Updated: Mar 16, 2024, 20:24 IST

ନିଜ ପ୍ରେମ ବିଚ୍ଛେଦର କାରଣ ନିଜେ କହିଲେ ଲୋକପ୍ରିୟ ଅଭିନେତ୍ରୀ lumraina ଦେଖନ୍ତୁ ମିଡ଼ିଆ ସାମ୍ନାରେ କଣ କହିଲେ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡିଆରେ ଆପଣମାନେ ଓଲିଉଡ ଜଗତ, ଟେଲି ଜଗତକୁ ନେଇ ଅନେକ ଖବର ଆସିଥାଏ।
ଆଉ ଏହି ଖବର ସବୁ ଆପଣମାନେ ସୋସିଆଲ ମିଡିଆରେ ଦେଖି ପାରୁଥିବେ। ଅଭିନେତ୍ରୀ ଲୁମରୈନା ହେଉଛନ୍ତି ଜଣେ ଭଲ ଅଭିନେତ୍ରୀ। ସେ ଧାରାବାହିକରେ ଅଭିନୟ କରନ୍ତି। ଏହି ଅଭିନେତ୍ରୀ ଜଣକ ଏବେ ଚର୍ଚ୍ଚାକୁ ଆସିଛନ୍ତି।
Viral
ଅଭିନେତ୍ରୀ ଲୁମରୈନାଙ୍କ ଭିଡିଓ ଆପଣମାନେ ଦେଖିଥିବେ। ଲୁମରୈନା ତାଙ୍କ ଲାଇଫରେ ୮ ବର୍ଷ ବହୁତ ପରିଶ୍ରମ କରି ସଫଳତା ପାଇପାରିଛନ୍ତି। ଏବଂ ତାଙ୍କ ସଫଳତା ପଛରେ ସେ ତାଙ୍କ ମାଆଙ୍କୁ ସବୁ ଶ୍ରେୟ ଦେଇଛନ୍ତି।
ଲୁମରୈନାଙ୍କ ନାଁ ଲୁମରୈନା ବୋଲି ତାଙ୍କ କାକି ଦେଇଥିଲେ। ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଅଭିନେତା ରାଜ ରଜେଶଙ୍କ ସହିତ ସମ୍ପର୍କରେ ଥିଲେ। ସେମାନେ ପରସ୍ପରକୁ ଭଲ ପାଉଥିଲେ। ଆଉ ଏବେ ତାଙ୍କର ବ୍ରେକ ଅପ୍ ହୋଇଯାଇଛି।
Lumraina
ଆଉ ଏହି ବିଷୟରେ ପଚାରିବାରୁ ଅଭିନେତ୍ରୀ ଜଣକ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି। ସେ କହିଛନ୍ତି ସେ ଯେତେବେଳେ ରାଜ ରାଜେଶଙ୍କୁ ଭଲ ପାଇଥିଲେ ସେତେବେଳେ ତାଙ୍କ ଭିତରେ କଥା ହୋଇଥିଲା ଯଦି ତାଙ୍କର ଏହି ସମ୍ପର୍କରେ ରହିବାର ଇଚ୍ଛା ନଥିବ ତାହେଲେ ସେମାନେ ଅଲଗା ହୋଇପାରିବେ।
ଉଭୟଙ୍କ ସମ୍ପର୍କ ଘୃଣାରେ ପରିବର୍ତନ ହେବା ଆଗରୁ ଉଭୟ ଅଲଗା ହେଇଗଲେ। ତେବେ ଆପଣମାନେ ତାଙ୍କ ସମ୍ପର୍କ ବିଷୟରେ ତ ଜାଣିଥିବେ।
ସେ ତାଙ୍କ ସମ୍ପର୍କ ପବ୍ଲିକ କରି ଦେଇଥିଲେ। ଆଉ ପବ୍ଲିକରେ କଥା କହିଥିବାରୁ ପବ୍ଲିକ ଏବେ ତାଙ୍କ ମାମଲାରେ ମୁଣ୍ଡ ପୁରାଉଛନ୍ତି। ଏବଂ ସେ କହିଛନ୍ତି ଜୀବନରେ ଯେତେ ହାରିବେ ସେତେ ଶିଖିବେ।
ଆଉ ହାରିବା ପରର ସଫଳତା ବହୁତ ଅଲଗା ପ୍ରକାରର ଥାଏ। ଅଲଗା ହୋଇ ଯାଇଛନ୍ତି ବୋଲି ସେମାନେ ପରସ୍ପରକୁ ଦୋଷ ଦେଉ ନାହାନ୍ତି। ଅଭିନେତ୍ରୀ ଜଣକ ଏଭଳି ଅନେକ କଥା କହିଛନ୍ତି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ।

Advertisement