Mar 15, 2024, 10:14 IST

ଅଶୁଭ ଗୁରୁବାର.. ଘଟିଲା ବହୁତ୍ ବଡ ଦୁ-ର୍ଘଟ-ଣା...୧୪ ଫୁଟ ଉପରେ ଉଡ଼ିଲା ମଣିଷ ମାଂ-ସ ଖଣ୍ତ...

Vg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Vv
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯୁବପିଢୀଙ୍କ ପାଇଁ ସୋସିଆଲ ମିଡ଼ିଆ ଏକ ସହଜ ଓ ସରଳ ମାଧ୍ୟମ ପାଲଟିଛି। ଯାହାଦ୍ବାରା ଆମେ ସମସ୍ତେ ଖୁବଶୀଘ୍ର ସବୁ ଖବର ବିଷୟରେ ଜାଣିପାରୁଛେ।
ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। ଯାହାକି ବାଙ୍କୀ ଜାତମୁଣ୍ଡିଆ କଟକ ମୁଖ୍ୟ ରାସ୍ତା ବଡ଼ଶଙ୍ଖ ନିକଟରେ ସକାଳୁ ଏହି ମର୍ମାହତ ସଡକ ଦୁ-ର୍ଘ-ଟ-ଣା ଘଟିଯାଇଛି। ତେବେ ଦୁ-ର୍ଘ-ଟ-ଣାରେ ପ୍ରାଣ ହରାଇଥିବା ଦୁଇଜଣ ବାଇକ ଆରୋଗି ଜଣେ ହେଉଛନ୍ତି ବିଗାନ ସାହୁ ଆଉ ଅନ୍ୟ ଜଣେ ହେଉଛନ୍ତି ଶିବପ୍ରସାଦ ମହାନ୍ତି।
Gh
ଖବର ଅନୁଯାଇ କଟକରୁ ବାଙ୍କୀ ଅଭିମୁଖେ ଯାଉଥିବା ଇନସୁରାନ୍ସ ମାର୍କେଟ କଂକ୍ରିଟ କମ୍ପାନୀର ଏକ ମିକ୍ସଚର ମେସିନ।ଏବଂ ଗାଡି ସହିତ ଜାତମୁଣ୍ଡିଆ ପଟୁ ଯାଉଥିବା ୟାମହା ବାଇକରେ ଥିବା ଦୁଇ ଆରୋଗୀଙ୍କ କୁସୂପଙ୍ଗି ବଡ଼ଶଙ୍ଖ ଠାରେ ମୁହାମୁହି ଧକା ହୋଇଥିଲା।
ଏବଂ ଘଟଣାସ୍ଥଳରେ ବାଇକ ଚାଳକଙ୍କ ଜୀବନ ଚାଲିଯାଇଥିଲା ବେଳେ ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହେଇଯାଇଥିଲା। ସେଠାରେ ବାଙ୍କୀ ପୋଲିସ ପହଞ୍ଚି ଉକ୍ତ ମିକ୍ସଚର ମେସିନ ଟ୍ରକ୍ ଏବଂ ଦୁ-ର୍ଘ-ଟ-ଣା ଘଟିଥିବା ବାଇକକୁ ଜବତ କରିଛି। ତେବେ ବନ୍ଧୁଗଣ ବର୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement