକ ଜଣକ ନିଜ ବାପା ମାଆଙ୍କୁ ଛାଡି କେନ୍ଦ୍ରାପଡ଼ାରୁ ବାଙ୍ଗୋଲର ଚାଲି ଆସିଥିଲେ। ଏବଂ ସେଠାରେ ଉଭୟ ବିବାହ ମଧ୍ୟ କଲେ। 
VIRAl
ପ୍ରେମିକ ନିଜ ପ୍ରେମିକ ବଳରମଙ୍କ ପାଇଁ ନିଜ ବାପା ମାଆଙ୍କ ସହିତ କଥା ମଧ୍ୟ ହୁଅନ୍ତି ନାହିଁ। ଉଭୟ ପ୍ରେମିକା ପ୍ରେମିକ ବିବାହ କରି ବହୁତ୍ ଖୁସି ଥିଲେ। ବନ୍ଧୁଗଣ ପ୍ରେମିକା ସୋଇଥିବା ଅବସ୍ଥାରେ ପ୍ରେମିକ ବଳରାମ ପ୍ରେମିକାର ଜୀବନ ନେଇ କେଉଁଆଡେ ଫେରାର ହୋଇଯାଇଛି।
ପ୍ରେମିକାର ମର ଶରୀରକୁ ଘରେ ଫିଙ୍ଗି ଦେଇ ବଳରାମ ଫେରାର ହୋଇଯାଇଥିଲା। ଏବଂ ବାଙ୍ଗୋଲରୁ ବଳରାମ ପ୍ରେମିକାର ମୃତ ଦେହ କୁ କବର କରି ବଡ଼ ଭାଇ ହାତରେ ବାପା ମାଆଙ୍କ ପାଖକୁ ପଠାଇ ଦେଇଥିଲା। 
ତେବେ ବନ୍ଧୁଗଣ ଝିଅ ମାଆ ର ସବିତା ନାୟକଙ୍କ ଅଭିଯୋଗ ଅନୁଯାୟୀ, ୮ ମାସ ହେବ କୋଠ ସାହି ଗ୍ରାମର ବଳରାମ ବେହେରା ସବିତା ନାୟକଙ୍କ ୧୭ ବର୍ଷ ବୟସର ଝିଅକୁ ନେଇ ଫେରାର ହୋଇଯାଇଥିଲା। ବାଙ୍ଗାଲୋରରେ ଉଭୟ ବିବାହ ମଧ୍ୟ କରିଥିଲେ। ଏହା ଜାଣିବା ପରେ ଝିଅର ବାପା ମା ଚୁପଚାପ ରହୁଥିଲେ। କିନ୍ତୁ ହଠାତ୍ ସବିତାଙ୍କ ଝିଅର ଜୀବନ ନେଇଗଲା ବଳରାମ। ଆଉ ଜୀବନ ନେଇ ବଳରାମ କୁଆଡେ ଫେରାର ହୋଇଯାଇଥିଲା।

Advertisement