Updated: Aug 26, 2023, 12:38 IST

ପ୍ରଯୋଜକ ମାନଙ୍କ ଫଟୋ ଲଗେଇ ନିଜକୁ କହୁଥିଲା ମୁଁ ପ୍ରଯୋଜକ, ଲଙ୍ଗଳା ହୋଇ ମତେ ଭିଡିଓ କଲ୍ ରେ ଦେହ ଦେଖାଅ ତାହାଲେ କାମ ଦେବି

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଗତ କିଛି ଦିନ ତଳେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଜସ୍ମିନ ପ୍ରଯୋଜକ ଟୁଟୁ ନାୟକ ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଥିଲେ।ସେମାନଙ୍କ ଅଭିଯୋଗ ଥିଲା କି ଟୁଟୁ ନାୟକ ଅନେକ ମହିଳା ଅଭିନେତ୍ରୀ ଙ୍କୁ କାଷ୍ଟିଙ୍ଗ କାଉଚ୍ଚ କରିବା ପାଇଁ ବାଧ୍ୟ କରୁଛନ୍ତି।
Viral
ଅଭିନେତ୍ରୀ ମାନଙ୍କ ସହିତ ଖରାପ ବ୍ୟବହାର ଦେଖନ୍ତି।ରାତିରେ ତାଙ୍କୁ ନିଜ ରୁମ୍ କୁ ଡାକନ୍ତି।ଫିଲ୍ମ ରେ ଅଭିନୟ କରାଇ ଦେବା କହି ଏସବୁ କରନ୍ତି।ହେଲେ ଏବେ ଏହି ଘଟଣା ର ପର୍ଦ୍ଧାଫାସ ହୋଇଛି।
ଏହା କେବଳ ଟୁଟୁ ନାୟକ ଙ୍କ ସହିତ ହୋଇ ନ ଥିଲା।ଏହା ସଞ୍ଜୟ ସାହୁ ଓ ଅନ୍ୟ କେତେକ ନାମୀ ଦାମୀ ପ୍ରଯୋଜକ ଓ ନିର୍ଦ୍ଦେଶକ ମାନଙ୍କ ସହିତ ହୋଇଥିଲା।ଜଣେ ବ୍ୟକ୍ତି ଫେକ୍ ଆଇଡି ଖୋଲି ବିଭିନ୍ନ ପ୍ରଯୋଜକ ମାନଙ୍କ ଫଟୋ ଦେଇ ଏସବୁ କରିଥିଲା।
ବିଭିନ୍ନ ଅଭିନେତ୍ରୀ ମାନେ ତାଙ୍କ କଥା କୁ ମଧ୍ୟ ବିଶ୍ୱାସ କରିଥିଲେ।ହେଲେ ଶେଷ ରେ ସାଇବର କ୍ରାଇମ ପୋଲିସ ଏ ବିଷୟ ରେ ତଦନ୍ତ ଜାରି ରଖି ଦୋଷୀ ଙ୍କୁ ଧରି ପକାଇଛି।ଏ ବିଷୟରେ ଟୁଟୁ ନାୟକ ନିଜ ଘରେ ଏକ ପ୍ରେସ ମିଟ ଡକାଇ ସୂଚନା ଦେଇଛନ୍ତି
Viral
ସୂଚନା ଅନୁସାରେ ଟୁଟୁ ନାୟକ କହିଛନ୍ତି ଯେ ସେ ହେଉଚି ଫିଲ୍ମ ଲାଇନ୍ ରେ ଗୁଣ୍ଡା ଭୂମିକା ରେ ଅଭିନୟ କରେ।ତା ନାମ ହେଉଚି ମିଥୁନ ଭୋଇ।ଟୁଟୁ ନାୟକ ଙ୍କ କହିବା ଅନୁଯାୟୀ ସେ ଘରେ ଶୋଇ ଥିବା ସମୟ ରେ ସାଇବର କ୍ରାଇମ ଅଫିସ ରୁ ଫୋନ୍ ଆସିଲା ଆପଣ ଆସନ୍ତୁ ସେ ପିଲା ଧରା ହୋଇଛି।
ଆମେ ସମସ୍ତେ ଗଲା ପରେ ଦେଖିଲୁ ସେ ପିଲା ହେଉଛନ୍ତି ଓଡ଼ିଆ ଫିଲ୍ମ ଲାଇନ୍ ରେ ଗୁଣ୍ଡା ଭୂମିକା ରେ ଅଭିନୟ କରେ।ତାର କହିବା ଅନୁଯାୟୀ ଆମେ ଗୁଣ୍ଡା ବୋଲି କୌଣସି ଅଭିନେତ୍ରୀ ମାନେ ଆମ ସହିତ କଥା ହୁଅନ୍ତି ନାହିଁ।ଆମେ ଆପଣ ଙ୍କ ନାମ ରେ ଫେକ ଆଇଡି ଖୋଲିଲା ପରେ ସେ ଆମ ସହିତ କଥା ହେଲେ।
ମୁଁ ଅଭିନେତ୍ରୀ ମାନଙ୍କୁ କୌଣସି ପ୍ରକାର ଟଙ୍କା ମାଗି ନାହିଁ।କେବଳ ତାଙ୍କ ସହିତ କଥା ହୁଏ।ମୁ ଭୁଲ କରିନି ମୋତେ ଛାଡି ଦିଅନ୍ତୁ।ସେ କେବଳ ପ୍ରଯୋଜକ ଓ ନିର୍ଦେଶକ ମାନଙ୍କୁ ବଦନାମ କରିବା ପାଇଁ ଚାହୁଁ ଥିଲା ।ଏହା ପରେ ପୋଲିସ ତାଙ୍କୁ ଧରି ହାଜତ ରେ ପୁରାଇ ଥିଲା।

Advertisement