Apr 20, 2024, 12:12 IST

ଭା-ଇ-ରା-ଲ ହେଲା ଶିକ୍ଷୟତ୍ରୀ ଙ୍କ mms ରାତି ରେ ରଖୁଥିଲେ ପ୍ରେମିକ ସହ ସମ୍ପର୍କ..

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍କୁଲ୍ ର ରୋଷେଇ ଘରେ ଚାଲିଛି ମେକ ଅପ୍। ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ମେକ୍ ଅପ କରୁଛନ୍ତି ସ୍କୁଲ୍ ରୋଷେୟା। ମ୍ୟାଡମ୍ ଜଣକ ଚୌକି ଉପରେ ବସିଛନ୍ତି
ଏହାପରେ ସ୍କୁଲ୍ ର ରୋଷେୟା ତାଙ୍କୁ ସୁନ୍ଦର୍ ଭାବରେ ମେକ୍ ଅପ କରି ଦେଉଛନ୍ତି। ଏହି ଘର ସ୍କୁଲ୍ ର ରୋଷେଇ ଘର ବୋଲି ମଧ୍ୟ ଜଣା ପଡ଼ିଛି। ଏଠାରେ ସ୍କୁଲ୍ ପିଲାଙ୍କ ପାଇଁ ସବୁଦିନ ରୋଷେଇ ତିଆରି ହୋଇଥାଏ।
Hh
ପ୍ରଧାନ ଶିକ୍ଷୟିତ୍ରୀ ମେକ ଅପ୍ ହେଉଥିବା ବେଳେ ତାଙ୍କର ଭିଡିଓ କରୁଛନ୍ତି ଜଣେ ସହକାରୀ ଶିକ୍ଷୟିତ୍ରୀ। ଆଉ ଏ ହେଉଛନ୍ତି ସେହି ଶିକ୍ଷୟିତ୍ରୀ।ଯେତେବେଳେ ପ୍ରଧାନ ଶିକ୍ଷୟିତ୍ରୀ ମେକ୍ ଅପ୍ ନେଉଥିଲେ
ସେତେବେଳେ ଏହି ସହକାରୀ ଶିକ୍ଷୟିତ୍ରୀ ଜଣକ ଯାଇ ତାଙ୍କର ମେକ୍ ଅପ ର ଭିଡିଓ କରି ଦେଇଥିଲେ। ସେତେବେଳେ ପ୍ରଧାନ ଶିକ୍ଷୟିତ୍ରୀ ସଂପୂର୍ଣ୍ଣ ଭାବରେ ରାଗି ଯାଇଥିଲେ। ଆଉ କାହିଁକି ତାଙ୍କର ଭିଡିଓ କରିଲେ ବୋଲି କହି ତାଙ୍କ ହାତକୁ କାମୁଡ଼ି ଦେଇଥିଲେ।
ମାଡ଼ ମାରି ମାରି ମଧ୍ୟ ତାଙ୍କ ଦେହରୁ ର-କ୍ତ ମଧ୍ୟ ବାହାରକରି ଦେଇଛନ୍ତି। ପିଲାମାନେ ସ୍କୁଲ୍ ଭିତରେ ଏଣେତେଣେ ହେଉଛନ୍ତି ହେଲେ ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ୍ ଭିତରେ ମେକ୍ ଅପ ନେବାରେ ସଂପୂର୍ଣ୍ଣ ଭାବରେ ବ୍ୟସ୍ତ ହୋଇ ଯାଇଛନ୍ତି।
Hh
ଏହି ଭିଡିଓ ଟି ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଦରମା ୫୦ ହଜାର ରୁ ଅଧିକ ହୋଇଥାଏ। ଆଉ ତାଙ୍କ ଅଣ୍ଡର ରେ ମଧ୍ୟ ପୂରା ସ୍କୁଲ୍ ବି ଚାଲିଥାଏ।
ସହ ସହ ପିଲା ପାଠ ପଢିବା ସହ ତାଙ୍କର ଭବିଷ୍ୟତ ମଧ୍ୟ ସେଠାରେ ତିଆରି ହୋଇ ଥାଏ। ହେଲେ ପିଲାଙ୍କ ଭବିଷ୍ୟତ ଯେଉଁ ମାନଙ୍କ ହାତରେ ଅଛି ସେମାନେ କିଭଳି ଭାବରେ ମଜା ମସ୍ତି କରୁଛନ୍ତି। ବାସ୍ତବରେ ଏହା ଏକ ନିନ୍ଦନୀୟ ଘଟଣା ଅଟେ।
ଏହାକୁ ଦେଖିବା ପରେ ଲୋକମାନେ ମଧ୍ୟ ଏହାର ଖୁବ ନିନ୍ଦା କରୁଛନ୍ତି ତେବେ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement