Updated: Mar 5, 2024, 10:25 IST

କପି ଚେକିଂ ବେଳେ ଝିଅ ର ଅଜାଗା ରେ ମାରିଲେ ହାତ..ସବୁ କଲେଜ୍ ଝିଅ ମିଶି ଶେଷରେ କରିଦେଲେ ଏମିତି...

Viral news

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।କପି ଚେକିଂ କରିବା ବାହାନା ରେ ଛାତ୍ରୀ ଙ୍କ ପ୍ରାଇଭେଟ୍ ପାର୍ଟ କୁ ହାତ ମାରୁଥିଲେ।ଝିଅ ମାନଙ୍କୁ ଛିଡ଼ା କରି ଅଜାଗା ରେ ହାତ ମାରୁ ଥିଲେ ପରୀକ୍ଷା ନିରୀକ୍ଷକ ବା ସ୍କ୍ୱାର୍ଡ।ଏଭଳି ଏକ ଲଜ୍ୟା ଜନକ ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
Viral
ଯାହା ଶୁଣିବା ପରେ ଝିଅ ମାନଙ୍କୁ ପରୀକ୍ଷା ଦେବାକୁ ପଠାଇବା ପାଇଁ ବାପା ମା ମାନେ ମଧ୍ୟ ଭୟ କରୁଛନ୍ତି।ଛାତ୍ରୀ ମାନଙ୍କୁ ଛିଡ଼ା କରାଇ କପି ଚେକିଙ୍ଗ କରିବା ବାହାନା ରେ ଆଜାଗା ରେ ହାତ ମାରୁଥିଲେ ପରୀକ୍ଷା ନିରୀକ୍ଷକ।ବର୍ତମାନ ତାଙ୍କର ସବୁ କାରନାମା ଛାତ୍ରୀ ମାନେ ଜାଣି ସାରିଛନ୍ତି।
ଛାତ୍ରୀ ଙ୍କୁ ଅସଦାଚରଣ ଘଟଣା ରେ ସ୍କ୍ୱାର୍ଡ ଙ୍କୁ କଲେଜ ପରିସର ରେ ଅଟକ ରଖି ଗାଡ଼ି ସାମ୍ନା ରେ ବସି ରହିଛନ୍ତି ଛାତ୍ର ଛାତ୍ରୀ ମାନେ।
Viral
ତେବେ କଚୋଡ଼ି ବୈକୁଣ୍ଠ ଥାନା କଲେଜ ରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ରେ ପରୀକ୍ଷା ଚାଲିଥିଲା। କପି ଧରିବା ବାହାନା ରେ ପରୀକ୍ଷା ନିରୀକ୍ଷକ ଛାତ୍ରୀ ଙ୍କ ଦେହ କୁ ଟଚ୍ କରିବା ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।ସ୍କ୍ୱାର୍ଡ ଜଣଙ୍କ ଫିଜିକ୍ସ ଅଧ୍ୟାପକ ତପନ ପଣ୍ଡା ଅଟନ୍ତି।
ବାଲେଶ୍ଵର ଜିଲ୍ଲାର ବୈକୁଣ୍ଠନାଥ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ରେ ଛାତ୍ରୀ ଙ୍କୁ ପରୀକ୍ଷା ନିରୀକ୍ଷକ ଙ୍କ ଅସଦାଚରଣ ଅଭିଯୋଗରେ ତିନି ଜଣ ପରୀକ୍ଷା ନିରୀକ୍ଷକ ଙ୍କୁ ତାଲା ମାରି ଛାତ୍ର ଛାତ୍ରୀ ମାନେ ଅଟକ ରଖିଛନ୍ତି।
ସୂଚନା ଅନୁସାରେ ଏହି କଲେଜ ରେ ଯୁକ୍ତ ଦୁଇ ରାସାୟନିକ ବିଜ୍ଞାନ ପରୀକ୍ଷା ଚାଲୁଥିବା ବେଳେ କପି ଚେକିଙ୍ଗ କରିବା ବାହାନା ରେ ତିନି ଜଣ ପରୀକ୍ଷା ନିରୀକ୍ଷକ ପରୀକ୍ଷା ହଲ ଭିତରେ ପଶି ଛାତ୍ରୀ ମାନଙ୍କୁ ଅସଦାଚରଣ କରିଥିଲେ। ଯାହାକୁ ନେଇ କଲେଜ ଛାତ୍ରୀ ମାନେ ତିନି ଜଣଙ୍କୁ ଅଟକ ରଖି ଗେଟ୍ ରେ ତାଲା ମାରି ଦେଇଥିଲେ।ଏହି ଘଟଣା ଜାଣିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।

Advertisement