Nov 29, 2023, 08:51 IST

ଉଦ୍ଧାର ହେବା ଆଗରୁ ଦୃଶ୍ୟ ଦେଖନ୍ତୁ ଟନେଲ ଭିତର କ୍ରିକେଟ ଖେଳି ନିଜ ମନକୁ ଶାନ୍ତ କରୁଥିଲେ ଶ୍ରମିକ ଦେଖନ୍ତୁ ସାମ୍ନାକୁ ଆସିଲା Viral Video

Special Report

ନମସ୍କାର ପାଠକ ବନ୍ଧୁ।ଉତ୍ତରକାଶି ରେ ଟନେଲ ଭିତରେ ଫସି ରହିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ଉଦ୍ଧାର କାରି ମାନେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି।ସେମାନଙ୍କୁ ବାହାରକୁ ଆଣିବା ପାଇଁ ଏବେ ଦୀର୍ଘ ସତର ଦିନ ହେଲାଣି ସେମାନେ ସେହି ସୁୁଢଙ୍ଗ ଭିତରେ ଫସି ରହିଛନ୍ତି।
Special Report
ସେମାନେ ଅଣ୍ଡର ଗ୍ରାଉଣ୍ଡ ରେ କାମ କରୁଥିବା ସମୟ ରେ ଉପର ମାଟି ଦବି ଯାଇଥିଲା।ଯାହା ଫଳ ରେ ସେମାନେ ସେହି ମାଟି ଭିତରେ ରହି ଯାଇଥିଲେ।ସେମାନଙ୍କୁ ବାହାର କରିବା ପାଇଁ ସରକାର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ।
ଏବେ କୁହା ଯାଉଛି ଯେ ସେହି ସୁୁଢଙ୍ଗ ଭିତର କୁ ଶ୍ରମିକ ମାନଙ୍କୁ ଖେଳିବା ପାଇଁ ବ୍ୟାଟ ଓ ବଲ ପଠା ଯାଇଥିଲା।ସେଠାରେ ସେମାନେ କ୍ରିକେଟ ଖେଳୁ ଛନ୍ତି।ଏହା ଛଡ଼ା ତାଙ୍କ ଖାଦ୍ୟ ପେୟ ର ମଧ୍ୟ ବ୍ୟବସ୍ଥା କରା ଯାଇଥିଲା।ଖୁବ୍ ଶୀଘ୍ର ସେମାନଙ୍କୁ ସେହି ମାଟି ତଳୁ ଉଦ୍ଧାର କରା ଯିବ ବୋଲି ସୂଚନା ରହିଛି।
Special Report
ଉତ୍ତରାଖଣ୍ଡ ର ଉତ୍ତରକାଶି ରେ ଫସି ରହିଥିବା ଶ୍ରମିକ ମାନଙ୍କ ଉଦ୍ଧାର କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଛି।ଯେ କୌଣସି ମୁହୂର୍ତ୍ତରେ ସେମାନଙ୍କୁ ବାହାର କୁ ଅଣା ଯିବ ବୋଲି ସୂଚନା ରହିଛି।
Special Report
ଏବେ କୁହା ଯାଉଚି ଯେ ଆଉ ପ୍ରାୟ ଦୁଇ ମିଟର ପରେ ସେମାନେ ଶ୍ରମିକ ମାନଙ୍କ ପାଖରେ ପହଞ୍ଚି ଯିବେ।ଶ୍ରମିକ ମାନଙ୍କ ଅବସ୍ଥା କିଭଳି ତାହା ଏ ଯାଏଁ ଜଣା ପଡି ନାହିଁ।ଅନେକ ଦିନ ରୁ ସେମାନେ ମାଟି ତଳେ ରହି ଛନ୍ତି।
Special Report
ଦେଶୀ ଓ ବିଦେଶୀ ମେସିନ ସେହି ଟନେଲ ଭିତରେ ପ୍ରବେଶ କରିବା ପରେ ମଧ୍ୟ ଏତେ ଦିନ ହେଲାଣି ସେମାନେ ସେହି ମାଟି ତଳେ ରହି ଯାଇଛନ୍ତି।ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ମଧ୍ୟ ଚେଷ୍ଟା ଜାରି ରହିଛି।
ମାଟି ଭିତରେ ଆଠ ଶହ ରୁ ଅଧିକ ଉଚ୍ଚ ର ପାଇପ ବିଛା ଯାଇଛି।ଏହା ମଧ୍ୟ ଦେଇ ଆଉ କିଛି ସମୟ ମଧ୍ୟରେ ଶ୍ରମିକ ମାନେ ବାହାରକୁ ଚାଲି ଆସିବେ।ସେମାନେ ସମସ୍ତେ ଏବେ ପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି।ସେମାନେ ସେଠାରେ କ୍ରିକେଟ ଖେଳୁ ଥିବାରୁ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ସ୍ପଷ୍ଟ ହୋଇଚି।

Advertisement