Sep 19, 2023, 18:00 IST

ଚଳନ୍ତା ଟ୍ରେନ ରେ ଅସାମାଜିକ ଯୁବକ ଖୋଲୁଥିଲେ ସ୍ତ୍ରୀ ର ଶାଢ଼ୀ ଆଉ ପେଟ ରେ ମାରିଲେ ହାତ, ସହି ନ ପାରି ସ୍ଵାମୀ ତାଙ୍କୁ ଧରି କାଟିଦେଲା ବେକ

Special report

ନମସ୍କାର ପାଠକ ବନ୍ଧୁ।ଟ୍ରେନ ରେ ଘଟିଛି ଏକ ବଡ ଘଟଣା। କମେଣ୍ଟ ମରା କୁ ନେଇ ସ୍ଵାମୀ ବ୍ଲେଡ୍ ରେ ଯୁବକ ମାନଙ୍କ ବେକ କାଟି ଦେଲେ।ଏମିତି ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲଗଡ ପୁରୀ ଗାନ୍ଧିଧାମ ଏକ୍ସପ୍ରେସ ଟ୍ରେନ ରେ।ଏଠାରେ ସ୍ଵାମୀ ଥାଉ ଥାଉ ଜଣେ ସ୍ତ୍ରୀ କୁ ଅନ୍ୟ ପୁରୁଷ ମାନେ କମେଣ୍ଟ ମାରିଥିଲେ।
Special report
ତାଙ୍କ ପେଟ ରେ ହାତ ମାରି ଥିଲେ।ଏହାକୁ ସହି ପାରି ନ ଥିଲେ ତାଙ୍କ ସ୍ଵାମୀ।ସେ ସାଙ୍ଗେ ସାଙ୍ଗେ ନିଜ ପକେଟ ରୁ ବ୍ଲେଡ ବାହାର କଲେ।ସେହି ଯୁବକ ମାନଙ୍କ ବେକ କୁ କାଟି ଦେଲେ।ଏହା ପରେ ଘଟଣା ଟି ଚାରି ଆଡ଼େ ପ୍ରଚାରିତ ହୋଇ ଗଲା।ଏବେ ଅଭିଯୁକ୍ତ ଯୁବକ ମାନେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି।
ସେହି ଟ୍ରେନ ରେ ସାଧାରଣ ବଗି ରେ ବି ଚନ୍ଦ୍ରଶେଖର ରେଡ୍ଡୀ ସୁରଟ ରୁ ଆସୁଥିଲେ। ତ୍ରିନାଥ ଜଣେ ସାଧାରଣ ଶ୍ରମିକ ଥିଲେ।ଚନ୍ଦ୍ରଶେଖର ଶ୍ରମିକ ମାନଙ୍କୁ ଅର୍ଥ ଦେବା ପାଇଁ ସେହି ଟ୍ରେନ ରେ କଣ୍ଟାଝଡ଼ ଯାଇଥିଲେ।ସେଠାରେ ଚଗଲା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଙ୍କ ସହିତ ସେହି ଟ୍ରେନ ରେ ଯାଉଥିଲେ।
ହଟାତ ତ୍ରିନାଥ ଓ ତାଙ୍କ ସହଯୋଗୀ ମାନେ ଆସି ଚଗଲା ଙ୍କ ସ୍ତ୍ରୀ ଙ୍କ ସହିତ ଖରାପ ବ୍ୟବହାର କଲେ।ଫଳ ରେ ଉଭୟ ଙ୍କ ମଧ୍ୟ ରେ ଝଗଡ଼ା ଜୋରେ ହୋଇ ଥିଲା।ପରେ ତ୍ରିନାଥ ଚଗଲା ଙ୍କ ସ୍ତ୍ରୀ ର ପେଟ ରେ ହାତ ମାରି ଥିଲା।
Special report
ଏହାକୁ ସହି ପାରି ନ ଥିଲେ ଚଗଲା।ଏହା ପରେ ସେ ନିଜ ପକେଟ୍ ରୁ ବ୍ଲେଡ ଟିଏ ବାହାର କଲେ।ତ୍ରିନାଥ ଓ ତାଙ୍କୁ ସହଯୋଗ କରୁଥିବା ବ୍ୟକ୍ତି ଙ୍କ ବେକ କୁ ସେ ବ୍ଲେଡ ରେ କାଟି ଦେଲେ।ତ୍ରିନାଥ ସେହି ଠାରେ ପଡ଼ି ଗଲେ।ତାଙ୍କୁ ସଙ୍ଗେ ସଙ୍ଗେ ଏକ ମେଡିକାଲ୍ ରେ ଭର୍ତି କରା ଗଲା।
ଓ ତାଙ୍କ ସାଙ୍ଗ ମାନେ କହିଛନ୍ତି କି ଚଗଲା ମିଛ କଥା କହୁଚି।ତା ର ସ୍ତ୍ରୀ ଙ୍କ ପ୍ରତି କୌଣସି ଦୁର୍ବ୍ୟବହାର କରା ଯାଇ ନାହିଁ।ମୋ ସାଙ୍ଗ ତଳେ ବସି ଥିଲା।ମୁ ଉପରେ ବସି ଥିଲି।ହଟାତ ଚଗଲା ଆସି ଗୋଟେ ଧାରୁଆ ଅସ୍ତ୍ର ରେ ତାଙ୍କ ସାଙ୍ଗ ର ବେକ କାଟି ଦେଲା।
ଏ କଥା ରେ କିଏ ସତ କହୁଚି କିଏ ମିଛ କହୁଛି ତାହା ଜଣା ପଡି ନାହି।ଉଭୟ ଙ୍କୁ ପୋଲିସ ଗିରଫ କରି ନେଇଛି।ଏବେ ଘଟଣା ବିଷୟ ରେ ପୋଲିସ ତଦନ୍ତ ଆରମ୍ଭ କରିଛି।ଏବେ ଦେଖିବାକୁ ବାକି ରହିଲା ଏହି ଘଟଣା ର ପ୍ରକୃତ ଦୋଷୀ କିଏ।ପୋଲିସ କାହାକୁ ଦଣ୍ଡ ଦେଉଛି।

Advertisement