ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଣିଷ ଜୀବନରେ କେତେବେଳେ ଯେ କଣ ଘଟିଯିବ ତାହା କେହି ହେଲେ ମଧ୍ୟ କହି ପାରିବେ ନାହିଁ।
ବର୍ତ୍ତମାନ୍ ସୁସ୍ଥ ଭାବରେ ଜୀବନ ଯାପନ କରୁଥିବା ବେଳେ ଆଉ କ୍ଷଣିକ ପରେ କଣ ଯେ ଘଟିବ ତାହା କେହି ହେଲେ ମଧ୍ଯ କେବେ କହି ପାରିବେ ନାହିଁ। ଆମେ ଏବେ ଆପଣଙ୍କୁ ସେଭଳି ଘଟଣା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ।
କାରଣ ମୃ-ତ୍ୟୁ ଯେ କେଉଁ ମୁହୂର୍ତ୍ତରେ ଓ କେତେବେଳେ ଆସି ପହଞ୍ଚି ଥାଏ ତାହା କେହି ହେଲେ ମଧ୍ଯ କେବେ କେହି ପାରିବେ ନାହିଁ। ଆମେ ଏବେ ଆପଣଙ୍କୁ ସେହି ମୃ-ତ୍ୟୁ ସମ୍ପର୍କରେ କହିବାକୁ ଯାଉଛୁ।
ଗୋଟେ ଦେଢ଼ ବର୍ଷର ଶିଶୁ ସହ ଏଭଳି ଘଟି ଯାଇଛି। ଆଉ ଏହି ଘଟଣାଟି ହେଉଛି ଭୋପାଳରେ ସେଠାରେ ଏକ ଦେଢ଼ ବର୍ଷର ପିଲା ଚାହା ପିଉ ଥିଲା। ଆଉ ପିଲାଟି ଚାହା ପିଇବା ସମୟରେ ଏହି ଚାହା ପିଲାଟିର ଶ୍ୱାସ ନଳୀରେ ଅଟକି ଯାଇଥିଲା।
ଏହା ଦ୍ବାରା ପିଲାଟିର ମଧ୍ୟ ଶ୍ୱାସ ରୁଦ୍ଧ ହୋଇ ଯାଇଥିଲା। ଏବଂ ଏହାପରେ ପିଲାଟି ନିଶ୍ୱାସ ନେଇ ପାରି ନଥିଲା। ପିଲାଟିର ବାପା ଓ ମାଆ ଏକଥାକୁ ଡରି ପିଲାଟିକୁ ଡାକ୍ତରଖାନା ନେଇ ଯାଇଥିଲେ।
ଆଉ ଏହାପରେ ସେଠାରେ ହିଁ ପିଲାଟିର ଚିକିତ୍ସା ପାଇଁ ଡାକ୍ତର ଆସିଥିବା ବେଳେ ସେ ପିଲାଟିକୁ ଦେଖିବା ପରେ ତାକୁ ମୃ-ତ ବୋଲି ଘୋଷଣା କରି ଦେଇଥିଲେ। ବାସ୍ତବରେ ଏହା ଏକ ନିଆରା ଘଟଣା ଅଟେ କାରଣ ପୁର୍ବରୁ ଏଭଳି ଚାହା ପାଇଁ କାହାର ଜୀବନ ଯାଇଥିବା ଶୁଣିବାକୁ ମିଳି ନଥିଲା।
ସାମାନ୍ୟ ଚାହା ପାଇଁ ଗୋଟେ ସାଧାରଣ ନିରୀହ ଶିଶୁ ର ଜୀବନ ଚାଲି ଯାଇଛି। ଆଉ ଏବେ ପିଲାଟିର ଏଭଳି ଅକାରଣ ରେ ଜୀବନ ଚାଲି ଯାଇ ଥିବାର ଦେଖିବା ପରେ ପିଲାଟିର ବାପା ଓ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି।
ତେବେ ମଣିଷ ଜୀବନରେ କେତେବେଳେ ବି କିଛି ଘଟି ପାରେ ତାହା କହି ହେବ ନାହିଁ। ଆଉ ଏହା ମଧ୍ଯ ଏକ ଚିନ୍ତା ଜନକ ବିଷୟ ଅଟେ। ଏହି ଘଟଣା ପାଇଁ ଏବେ ସାରା ଅଞ୍ଚଳରେ ଖୁବ ଚର୍ଚ୍ଚା ହେଉଛି।