Updated: Jul 29, 2023, 20:06 IST

ପୁଣି ଖେଳ ଏଥର ଖୁଡ଼ିକୁ ନେଇ ଫେରାର ହେଲା ଅଟୋ ବାଲା ଦେଖନ୍ତୁ

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଟୁଙ୍ଗୁରୁ ଭୋଳ ବିଷୟ ରେ ଓଡ଼ିଶା ରେ କେତେ ଚର୍ଚ୍ଚା ହୋଇ ଥିଲା।ବର୍ଷା ଭାଉଜ ଙ୍କୁ ପ୍ରେମ କରି ଚର୍ଚ୍ଚା ରେ ରହିଥିଲେ ଟୁଙ୍ଗୁରୁ ଭୋଳ।ଅଟୋ ରେ ନେବା ଆଣିବା କରି ପ୍ରେମ କରି ବସି ଥିଲେ ସେ।
Viral news
ଆମେ ଆଜି ଆପଣ ଙ୍କୁ ଟୁଙ୍ଗୁରୁ ଙ୍କ ବିଷୟ ରେ କହୁ ନାହୁ।ତାଙ୍କରି ଭଳି ଆଉ ଜଣେ ଅଟୋ ଚାଳକ ଙ୍କ ବିଷୟ ରେ ଆମେ ଆପଣ ଙ୍କୁ ଆଜି କହିବାକୁ ଯାଉଛୁ।ଏବେ ଭାଉଜ ଙ୍କ ପ୍ରେମ ପାଇ ଯୁବକ ମାନେ ପାଗଳ ଙ୍କ ଭଳି ହେଉଛନ୍ତି।ଯାଜପୁର ଜିଲ୍ଲାରେ ଘଟିଛି ଏଭଳି କିଛି ଘଟଣା।
ସେହି ଗ୍ରାମ ର ମାନସ ସ୍ବପ୍ନ ୬ ବର୍ଷ ହେବ ପ୍ରେମ ବିବାହ କରିଥିଲେ।ବିବାହ ପରେ ସେମାନେ ବହୁତ ଖୁସି ରେ ଥିଲେ।ତାଙ୍କର ଦୁଇ ବର୍ଷ ର ଛୁଆ ଟି ଅଛି।ମାନସ ବାହାରେ ରାଜ୍ୟ ରେ ରହି କାମ କରନ୍ତି।
Viral news
ସ୍ୱପ୍ନା ଙ୍କ ପାଖକୁ ପଇସା ପଠାନ୍ତି।ସେଥିରେ ସ୍ୱାପ୍ନା ଓ ତାଙ୍କ ଶାଶୁ ଶ୍ବଶୁର ବହୁତ ହସ ଖୁସୀ ରେ ଚଳନ୍ତି।ହେଲେ ସେହି ଗ୍ରାମ ର ପ୍ରତାପ ନାମକ ବ୍ୟକ୍ତି ଅଟୋ ଚଲାନ୍ତି। ସ୍ଵପ୍ନା ଯେଉଁ ଠାକୁ ଯିବାକୁ ଇଚ୍ଛା କରେ ପ୍ରତାପ ତାକୁ ନେଇ ଯାଆନ୍ତୁ।
ପ୍ରତାପ ର ଖୁଡି ହେବ ସ୍ଵପ୍ନା।ଏମିତି ନେବା ଆଣିବା ଭିତରେ ସେମାନଙ୍କ ଭିତରେ ପ୍ରେମ ହେଇଗଲା।ଏହା ପରେ ସେମାନେ ବିବାହ କରିବା ପାଇଁ ସ୍ବପ୍ନ ଦେଖିଲେ।ସ୍ଵପ୍ନା ନିଜର ପିଲା ଛୁଆ ଶାଶୁ ଶ୍ବଶୁର ସ୍ଵାମୀ ଙ୍କୁ ଭୁଲି ପୁତୁରା ସହ ଫେରାର ହୋଇ ଗଲେ।
Ato
ଗଲା ବେଳକୁ ଘରୁ ୨୦୦୦୦ ଟଙ୍କା ନେଇକି ଚାଲି ଯାଇଛନ୍ତି।ଏ ଯାଏଁ ତାଙ୍କର କୌଣସି ପତ୍ତା ମିଳୁ ନାହିଁ।ଏହାକୁ ଦେଖି ସେହି ଗ୍ରାମର ଲୋକ ମାନେ ଖୁବ୍ ନିନ୍ଦା କରିଛନ୍ତି।ପ୍ରଥମେ ପ୍ରେମ ବିବାହ କରି ପୁଣି ଥରେ ଏପରି କରିବା ଠିକ୍ ହେଲାନି ବୋଲି ଲୋକେ କହିଛନ୍ତି।
ନିଜର ଛୋଟ ପିଲା କୁ ଛାଡ଼ି ଏପରି କେମିତି ସେ ଚାଲିଗଲେ। ଯେଉଁ ପରିବାର ତାଙ୍କୁ ଏତେ ଭଲ ପାଉଥିଲା ତାକୁ ବି ସେ ଭୁଲି ଗଲେ।ମା ଯିବା ପରେ ଦୁଇ ଦିନ ହେଲାଣି ସେ ପିଲା କିଛି ବି ଖାଉନି।ବାପା ମା ର ଫଟୋ ଦେଖାଇ ତାକୁ ବୁଝାଉ ଅଛି।ହେଲେ ସେ ବୁଝୁନି।ଖାଲି କାନ୍ଦୁଚି।

Advertisement