ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଖବର ଜାଣି ପାରୁଛନ୍ତି । ଆଜିକାଲି ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆଜି ପ୍ରେମ କରୁଛନ୍ତି ।
ଆଉ ତାପରେ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଛନ୍ତି । ସେ-କ୍ସ ଏଭଳି ଏକ ଜିନିଷ ଯାହା ପାଇଁ ଅନେକ ଲୋକ ତାଙ୍କର ନିଜ ଇଜ୍ଜତ ଭୁଲି ଯାଉଛନ୍ତି । ଏବେ ଏହାକୁ ନେଇ କିଛି କଥା ଆସିଛି ।
ଆଜିକାଲି ଦୁନିଆରେ ବିଶେଷକରି କଲେଜରେ ପାଠ ପଢୁଥିବା ପିଲାମାନେ ଏଭଳି ଭୁଲ କରିଥାନ୍ତି । ସେ-କ୍ସ ବିଷୟରେ କଲେଜ୍ ପିଲାଙ୍କୁ ପଚାରିବାରୁ ସେ କଣ ପ୍ରତିକ୍ରିୟା ରଖିଛନ୍ତି ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମସ୍ତେ ଜାଣିପାରିବେ ।
ଛାତ୍ରୀ ଦୁଇଜଣଙ୍କୁ ଏହି ବିଷୟରେ ପଚାରିବାରୁ ସେ ଏହି ବିଷୟରେ ଉତ୍ତର ଦେଇ କହିଛନ୍ତି ଅନେକ କଥା । ଜଣେ ଛାତ୍ରୀ କହିଛନ୍ତି ଏଇ ଜିନିଷ ଲୋକଙ୍କ ମାଇଣ୍ଡ ଉପରେ ନିର୍ଭର କରେ । କାହାର ମାଇଣ୍ଡ ସେଟ୍ କେମିତିକା ?
ନିଜର ମତାମତ ଦରକାର ଏହି ଜିନିଷ ପାଇଁ । ଏହି ଝିଅଟି କହିଛି ସେ ତାଙ୍କ ବାପା ମାଆଙ୍କୁ ନିଜ ପ୍ରେମ ବିଷୟରେ ଜଣାଇବ । ଆଉ ଯେଉଁ ପିଲା ତାଙ୍କୁ ଅପେକ୍ଷା କରିବ ଏବଂ ଏହି ସବୁ ବିବାହ ପରେ ସେ କରିବେ ବୋଲି ମତାମତ ଦେଇଛନ୍ତି ।
ଆଉ ଜଣେ ଛାତ୍ରୀ କହିଛନ୍ତି ଦୁଇଜଣଙ୍କ ଉପରେ ନିର୍ଭର କରିଥାଏ ସେମାନେ କଣ କରିବେ । ଯଦି ସେମାନେ ଦୁଇଜଣଙ୍କର ବୟସ ହୋଇଯାଇଛି ତାହେଲେ ତାଙ୍କ ଭିତରେ ତୃତୀୟ ଲୋକ ପଶିବା ଉଚିତ୍ ନୁହେଁ । ତାଙ୍କୁ କିଛି କମେଣ୍ଟ କରିବାର ଅଧିକାର ନାହିଁ ।
ଯେଉଁ ସାଙ୍ଗ ଯାହା ସେୟାର କରନ୍ତି ସେ ସବୁ ଶୁଣି ଥାଆନ୍ତି । ତାଙ୍କ ସହିତ ସାଙ୍ଗ ହେବା ଖରାପ ନୁହେଁ ବୋଲି ସେ କହିଛନ୍ତି । ଜଣେ ବିବାହ ପରେ ମଧ୍ୟ ଅନେକ ଖରାପ ଜିନିଷ କରିଥାଏ ।
ଆଉ ସେତେବେଳେ ତାହା ପାପ ବୋଲି କୁହାଯାଇ ନଥାଏ । କିନ୍ତୁ ବାହାଘର ପୂର୍ବରୁ ଏହା ଖରାପ ବୋଲି ଲୋକମାନେ କହିଥାନ୍ତି । ନିଜ ଉପରେ ନିର୍ଭର କରିଥାଏ ତାଙ୍କ ସମ୍ପର୍କ । ସେମାନେ କଣ କରିବେ ଆଉ ତାଙ୍କୁ ଅନ୍ୟ କେହି କିଛି କହିବା ଉଚିତ୍ ନୁହେଁ । ଏଭଳି ଅନେକ କଥା କହିଛନ୍ତି ଏହି ଦୁଇଜଣ ଛାତ୍ରୀ ।