Updated: Aug 6, 2023, 19:42 IST

ହଠାତ ଆସିଲା ବଡ ଦୁଃଖ ଖବର ଦେଖନ୍ତୁ ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା କାନ୍ଦୁଛନ୍ତି ସମସ୍ତେ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଦେଶ ହେଉଛି କଳା ଓ ସଂସ୍କୃତିର ଦେଶ। ଏଠାରେ ଅନେକ କଳାକାର ରହିଛନ୍ତି। ନାଚ ହେଉ ବା ଗୀତ ଭାରତ ସବୁଠାରୁ ଆଗରେ। ଯାହାର ମୃ-ତ୍ୟୁ ହେବାର ଥିବ ତାହାକୁ ଯିଏ ଯେତେ ଅଟକାଇଲେ ମଧ୍ୟ ହୋଇ ପାରିବ ନାହିଁ।
Viral news
ଯଦି ଜଣେ ସାଧାରଣ ଲୋକର ମୃ-ତ୍ୟୁ ହୋଇ ଥାଏ ତାଙ୍କ ପାଇଁ କେହି ମଧ୍ୟ ଦୁଃଖ ପ୍ରକାଶ କରି ନଥାନ୍ତି କିନ୍ତୁ ଜଣେ କଳାକାରଙ୍କ ମୃ-ତ୍ୟୁ ହେଲେ ତାଙ୍କ ପାଇଁ ଅନେକ ଲୋକ ଦୁଃଖ ପ୍ରକାଶ କରି ଥାଆନ୍ତି। 
କାରଣ ସେ ନିଜର କଳାକୁ ଲୋକଙ୍କ ପାଖରେ ପହଞ୍ଚାଇ ଅନେକ ଲୋକପ୍ରିୟତା ପାଇ ପାରିଛନ୍ତି। ତେବେ ବନ୍ଧୁଗଣ ପ୍ରସିଦ୍ଧ ଅଭିନେତାଙ୍କ ପ-ର-ଲୋ-କରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି।
୮୩ ବର୍ଷ ବୟସରେ ତାଙ୍କର ପ-ର-ଲୋ-କ ହୋଇଥିବା ଜଣାପଡିଛି। ସେ କୌଣସି ରୋଗରେ ପୀଡିତ ନଥିଲେ। କିନ୍ତୁ ଏହିଭଳି ହଠାତ୍ ତାଙ୍କର ମୃ-ତ୍ୟୁକୁ ନେଇ ସମସ୍ତଙ୍କୁ ଶକ୍ତ ଧକ୍କା ଦେଇଛି ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି। 
ସୂଚନା ଅନୁଯାୟୀ, ଏହି ଲୋକପ୍ରିୟ ଅଭିନେତା ଅସୁସ୍ଥତା ଅନୁଭବ କରିଥିଲେ ଯେଉଁ କାରଣରୁ ତାଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ହେଇଥିଲା। ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ନାମ ହେଉଛି ମାର୍କୋ ମଙ୍ଗଲି
ଶେଷ ସମୟରେ ଲୋକପ୍ରିୟ ଅଭିନେତା ମାର୍କୋଙ୍କ ପାଖରେ ତାଙ୍କର ୬୧ ବର୍ଷର ସ୍ତ୍ରୀ ଜ୍ୟାଙ୍କଲିନ ଓ ପୁଅ ମାର୍ଗନ୍ ରହିଥିଲେ। ତେବେ ମାର୍କୋ ମଙ୍ଗଲି ଙ୍କ ମୃ-ତ୍ୟୁ ଖବର ଶୁଣି ତାଙ୍କର କୋଷ୍ଟାର ଇନଷ୍ଟାଗ୍ରାମ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। 
Viral news
ଇନଷ୍ଟାଗ୍ରାମ ରେ ସେ ଲେଖିଥିଲେ, ' ମୁ ମୋ ସାଙ୍ଗର ମୃ-ତ୍ୟୁ ଖବର ଶୁଣି ସୁଖରେ ଭାଙ୍ଗି ପଡିଛି।' ଟେଲିଭିଜନ ସୋ 'ବ୍ରେକିଂ ବ୍ୟାଡ' ରେ ସୁନ୍ଦର୍ ଅଭିନୟ ପାଇଁ ମାର୍କୋଙ୍କୁ ୨୦୧୨ ରେ ଫିଲ୍ମ ପାଇଁ ମନୋନୀତ କରାଯାଇଥିଲା।ମାର୍କୋଙ୍କ ଜନ୍ମ ୧୯୩୯ ମସିହାରେ ହୋଇଥିଲା।
ତେବେ ବନ୍ଧୁଗଣ ବର୍ତ୍ତମାନ ମାର୍କୋଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି। ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି।

Advertisement