Updated: Aug 10, 2023, 22:00 IST

ଅଚାନକ ଆସିଲା ଦୁଃଖ ଖବର ଚାଲିଗଲେ ଏହି ପ୍ରସିଦ୍ଧ କଳାକାର ଦେଖନ୍ତୁ ଏମିତି ହେଲା ପରଲୋକ

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ସୋସିଆଲ ମିଡ଼ିଆରେ ଲୋକମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଅନେକ ପ୍ରକାରର ଖବର ଜାଣି ପାରୁଛନ୍ତି ।
VIRAl
ଆପଣମାନେ ସମସ୍ତେ ତ ଓଲିଉଡ ଏବଂ ବଲିଉଡ ଜଗତର କଳାକାରମାନଙ୍କ ବିଷୟରେ ଅନେକ ଖବର ଏହି ଭିଡିଓ ସବୁ ଦ୍ଵାରା ବା ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି କଳାକାରଙ୍କ ବିଷୟରେ ଜାଣିପାରିବେ ।
ଏହି ଦୁନିଆରେ କେତେବେଳେ କାହା ସହିତ କଣ ଯେ ଘଟଣା ଘଟିବ ତାହା କିଏ ଜାଣିଛି । ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭଲ ଆଉ ଖରାପ ଖବର ଶୁଣୁଥିବେ ।
Viral
ଏହି ଦୁନିଆରେ କେତେବେଳେ କାହାର ଆୟୁଷ ସରିବ ସେକଥା କିଏ ଜାଣିଛି । ଏବେ ପୁଣି ଜଣେ କଳାକାର ଆମକୁ ଛାଡ଼ି ଚାଲି ଯାଇଛନ୍ତି । ଚଳଚ୍ଚିତ୍ର ଜଗତକୁ ନେଇ ପୁଣି ଆସିଲା ଦୁଃଖଦ ଖବର । 
ଜଣେ ପ୍ରସିଦ୍ଧ କଳାକାରଙ୍କ ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ ସମସ୍ତ କଳାକାର ଆଉ ସିନେମା ଜଗତର ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ଏହି କଳାକାର ଜଣକ ୬୩ ବର୍ଷ ବୟସରେ ମୃ-ତ୍ୟୁବରଣ କରିଛନ୍ତି ।
ସେ ହୃଦଘାତର ଶିକାର ହୋଇଥିଲେ । ଆଉ ଏହାପରେ ତାଙ୍କର ଦେହାନ୍ତ ଘଟିଥିଲା । ସେ ସବୁଦିନ ପାଇଁ ଏହି ଦୁଣିଆକୁ ଅଲବିଦା କହି ଆରପାରିକୁ ଚାଲି ଯାଇଛନ୍ତି । ଏହି କଳାକାର ଜଣକ ଗତ କିଛିଦିନ ହେବ ନିମୋନିଆ ଆଉ ଯକୃତ ରୋଗରେ ପୀଡିତ ଥିଲେ । ଆଉ ଏହାପରେ ତାଙ୍କର ଦେହାନ୍ତ ଘଟିଛି ।
Viral
ତାଙ୍କର ଚିକିତ୍ସା ଚାଲୁଥିଲା । ହଠାତ୍ ସେ ଶ୍ୱାସକ୍ରିୟା ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆ ଯାଇଥିଲା । ମେଡ଼ିକାଲରେ ତାଙ୍କୁ ଭେଣ୍ଟିଲିଟରରେ ରଖା ଯାଇଥିଲା । ଆଉ ଶେଷରେ ଏହି କଳାକାର ଏବଂ ନିର୍ଦ୍ଦେଶକ ଜଣକ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ।
ତାଙ୍କର ନାମ ହେଉଛି ସିଦ୍ଧିକ୍ । ସେ ମାଲାୟାମ ଭାଷାର ଫିଲ୍ମରେ ନିର୍ଦ୍ଦେଶକ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ଏବେ ତାଙ୍କ ମୃ-ତ୍ୟୁକୁ ନେଇ ସବୁଆଡେ ଦୁଃଖର ଶାୟା ଖେଳିଯାଇଛି ।

Advertisement