Updated: Mar 12, 2024, 17:30 IST

ମ୍ୟାଟ୍ରିକ ରେଜଲ୍ଟ ଦେଖିବା ଆଗରୁ ହେଇଗଲା ବଡ ଅଘଟଣ ଦେଖନ୍ତୁ କେମିତି ଚାଲିଗଲା ନିରୀହ ଜୀବନ

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Viral
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମନରେ ଅନେକ କଥା ଭାବିବେ । 
ଜଣେ ସାନ ଭଉଣୀ ତାର ବଡ ଭଉଣୀକୁ ହରାଇ ଦେଇଛି । ସେହି ସାନ ଭଉଣୀ ତାର ଦିଦିକୁ ବଞ୍ଚାଇ ପାରିଲା ନାହିଁ । ବଡ ଭଉଣୀ ଜଣକ ପୋଖରୀ ପାଣିରେ ବୁଡି ଗଲେ । ଆଇର ଶୁଦ୍ଧିକ୍ରିୟାରେ ସମସ୍ତେ ଯାଇଥିଲେ ।
ଆଉ ସେମାନେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗୋଟିଏ ଭଉଣୀକୁ ଉଦ୍ଧାର କରିଥିଲେ କିନ୍ତୁ ଆଉ ଗୋଟିଏ ଭଉଣୀ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଛି । ଏହି ବଡ ଭଉଣୀ ଜଣକ ଯିଏ ଆଉ ଏହି ଦୁନିଆରେ ନାହାଁନ୍ତି ।
Viral
ସେ ଏବେ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ । ଆଉ କିଛିଦିନ ପାରେ ପରୀକ୍ଷାର ରେଜଲ୍ଟ ଆସିଥାନ୍ତା । କିନ୍ତୁ ତାହା ପୂର୍ବରୁ ସବୁକିଛି ଓଲଟ ପାଲଟ ହୋଇଗଲା । ସେହି ଝିଅଟିର ଜୀବନ ଦୀପ ସବୁଦିନ ପାଇଁ ଲିଭିଗଲା । ଏଭଳି ଦୁଃଖଦାୟକ ଘଟଣା ଘଟିଛି ଜଗତସିଂପୁର ଜିଲ୍ଲା ତତାଙ୍ଗ ଗାଁରେ ।
ସେହି ଗାଁର ଶୁଭନାଥ ଭୋଇଙ୍କ ୧୬ ବର୍ଷୀୟ ଝିଅ ସନ୍ଧ୍ୟାରାଣୀ ଆଇ ମାଆର ଶୁଦ୍ଧିକ୍ରିୟା ନିମନ୍ତେ ଲୁଗାପଟା ସଫା କରିବା ପାଇଁ ପଞ୍ଚାୟତ ପୋଖରୀକୁ ସମ୍ପର୍କୀୟ ମାଆ ଆଉ ଭାଇଭଉଣୀ ମିଶି ଗାଧୋଇବାକୁ ଯାଇଥିଲେ ।
ବଡ ଭଉଣୀ ଗାଧୋଇବାକୁ ଯାଇଥିଲେ ଆଉ ସେ ପାଣି ଭିତରେ ବୁଡ଼ିଗଲେ । ତାଙ୍କୁ ସାନ ଭଉଣୀ ଉଦ୍ଧାର କରିପାରିଲା ନାହିଁ । ଏବେ ସାନ ଭଉଣୀ କହିଛି ଜଣେ ଭଉଣୀକୁ ସେ ଉଦ୍ଧାର କରିଛି ଏବଂ ଆଉ ଜଣେ ଭଉଣୀକୁ ଉଦ୍ଧାର କରିପାରିଲେ ନାହିଁ ।
ଏହାପରେ ଲୋକମାନଙ୍କୁ ଡାକିଥିଲେ ଏହି ଭଉଣୀ ଜଣକ । ଏହାପରେ ସେଠାରେ ଲୋକମାନେ ପହଞ୍ଚି ସେହି ଝିଅକୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳେକୁ ସନ୍ଧ୍ୟାରାଣୀର ଜୀବନ ଚାଲି ଯାଇଥିଲା । ଏବେ ଏହି ଘଟଣାକୁ ନେଇ ସମସ୍ତେ ଦୁଃଖିତ ହୋଇ ପଡିଛନ୍ତି ।

Advertisement