Updated: Aug 5, 2023, 12:20 IST

ରାତି ରେ ସବୁଦିନ ହୋଟେଲ କୁ ନେଇ ମତେ ଉପୋଭୋଗ କଲା, ଏବେ କହୁଚି ବାହା ହେବିନି.. ମତେ ନ୍ୟାୟ ଦରକାର୍

Viral video

ନମସ୍କାର ପାଠକ ବନ୍ଧୁ।ଆଜିକାଲି ସମାଜ ରେ ଦେଖା ଯାଉଚି ପ୍ରେମ ପାଇଁ ଲୋକ ମାନେ ନିଜ କୁ ମାରି ଦେବା ପାଇଁ ପଛାଉ ନାହାନ୍ତି।ପ୍ରେମ ପ୍ରତାରଣା ଧୋକା ଏକ ନୀତି ଦିନିଆ ଖବର ହେଇ ଯାଉଚି।ପୁଅ ମାନେ ପ୍ରେମ କରି ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖୁଛନ୍ତି।
Viral
ହେଲେ କାମ ସରିଗଲା ପରେ ଝିଅ କୁ ଫୋପାଡି ଦେଉଛନ୍ତି।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ର ସହିଦନଗର ସ୍ଥିତ ଥାନା ରେ।ଜଣେ ମହିଳା ଗତ କାଲି ତାଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ପରିବାର ନାମ ରେ ଥାନା ରେ ଏତଲା ଦେଇଛନ୍ତି।
ମହିଳା ଙ୍କ କହିବା ଅନୁଯାୟୀ ତାଙ୍କ ଅଞ୍ଚଳ ର ଜଣେ ପିଲା ଗତ ପାଞ୍ଚ ବର୍ଷ ତଳେ ତାଙ୍କ ସହିତ ବନ୍ଧୁତା କରିଥିଲେ।ବନ୍ଧୁତା ଟି ଧୀରେ ଧୀରେ ପ୍ରେମ ରେ ପରିଣତ ହେଲା।ହେଲେ।ଉଭୟ ଅନେକ ଦିନ ଧରି ସମ୍ପର୍କ ରେ ରହିଲେ।
ଏହା ପରେ ପୁରୁଷ ବନ୍ଧୁ ଜଣକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ।ମହିଳା ଜଣକ ପ୍ରଥମେ ମନା କରିଥିଲେ।ହେଲେ ତାଙ୍କ ପୁରୁଷ ବନ୍ଧୁ ଶୁଣି ନ ଥିଲେ।କହିଲେ ମୁଁ ତୋତେ ବିବାହ କରିବି।ତାହାଲେ ସମ୍ପର୍କ ରଖିଲେ କିଛି କ୍ଷତି ନାହିଁ।ଉଭୟ ଙ୍କ ପରିବାର କିଛି ଦିନ ହେବ ସବୁ କିଛି ଜାଣି ଥିଲେ।
ସେମାନେ ସମସ୍ତେ ରାଜି ଥିଲେ।ହେଲେ ମହିଳା ଙ୍କୁ ପସନ୍ଦ କରୁ ନ ଥିଲେ ତାଙ୍କ ଶାଶୁ।କିଛି ଦିନ ପରେ ତାଙ୍କୁ ପସନ୍ଦ କଲେ।ହେଲେ ଏବେ କହିଛନ୍ତି ତୁ ମୋ ପୁଅ କୁ ବାହା ହବୁନି।ନିଜ ପୁରୁଷ ବନ୍ଧୁ ମଧ୍ୟ ଆଉ ବିବାହ କରିବା ପାଇଁ ରାଜି ହେଉ ନାହାନ୍ତି।
ଏହି ପରିସ୍ଥିତି ରେ ମହିଳା ଜଣକ କଣ କରିବେ କିଛି ଜାଣି ପାରୁ ନାହାଁନ୍ତି।ଏଥିପାଇଁ ସେ ଗତ କାଲି ସହିଦ ନଗର ଥାନାରେ ନିଜ ପୁରୁଷ ବନ୍ଧୁ ଓ ତାଙ୍କ ପରିବାର ନାମ ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ଏଥିରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ପୁରୁଷ ବନ୍ଧୁ ତାଙ୍କ ସହିତ ପ୍ରେମ ପ୍ରତାରଣା କରିଛନ୍ତି।ବିବାହ ର ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ବିବାହ କରିବା ପାଇଁ ଚାହୁଁ ଛନ୍ତି।ନିଜକୁ ନ୍ୟାୟ ଦେବା ପାଇଁ ସେ ଥାନା ର ଦ୍ବାରସ୍ଥ ହୋଇଛନ୍ତି।
Viral
ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ନ୍ୟାୟ ଦେବା ପାଇଁ।ପୋଲିସ ମଧ୍ୟ ତାଙ୍କ ପୁରୁଷ ବନ୍ଧୁ ଙ୍କୁ ଥାନା କୁ ଡକାଇ ଥିଲେ।ସେ ଆସି କହିଲେ କି ମହିଳା ଙ୍କୁ ବିବାହ କରିବେ ନାହିଁ।

Advertisement