Updated: Aug 20, 2023, 09:46 IST

ସ୍ତ୍ରୀ କୁ ମାଡ଼ି ବସିଲା ଭାଗିରଥି ଦେଖନ୍ତୁ ସାଙ୍ଘାତିକ ଅଭିଯୋଗରେ ସ୍ୱାମୀ ସ୍ତ୍ରୀ

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ଜିଲ୍ଲା, ଅନେକ ଅଞ୍ଚଳର ଖବର ପାଇପାରିବେ । ଏହି ଭିଡିଓ ଦେଖିଲେ ଆପଣଙ୍କ ମନରେ ବି ରାଗ ଆସିବ । ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି । ଆପଣମାନେ ସମସ୍ତେ ଏହି ଘଟଣା ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
Viral news
ଭୋଟର କାର୍ଡ ସଂଶୋଧନ କରିବାକୁ ଡାକି କରିଥିଲେ ଏଭଳି ନିର୍ଲଜ୍ଜ କାମ ଯାହା ଏବେ ଚର୍ଚ୍ଚାକୁ ଆସିଛି । ଏହି ମହିଳା ଜଣକ ଏବେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ମହିଳା ଜଣଙ୍କୁ ଅଙ୍ଗନୱାଡ଼ି ଶିକ୍ଷୟତ୍ରୀ ଭୋଟର କାର୍ଡ ସଂଶୋଧନ କରିବାକୁ ଫୋନ କରିଥିଲେ ।
ଆଉ ଏହି ମହିଳା ଜଣକ ଆସିଥିଲେ । ଆଉ ସେତେବେଳେ ଅଙ୍ଗନୱାଡ଼ି ଦିଦିଙ୍କ ସ୍ବାମୀ ଭାଗିରଥି ମଧ୍ୟ ସେଠାରେ ଥିଲେ । ଆଉ ଏହି ବ୍ୟକ୍ତି ଜଣକ ମହିଳାଙ୍କୁ ଦେଖି ତାଙ୍କ ମନ୍ଦ ଉଦ୍ଦେଶ୍ୟ ପୂରଣ କରିବାକୁ ଚାହୁଁଥିଲେ । ଏହାପରେ ସେ କରିଥିଲେ ଏଭଳି କିଛି ।
Viral
ଏହି ବ୍ୟକ୍ତି ଜଣକ ମହିଳାଙ୍କର ସ୍ବାମୀଙ୍କୁ ଆଧାର କାର୍ଡ ଜେରକ୍ସ କରିବାକୁ ବଜାରକୁ ପଠାଇ ଦେଇଥିଲେ । ଆଉ ଏହାପରେ ନିଜ ସ୍ତ୍ରୀକୁ ଅନ୍ୟତ୍ର ପଠାଇ ଦେଇଥିଲେ । କେବଳ ସେହି ମହିଳା ଜଣକ ତାଙ୍କ ପାଖରେ ଥିଲେ ।
ଏହାର ସୁଯୋଗ ନେଇ ଏହି ବ୍ୟକ୍ତି ଜଣକ ମହିଳା ଜଣଙ୍କ ଅଣ୍ଟାକୁ ହାତ ମାରିଥିଲେ । ଆଉ ତାଙ୍କ ସହିତ ଦେହ ସୁଖ ନେବେ ବୋଲି ମଧ୍ୟ କହିଥିଲେ । ଏହାପରେ ଏହି ମହିଳା ଜଣକ ସେଠାରୁ ବାହାରକୁ ପଳାଇ ଆସି ଚିତ୍କାର କରିଥିଲେ । କିନ୍ତୁ ଏହି ବ୍ୟକ୍ତି ଜଣକ ଜୋର୍ ଜବରଦସ୍ତ ଏଭଳି କରିବା ପାଇଁ ଚେଷ୍ଟା କରିଥିଲେ । 
Viral news
ଏହାପରେ ଏହି ମହିଳା ଜଣଙ୍କର ପାଟି ଶୁଣି ସେଠାରେ ଲୋକମାନେ ଏକାଠି ହୋଇଥିଲେ । ଭାଗିରଥି ନାମକ ବ୍ୟକ୍ତି ଲୋକମାନଙ୍କୁ ଦେଖି କହିଥିଲା କି ଯଦି କେହି ଏହି ବିଷୟରେ ପୋଲିସ ଥାନାରେ ସାକ୍ଷୀ ଦେବ ତାହେଲେ ସେ ତାଙ୍କୁ ମାରିଦେବ ।
ଏହାପରେ ଏହି ମହିଳା ଜଣକ ରାତିରେ ଯାଇ ବଂଶଡା ଥାନାରେ ଏହି ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଦେଇଥିଲେ । ଆଉ ଏହି ଅଭିଯୋଗ ଆଧାରରେ ପୋଲିସ ଏବେ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାର ଏବେ ତଦନ୍ତ ଚାଲିଛି । ଦେଖାଯାଉ ଏହି ବ୍ୟକ୍ତିଙ୍କୁ କେଉଁ ଦଣ୍ଡ ମିଳୁଛି ।

Advertisement