Updated: Mar 30, 2024, 20:02 IST

ମହିଳାଙ୍କୁ ଏକା ପାଇ ବାବା କରିଦେଲେ ଏମିତି କମ ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ - Exclusive

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Baba
ବନ୍ଧୁଗଣ ଏବେ ଯେଉଁଠି ଦେଖିବେ ବାଟଘାଟ ଚାରିଆଡ଼େ ଘୁରି ବୁଲୁଛନ୍ତି ଛଦ୍ମବେଶୀ ବାବା। ଆଉ ଏକାକୀ ଦେଖିଲେ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଦେଉଛନ୍ତି। ଏଭଳି ଛଦ୍ମବେଶୀ ବାବାଙ୍କ ଠାରୁ ସମସ୍ତେ ଦୂରେଇ ରୁହନ୍ତୁ। ଏଭଳି ଏକ ଘଟଣା ବୌଦ୍ଧ ସହରରେ ଘଟିଯାଇଛି। ବୌଦ୍ଧ ସହରର ନୂଆ ସାହିରେ ଜଣେ ଛଦ୍ମବେଶୀ ବାବାଙ୍କ ଖଣ୍ଡାର ଆ-କ୍ର-ମ-ଣରେ ଜଣେ ବିବାହିତ ମହିଳା ଗୁରୁତର ଆହତ ହେଇଛନ୍ତି। 
ଏହି ଘଟଣାଟି ଏବେ ବୌଦ୍ଧ ସହରର ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ସହରରେ ବାବା ବେଶ ଧାରୀ ବୁଲାବୁଲି କରୁଥିବା ଜଣେ ମାନସିକ ବିକୃତ ଯୁବକ ହଠାତ ଇଭନୀଙ୍ଗ ୱାର୍କ ସାରି ଫେରୁଥିବା ମହିଳାଙ୍କୁ ଖଣ୍ଡାରେ ଆ-କ୍ର-ମ-ଣ କରିଥିଲେ।
Baba
ଖଣ୍ଡା ଚଟରେ ଆହତ ହୋଇ ମହିଳା ଜଣଙ୍କ ସୁରକ୍ଷା ପାଇଁ ପ୍ରାଣ ବିକଳରେ ନିକଟରେ ଏକ ଦୋକାନ ଭିତରକୁ ପସି ଯାଇଥିଲେ। ମହିଳାଙ୍କ ମୁଣ୍ଡରେ ଓ ହାତରେ ଗଭୀର ଆଘାତ ଲାଗିଛି। 
ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପୂର୍ଣ୍ଣ ହେବାରୁ ତାଙ୍କୁ ଡାକ୍ତର ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରିଥିଲେ। ଅନ୍ୟପଟେ ଘଟଣାସ୍ଥଳରୁ ଅଭିଯୁକ୍ତ ଛଦ୍ମବେଶୀ ବାବା ଜଣଙ୍କ ଫେରାର ଥିବା ଜଣାପଡିଛି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ଘଟଣାରେ ଆହତ ହୋଇଥିବା ମହିଳା ଜଣଙ୍କ ବୁଟୁପାଲ୍ଲୀରେ ରହୁଥିବା ପ୍ରିୟଙ୍କା ସେଠୀ। ଆଉ ତାଙ୍କ ସ୍ବାମୀ ଜଣେ ବ୍ୟାଙ୍କ କର୍ମଚାରୀ ବୋଲି ଜଣାପଡିଛି।

Advertisement