ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପର ପୁରୁଷ ସହ ସ୍ତ୍ରୀ ଦେହ ସୁଖ ନେଉଥିବା ବେଳେ ସେଠାରେ ହଠାତ୍ ଯାଇ ପହଞ୍ଚି ଯାଇଥିଲା ସ୍ୱାମୀ। ସ୍ୱାମୀ ଏକ ଓଲା ଡ଼୍ରାଇଭର ବୋଲି ବଦଳି ଯାଇଥିଲା ସ୍ତ୍ରୀ।

ସ୍ୱାମୀ ଙ୍କୁ ନ ଜଣାଇ ସ୍ତ୍ରୀ ତାର ପ୍ରେମିକ ସହ ଯାଇଥିଲା ଓୟୋ। ଆଉ ସ୍ୱାମୀ ଯେତେବେଳେ କବାଟ ଖୋଲି ଦେଖିଲା ସେ ଦେଖିଲା କି ସେଠାରେ ଏକ ନିରୋଧକ ପଡ଼ିଥିଲା। ଆଉ ଛଅ ବର୍ଷର ପୁଅ ଆଗରେ ମଧ୍ୟ ଚାଲିଥିଲା ଏହି ସମ୍ପର୍କ।
ପୁଅ ଟି ହୋଟେଲ ରୁମ ରେ ଜଗି ବସିଥିବା ବେଳେ ମାଆ ନିଜର ପ୍ରେମିକ ସହ ଦେହ ସମ୍ପର୍କ ରଖିଥିଲା। ସ୍ଵାମୀ ଯେତେବେଳେ ପହଞ୍ଚି ଯାଇଥିଲେ ସେତେବେଳେ ମହିଳା ଜଣକ ତରତର ହୋଇ ତାଙ୍କର ଡ୍ରେସ ପିନ୍ଧି ଦେଇଥିଲେ।

ଆଉ ଦୁଇ ରୁ ତିନି ପ୍ୟାକେଟ ନିରୋଧକ କୁ ନେଇ ଟଏଲେଟ୍ ଭିତରେ ପକାଇ ଦେଇଥିଲେ। ଆଉ ଏହି ସମୟରେ ସେଠାରେ ତାଙ୍କ ସ୍ବାମୀ ତାଙ୍କୁ ଧରି ପକାଇ ଥିଲେ। ପ୍ରେମିକ ପ୍ରେମରେ ସଂପୂର୍ଣ୍ଣ ଭାବରେ ପାଗଳ ହୋଇ ଯାଇଥିଲେ ସ୍ତ୍ରୀ।
ଖାସ୍ ସେଥିପାଇଁ ଓଲା ଡ଼୍ରାଇଭର ସ୍ୱାମୀ ଙ୍କୁ ଧୋକା ଦେଇ ଆସି ନିଜର ପ୍ରେମିକ ସହ ରାତି କାଟୁ ଥିଲେ। ଏବେ କ୍ୟାପିଟାଲ ଥାନାରେ ସ୍ତ୍ରୀ ଙ୍କ ନାମରେ ସଙ୍ଗୀନ ଅଭିଯୋଗ କରିଛନ୍ତି ସ୍ୱାମୀ ବଳରାମ ଜେନା।

ମହିଳା ଜଣକ ସୁନା ଚୁଡ଼ି ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ମଧ୍ଯ ଚୋରୀ କରି ଆସି ଯାଇଥିବା କୁହା ଯାଉଛି। ଗତ ୧୪ ତାରିଖ ଦିନ ଘରୁ ଲୁଚି ଚାଲି ଆସିଥିଲେ ଏହି ମହିଳା ଜଣକ। ଫେରାର ହେବା ପରେ ଏକ ଯୁବକ ସହ ଅଶୋକ ନଗର ର ଲଜ୍ ରେ ରହୁ ଥିଲେ।
ଆଉ ସେଠାରେ ହିଁ ଚାଲିଥିଲା ଉଭୟ ଙ୍କ ମଧ୍ୟରେ ଦେହ ସମ୍ପର୍କ। ଆଉ ସ୍ୱାମୀ ଖବର ପାଇ ଯାଇ ସେଠାରେ ପହଞ୍ଚି ଯାଇଥିଲେ ଆଉ ହୋଟେଲ୍ ର ରୁମ ନମ୍ବର୍ ୧୫ ରେ ଲୁଚି ରହିଥିଲେ ସ୍ତ୍ରୀ ଓ ତାଙ୍କର ପ୍ରେମିକ।
ପୁର୍ବରୁ ସ୍ତ୍ରୀ ନିଖୋଜ ହୋଇ ଯାଇଛନ୍ତି ବୋଲି ଥାନାରେ ଏତଲା ଦିଆ ଯାଇଥିଲା। ମାତ୍ର ସ୍ତ୍ରୀ ଜଣକ ତାଙ୍କର ପ୍ରେମିକ ସହ ମିଶି ହୋଟେଲ୍ ରେ ପ୍ରେମିକ ସହ ରଖୁଥିଲେ ଶାରୀରିକ ସମ୍ପର୍କ। ଏବେ ଏହି ଘଟଣା ସଂପର୍କରେ ଚାରିଆଡ଼େ ଚର୍ଚ୍ଚା ହେଉଛି।